ଏହି ସହଜ ଆୟୁର୍ବେଦିକ ପ୍ରକିୟା ଆପଣାଇକରି ଗୋଟେ ଥରରେ ସଫା ହୋଇଯିବ ଲିଭର୍ – ଆଜି ହିଁ ଆପଣାଇ ଦେଖିନିଅନ୍ତୁ…
ଲିଭର୍ ଖରାପକୁ ନେଇ ହେପାଟାଇସିସ୍ , ଫ୍ୟାଟି ଲିଭର୍ , ଲିଭର୍ ସିରୋସିସ୍, ଆଲକୋହୋଲିକ୍ , ଲିଭର୍ ଡିଜିଜ୍ , ଓ ଲିଭର୍ କ୍ୟାନ୍ସର ପରି ରୋଗ ହୋଇଥାଏ , ଏହି ପ୍ରକିୟା ଲିଭର୍ ସହ ଯୋଡି ହୋଇଥିବା ଅସୁବିଧା ଦୁର କରିବାରେ ବେଶୀ କାରଗର ଅଟେ, ଏଥିରେ ୭ ଦିନ ମଧ୍ୟରେ ଲିଭର ପୁରା ଭାବେ ସଫା ହୋଇଯିବ । କିନ୍ତୁ ଲିଭରରୁ ଟକ୍ସିନ୍ ବାହାର କରିବାପାଇଁ ଆମେ ଏହି ପ୍ରକିୟା ସହ କିଛି ଜିନିଷ ଦୁରେଇବାକୁ ପଡିବ , ଏହାପାଇଁ ୭ ଦିନ ବାହାରୁ ଜଙ୍କ ଫୁଡ୍ ଖାଈବା କମ୍ କରିବାକୁ ହେବ ଓ ତାହା ସହ ଖାଇବା ସମୟରେ ଅଧା ପେଟ ସାଲାଡ୍ ଓ ପରିବା ଯୁକ୍ତ ଖାଦ୍ୟ ଖାଇବାକୁ ହେବ , ଏମିତି କରିଲେ ଲିଭର୍ ରୁ ଟକ୍ସିନ୍ ବାହାରିବା ସହ ଏହି ପ୍ରକିୟାକୁ ଗୋଟେ ଥରକରେ ସବୁ ମଇଳା ସଫା କରିଦେବ ।
ଆପଣଙ୍କୁ ଦରକାର ହେବ ଲାଉ ,ହଳଦୀ, ଧନିଆଁ ଲେମ୍ବୁ, କଳା ଲୁଣ, ଓ ଗିଲୋୟ ରସର୍ ଗିଲୋୟ ଲିଭରର ମଇଳା ବାହାର କରିବାରେ ବହୁତ ଅଧିକା ଫାଇଦାଦାୟକ ହୋଇଥାଏ , ଏହା କେଉଁ ଆୟୁର୍ବେଦ ଦୋକାନ କିମ୍ବା ପତଞ୍ଜଳୀ ଷ୍ଟୋରରେ ମିଳିଯିବ , ଏହା ଇମ୍ୟୁନିଟୀ ବୁଷ୍ଟର୍ କାମ କରିଥାଏ । ଲାଉକୁ ଚୋପା ଚଢାଇଦେଇ ଏଥିରେ ଧନିଆଁ ମିଶାଈକରି ଗ୍ରାଇଣ୍ତ କରିବାପରେ ରସ ବାହାର କରିଦିଅନ୍ତୁ , ଏହା ୧ ଗିଲାସ ଜୁସ୍ ପ୍ରାୟ ହେବା ଦରକାର,
ଏହା ପ୍ରସ୍ତୁତ ହେବାପରେ ହଳଦୀ , ଏକ ଚାମକ କଳାଲୁଣ, ୧ ଚାମଚ ଲେମ୍ବୁର ରସ, ୩୦ ମିଲି ଗିଲୋୟର ଜୁସ୍ ମିଶାନ୍ତୁ , ଏହା ଡ୍ରିଙ୍କ୍ ପ୍ରସ୍ତୁତ ହୋଇଯିବ , ଏହି ଡ୍ରିଙ୍କ୍ ସବୁଦିନ ଖାଲି ପେଟରେ ସେବନ କରନ୍ତୁ , ଲାଉ ଓ ଧନିଆଁ ଲିଭରକୁ ଥଣ୍ତା କରିବାରେ କାମ କରିଥାଏ , ଯାହା ପୁରା ଦିନ ଆମର ଲିଭର ସଠିକ୍ ଭାବେ କାମ କରିଥାଏ , ଏହି ଡ୍ରିଙ୍କ୍ ୭ ଦିନ ସେବନ କରିଲେ ଲିଭରରେ ଥିବା ସବୁ ମଇଳା ସଫା ହୋଇଯାଏ ।ବିଶେଷ ଦ୍ରଷ୍ଟବ୍ୟ – ବ୍ୟବହାର କରିବା ଆଗରୁ ଡାକ୍ତରଙ୍କ ପରାମର୍ଶ ନିହାତି ନିୟନ୍ତୁ