November 21, 2024

Odia Express

Here, There and Everywhere

ଯଦି ଏପରି ସଫା କରିବେ ଆପଣଙ୍କ କାନର ମଇଳା , ତେବେ ଚାରିଗୁଣା ବଢିଯିବ ଆପଣଙ୍କ ଶୁଣିବାର ଶକ୍ତି – ଏବେ ଜାଣିରଖନ୍ତୁ …

ମଣିଷ ଶରୀରରେ ସବୁ ଅଙ୍ଗ ଏକ ମୁଖ୍ୟ କାମ ହୋଇଥାଏ , ସେ କାନ ହେଉ କିମ୍ବା ଆଖି କିମ୍ବା ନାକ ହେଉ , ଆମର ଶରୀରରେ ଯଦି ଗୋଟେ ବି ଅଙ୍ଗ କମ୍ ହୋଈଯାଏ ତେବେ ଦିବ୍ୟାଙ୍ଗ ନାଁ ଦିଆଯାଏ , ଓ ଆମକୁ ଦୁର୍ବଳ ବୋଲି ଜଣାଯାଏ , ସେମିତି ଦରକାର ପଡୁନି କି ଭଗବାନ ସମସ୍ତଙ୍କୁ ଏକା ସମାନ ଟ୍ୟାଲେଣ୍ଟ ଦେବେ , ଯାହାର ସାହାଯ୍ୟରେ ଭଲ ଦୁନିଆଁରେ ପରିଚୟ ମିଳିବ । ଆଜି ଆମେ ଆପଣଙ୍କୁ କାନ ସଫା କରିବର ଏକ ଖାସ୍ ତରିକା ବିଷୟରେ କହିବାକୁ ଯାଉଛୁ , ଯାହାର ସାହାଯ୍ୟରେ ଆପଣଙ୍କ କାନରୁ ମଇଳା ଅତି ସହଜରେ ବାହାର କରିପାରିବେ , ଏତିକି ନୁହେଁ ଆପଣ ପୁର୍ବ ଅପେକ୍ଷା ଭଲରେ ଶୁଣିବାକୁ ପାଇବେ , ଆମେ ଆଜି ଏହିପରି ପାଞ୍ଚଟି ତରିକା ବିଷୟରେ କହିବୁ , ଯାହାକୁ ଫଲୋ କଲ୍ କିଛି ବି ଅସୁବିଧା ହେବ ନାହିଁ ।

ଯଦି ଆପଣ ନିଜ କାନ ସଫା କରିବାକୁ ଚାହୁଁଛନ୍ତି ତେବେ ପାଣି ଓ ଲୂଣ ଦ୍ୱାରା ତାହାର ମିଶ୍ରଣରେ କାନରେ ପକାନ୍ତୁ ଓ ନିଜ କାନକୁ ପଲଟାଇ ତାହାକୁ ଏକ କାନର ସଫାକାଠି ଦ୍ୱାରା ପୁରା ସଫା କରିଦିଅନ୍ତୁ , ଦେଖିବେ ଆଗ ଅପେକ୍ଷା ଆପଣ ଅଧିକା ଶୁଣିପାରିବେ , ଆପଣ ଏହି ତରିକାକୁ ପୁରୁଣାରୁ ପୁରୁଣା ମଇଳା ବାହାର କରିବାରେ ସାହାଯ୍ୟ କରିବ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ କାନ ଭଲରେ ସଫା ହେବ ତେବେ ବେବି ଅୟେଲ୍ ବ୍ୟବହାର କରିପାରିବେ , ଏହାର ଉପଯୋଗରେ ଆପଣଙ୍କ କାନରେ ଜମା ହୋଇଥିବା ମଇଳା ସହଜରେ ବାହାରି ଆସିବ , ଓ  ଆପଣଙ୍କୁ ପୁର୍ବ ଅପେକ୍ଷା ଭଲରେ ଶୁଣିବାକୁ ଲାଗିବ

, ଯଦି ଆପଣ ଚାହୁଁଛନ୍ତି କି କାନକୁ ସଫା ରଖିବେ ତେବେ ବେବି ଅୟେଲ୍ ବ୍ୟବହାର କରି ଏହାକୁ ଉପଯୋଗରେ ଆଣିପାରିବେ । ଯଦି ଆପଣ ଆହୁରି ଭଲରେ କାନର ମଇଳା ସଫାକରିବାକୁ ଚାହୁଁଛନ୍ତି ତେବେ କାନରେ ହାଇଡ୍ରୋଜେନ୍ ପାରାକସାଇଡ୍ ପାଣି ପକାନ୍ତୁ , ଓ ଦେଖିବେ ସହଜରେ କାନରୁ ମଇଳା ବାହାରି ଆସିବ , ଓ କାନରେ ଜମା ହୋଇଥିବା ମଇଳା ବାହାରକୁ ଆସିଯିବ , ଓ ଦେଖିବେ କାନ ପୁରା ସଫା ହୋଇଯିବ । ଯଦି ଆପଣ ଗରମ କରି ସୋରିଷ ତେଲ ନିଜ କାନରେ ପକାଇବେ ତେବେ ଆପଣଙ୍କ କାନରୁ ମଇଳା ବାହାରି ଆସିବ , ଓ ଏହାର ସାହାଯ୍ୟରେ ଆପଣ ଭଲ ଭାବେ ସବୁ ଜିନିଷ ଶୁଣିପାରିବେ ।

Leave a Reply

Your email address will not be published. Required fields are marked *