June 20, 2025

Odia Express

Here, There and Everywhere

ସବୁଦିନ ଖାଲି ପେଟରେ ଏହି ବିଧିରେ ଖାଆନ୍ତୁ ଗୁଡ ଓ ପାଣି – ହେବ ଏମିତି ଫାଈଦା କି ଡାକ୍ତର ଚକ୍କର ଲଗାଇବାକୁ ଭୁଲିଯିବେ…

ଭାରତ ଏମିତି ଏକ ଦେଶ ଅଟେ ଯେଉଁଠି ଲୋକ ମିଠା ଖାଇବାର ଏକ ବଡ ସଉକ ହୋଇଥାଏ , କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ନିଜ ହେଲଥ୍ ପ୍ରୋବ୍ଲେମ୍ ପାଇଁ ଅଧିକା ମିଠା ଖାଇବାକୁ ଦୁରେଇ ରୁହନ୍ତି , କିନ୍ତୁ ଯଦି ଆପଣ ମିଠା ଖାଇବାର ସଉକ ପୁରା କରିବାକୁ ଚାହୁଁଛନ୍ତି ତେବେ ନିଜ ସ୍ୱାସ୍ଥ୍ୟ ସହ ବୁଝାମଣା କରିବାକୁ ଚାହୁଁନାହାନ୍ତି ତେବେ ଗୁଡ ଆପଣଙ୍କ ପାଇଁ ଉତ୍କୃଷ୍ଟ ଅଟେ ।  ଗୁଡର ଉପଯୋଗ ଭାରତବାସୀ ବହୁତ ବର୍ଷରୁ କରି ଆସୁଛନ୍ତି , ପୁର୍ବର ଜମାନାରେ ଲୋକେ ଚିନିରୁ ଅଧିକା ଗୁଡ ଖାଉଥିଲେ , ଯଦି ଆପଣ ଚାହୁଁନାହାନ୍ତି କି ଗୁଡ ଓ ଚିନି ଦୁହେଁ ଆଖୁର ସାହାଯ୍ୟରେ ବନା ହୋଇଥାଏ , କିନ୍ତୁ ଦୁହେଁଙ୍କର ମଧ୍ୟରେ ଫରକ ଏହା କି ଏହା ଚିନି ଦ୍ୱାରା ନିର୍ମିତ ହୋଇଥାଏ , ତେବେ ଆଖୁରେ ଥିବା ଉପସ୍ଥିତ ଆଇରନ୍ , କ୍ୟାଲସିୟମ୍ , ପୋଟାସିୟମ୍, ଫସଫରସ୍, ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ , ଗୁଡ ବନାଇବା ସମୟରେ ଏପରି ହୁଏ ନାହିଁ , ଯେବେ କି ଗୁଡର ଅତିରିକ୍ତ ଭିଟାମିନ୍ ଏ ଓ ଭିଟାମିନ୍ ବି ମିଳିଥାଏ ।

ସେମିତି ଗୁଡକୁ ବିଭିନ୍ନ ପ୍ରକାରର ଖୁଆ ଯାଇପାରିବ , କିଛି ଲୋକ ଏମିତି ଚୋବାଇବାକୁ ପସନ୍ଦ କରନ୍ତି , ତ କିଛି ଲୋକ କ୍ଷୀର କିମ୍ବା ଚାହାରେ ମିଶାଇକରି ପିଇଥାନ୍ତି , ବହୁତ ଲୋକ ଗୁଡକୁ ଜିଲାପି କରି ଖାଇଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଗୁଡ ଖାଇବାର ଏକ ହେଲଦି ତରିକା ବିଷୟରେ କହିବାକୁ ଯାଉଛୁ , ଯାହାର ପ୍ରୟୋଗରେ ଆପଣଙ୍କୁ ବହୁତ ପ୍ରକାରର ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିପାରିବ , ଗୁଡକୁ ଯଦି ସବୁଦିନ ସକାଳୁ ଖାଲି ପେଟରେ ଗରମ ପାଣି ସହ ନିଆଯାଏ ତେବେ ଅତ୍ୟାଧିକ ଲାଭ ମିଳିଥାଏ , ଖାଲି ଆପଣଙ୍କୁ ସକାଳୁ ଉଠିକରି ଖାଲି ପେଟରେ ଗୁଡକୁ କିଛି ଖଣ୍ତ ଚୋବାଇବାର ଅଛି ଓ ଏହା ପରେ ହାଲକା ନଖ ଉଷୁମ ପାଣିରେ ପିଇବାର ଅଛି ଗୁଡ ଓ ପାଣି ନେବାପରେ ଆପଣଙ୍କୁ ଅଧ ଘଣ୍ଟା ଯାଏଁ କିଛି ଖାଇବାର ଦରକାର ନାହିଁ ।

୧) ବହୁତ ଲୋକଙ୍କର ଏହି ସମସ୍ୟା ଥାଏ କି ସକାଳୁ ଉଠିବାପରେ ତାଙ୍କ ପେଟ ସଫା ହୋଇନଥାଏ,  ଏମିତିରେ କବଜ୍ ନାଁରେ ରୋଗ ମାଡିବସେ , ଏମିତି ସ୍ଥିତିରେ ଖାଲି ପେଟରେ ଗୁଡ ଓ ନଖଉଷୁମ ପାଣି ନେବାରୁ ଲାଭ ମିଳିଥାଏ ,

୨) ଯଦି ଆପଣଙ୍କୁ ସବୁବେଳେ ଏସିଡିଟି କିମ୍ବା ଗ୍ୟାସର ସମସ୍ୟା ହେଉଛି ତେବେ ଏହି ଗୁଡ ଓ ପାଣିର କମ୍ପିନେଶନ୍ ଦ୍ୱାରା ଏହା ଦୂର ହୋଇଯିବ

୩) କେଉଁ ପ୍ରକାରର ପେଟ ପୀଡା ହେବା ଦ୍ୱାରା ଖାଲି ପେଟରେ ଓ ପାଣି ନେଲେ ଆରାମ ମିଳିଥାଏ ।

୪) ଏହି ପ୍ରକିୟା ରକ୍ତକୁ ସଫା କରିବାର କାମ କରିଥାଏ ।

୫) ଏହା ସେବନ ମାଂସପେଶୀଗୁଡିକ ମଜବୁତ୍ କରିଥାଏ ।

୬) ଖାଲି ପେଟରେ ଗୁଡ ଓ ପାଣି ନେଲେ ତ୍ୱଚାରେ ନିଖାର ଆସିଥାଏ ।

୭) ଏହା ଶରୀରରେ ରକ୍ତପ୍ରବାହ ମାନେ ବ୍ଲଡ୍ ସର୍କୁଲେସନ୍ ସାମାନ୍ୟ ରଖିଥାଏ , ଯାହାକୁ ନେଇ ହୃଦରୋଗ୍ ସଂବନ୍ଧିତ ରୋଗ ହୁଏ ନାହିଁ ।

୮) ଯଦି ଆପଣ ନିଜ ବଢୁଥିବା ଓଜନ ଯୋଗୁଁ ଚିନ୍ତିତ୍ ଅଛନ୍ତି ତେବେ ସକାଳୁ ଖାଲି ପେଟରେ ଗୁଡ କିମ୍ବା ଗରମ୍ ପାଣି ନେବା ଆପଣଙ୍କ ପାଇଁ ଫାଇଦାଦାୟକ ହୋଇପାରେ,  ଏହି ପ୍ରକିୟା ଆପଣଙ୍କ ଶରୀରରେ ଚର୍ବିକୁ ତରଳାଇବାପାଇଁ କାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *