ବାସ୍ତୁ ଅନୁସାରେ କୁକୁର ପାଳିଲେ ଫାଈଦା ବିଷୟରେ ଜାଣିଲେ ଚକିତ ହୋଇଯିବେ ଆପଣ – ନିଶ୍ଚୟ ଜାଣିରଖନ୍ତୁ…
ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି ବହୁତ ଲୋକ ନିଜ ଘର ପାଳିତ ପଶୁ ପାଳିବାର ସଉକ ହୋଇଥାଏ । କାହାକୁ ବିଲେଇ ପାଳିବା ପସନ୍ଦ କରିଥାଏ , କାହାକୁ ଠେକୁଆ ପାଳିଥାଏ , ତେବେ କିଏ ଶୁଆ ପାଳିଥାଏ , କିନ୍ତୁ ଏହି ସବୁ ମଧ୍ୟରେ କୁକୁରକୁ ଏକ ପାଳିତ ପଶୁ ରୁପରେ ପାଳୁଥିବାର ବହୁତ ଅଧିକା ଦେଖାଯାଇଛି , ଘରେ କୁକୁର ପାଳିଲେ ବହୁତ ସାରା ଫାଈଦା ହୋଇଥାଏ , ଏହା ଆମର ଘର ସୁରକ୍ଷା କରିଥାଏ , ଏକେଲା ରହିଲେ ଆମର ମନୋରଞ୍ଜନର ସାଧନ ହୋଇଥାଏ , ଓ ତାହା ସହ ନିଜ ମାଲିକକୁ ନେଇକରି ବଫାଦାର୍ ହୋଇଥାଏ , ସେମିତି କୁକୁର ପାଳିଲେ ଏହି ଫାଇଦା ବିଷୟରେ ସବୁ ଜାଣିଛନ୍ତି କିନ୍ତୁ ଆଜି ଆମେ ବାସ୍ତୁର ଅନୁସାରେ କୁକୁର ପାଳିଲେ ଫାଈଦା ଅବଗତ କରାଇବୁ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ କୁକୁର ପାଳିବାର ମହତ୍ତ୍ୱ ବିଷୟରେ କୁହାଯାଇଛି , ଏଥିପାଇଁ ଯଦି ଆପଣ ଏବେ ପର୍ଯ୍ୟନ୍ତ ଘରେ କୁକୁର ପାଳିବାକୁ ବିଚାର କରିନାହାନ୍ତି ତେବେ ଆମର ଦାବି ଅଛି କି ତଳେ ବତାଇଥିବା ଫାଇଦା ବିଷୟରେ ଜାଣିଲେ କୁକୁର ପାଳିବା ବିଷୟରେ ଭାବିବାକୁ ବାଧ୍ୟ ହେବେ ।
୧) ଯେବେ ଆପଣ କୁକୁର ପାଳିବେ ତେବେ କଳା ରଙ୍ଗର୍ କୁକୁର ହିଁ ପାଳନ୍ତୁ , ଅଲଗା ରଙ୍ଗର କୁକୁର ପାଳିଲେ କିଛି ଅସୁବିଧା ହୁଏ ନାହିଁ , କିନ୍ତୁ ଏମିତି କୁହାଯାଏ କି କଳା ରଙ୍ଗର କୁକୁର ପାଳିଲେ ଲାଭ ମିଳିଥାଏ , ଏହାର କାରଣ କଳା କୁକୁର ପାଳିଲେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି , ଯେଉଁ ଲୋକ ଘରେ କଳା କୁକୁର ପାଳିଥାନ୍ତି ତାଙ୍କ ଉପରେ ଶନିଦେବ କୃପା ଦୃଷ୍ଟି ରହିଥାଏ ।
୨) କୁକୁର ପାଳିଲେ ଘରେ ହେଉଥିବା ଲଢେଇ ଝଗଡା କମ୍ ହୋଇଥାଏ , ତାହା ସହ କୁକୁର କାରଣରୁ ଆପଣଙ୍କ ଶତ୍ରୁ ବି କିଛି ବିଗାଡିପାରିବେ ନାହିଁ ।
୩) କୁକୁରକୁ ସବୁଦିନ ଖାଈବା ଖୁଆଇଲେ ଶନିଦେବ ଖୁସି ହୋଇଥାନ୍ତି , ଏଥିପାଇଁ ଯଦି ଆପଣ କେଉଁ କାରଣବଶତଃ ଘରେ କୁକୁର ପାଳିପାରୁନାହାନ୍ତି ତେବେ ରାସ୍ତାରେ କେଉଁ କୁକୁରକୁ ଖାଇବା ଦେଇ ଏହାର ଫାଇଦା ଉଠାଇପାରିବେ ।
୪) ଜ୍ୟୋତିଷ୍ୟଶାସ୍ତ୍ରରେ କୁକୁରକୁ ରତ୍ନ ମାନାଯାଇଛି , ଏମିତି କୁହାଯାଇଛି କି କୁକୁର ପାଳିତ ପଶୁ ବନାଇବାରେ ବହୁତ ପ୍ରକାରର ଗୃହ ଦୋଷ ଦୂର ହୋଇଯାଏ ।
୫) ଯେଉଁ ଲୋକଙ୍କର କୁଣ୍ତଳୀରେ କେଉଁ ଦୋଷ ଅଛି , କିମ୍ବା କାହା ଉପରେ ସାଢେ ସାତି ବୁଲୁଛି , ତେବେ ତାଙ୍କୁ କୁକୁର ପାଳିବା ଉଚିତ୍ , ଏମିତି ମାନାଯାଏ କି କୁକୁର ପାଳିଲେ ସବୁ ଦୋଷ ଦୁର ହୋଇଯାଏ ।
୬) କୁକୁର ଘରେ ରହିଲେ ନକରାତ୍ମକ ଉର୍ଜା ଭିତରେ ପ୍ରବେଶ କରିପାରେ ନାହିଁ ।ତାହା ସହ କୁକୁର ଘରେ ସକରାତ୍ମକ ଉର୍ଜା ବଢାଇବାର କାମ କରିଥାଏ , ଏହି ପ୍ରକାରର କୁକୁର ପାଳିଲେ ଘରେ ଖୁସି ଓ ଧନ ଦୁହେଁ ଆବାକ ହୋଇଥାଏ ।
୭) ଯେଉଁ ଲୋକଙ୍କୁ ରାହୁ କେତୁ ପ୍ରଭାବରେ ପିଡିତ ଅଛନ୍ତି , ତାଙ୍କୁ କୁକୁରକୁ ଘିଅର ରୁତି ଖୁଆଇବା ଉଚିତ୍ , ଏହି ଉପାୟରୁ ଶନିଦେବଙ୍କ ସାଢେ ସାତି ଓ କାଳ ସର୍ପ ଦୋଷ ଦୂର କରାଯାଇପାରିବ , ଏହି ଉପାୟ ବର୍ଣ୍ଣନ ଆମର ଶାସ୍ତ୍ରରେ ବି କରାଯାଈଥିଲା ,
୮) ଘରେ କୁକୁର ପାଳିଲେ ଖରାପ ଶକ୍ତି ଯେପରି ଭୁତ, ପ୍ରେତ, ଆତ୍ମା ଇତ୍ୟାଦି ଆସେ ନାହିଁ , ଏହି ଲୋକ କୁକୁରଙ୍କୁ ଠାରୁ ବି ଖାଇଥାନ୍ତି , ଏଥିପାଇଁ ସେହି ଘର ଦୁର ରହିବା ପସନ୍ଦ କରନ୍ତି ।