November 16, 2024

Odia Express

Here, There and Everywhere

କଣ ପାଇଁ ପୋଲିସ୍ ବର୍ଦୀର ରଙ୍ଗ ଖାକି ହୋଇଥାଏ ,କାରଣ ଜାଣିଲେ ସ୍ତବ୍ଧ ହୋଇଯିବେ ଆପଣ…

1 min read

ପୋଲିସ୍ ନାଁ ଶୁଣିଲେ ଆମ ମନରେ ପ୍ରଥମେ ଆସେ ତାଙ୍କ ଖାକିର ରଙ୍ଗ , ଖାକି ସୁରକ୍ଷାର ପ୍ରତୀକ ବୋଲି ଜଣାଯାଏ , ଏହି ରଙ୍ଗରୁ ପୋଲିସ୍ କର୍ମୀ ନିଜ ବର୍ଦୀରେ ଧାରଣ କରନ୍ତି , ପୋଲିସ୍ ଙ୍କ ପରିଚୟ ଏହି ରଙ୍ଗରୁ କରାଯାଏ , କଣ ଆପଣ କେବେ ଭାବିଛନ୍ତି କି ପୋଲିସ୍ ଙ୍କର ରଙ୍ଗ ଖାକି କଣ ପାଇଁ ହେଲା , ଯଦି ଜଣାନାହିଁ ତେବେ ଆସନ୍ତୁ ଏହି ବିଷୟରେ କଥା ହେବା ।ପ୍ରଶାସନ ର ସବୁ ବିଭାଗର ନିୟମ ଓ କାଇଦା ହୋଇଥାଏ , ଯାହାର ଅନୁସାରେ ସେ କାମ କରିଥାନ୍ତି , ପୋଲିସ୍ ମହକମା ଜନତାଙ୍କ ସେବା ହିସାବରେ ପ୍ରଶାସନର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ , ଆମର ଦେଶ ସେନା ଓ ପୋଲିସ୍ ହିଁ ଅଛନ୍ତି ଯାହାଙ୍କ କାରଣରୁ ଆମେ ରାତିରେ ଶାନ୍ତିରେ ଶୋଇପାରୁ , ସାମାନ୍ୟ କର୍ମଚାରୀ ଉତ୍ସବ ଓ ଛୁଟିରେ ରହିଥାନ୍ତି କିନ୍ତୁ ପୋଲିସ୍ କେବେ ରୁହେ ନାହିଁ ।

ପୋଲିସ୍ ବିଭାଗରେ ଖାକିରଙ୍ଗ କେବେ କେଉଁଠି ବଦଳିଥିବାର୍ ନଜର ଆସେ ,ବଡ ପଦରେ ଅଫିସର ବର୍ଦିରେ ଟିକିଏ ଗଭୀର ଖାକି ରଙ୍ଗ ହୋଇଥାଏ , ଯେବେ କି ଅନ୍ୟ ପୋଲିସ୍ ଅଫିସର୍ ବର୍ଦୀରେ ଟିକିଏ ହାଲକା ରଙ୍ଗ ହୋଇଥାଏ , କିନ୍ତୁ ଓଭରଅଲ୍ ରଙ୍ଗ ମଟମେଲେ କଲର୍ ମାନେ ଖାକି ହିଁ ହୋଇଥାଏ । ଖାକି ରଙ୍ଗର ପ୍ରଚଳନ ବ୍ରିଟିଶ୍ କାଳରୁ ଚାଳି ଆସୁଛି , ବ୍ରିଟିଶ୍ କାଳରେ ଯେବେ ପୋଲିସ୍ ର ଗଠନ ହେଲା , ତେବେ ପୋଲିସ୍ ଧଳା ରଙ୍ଗର ବର୍ଦୀ ପିନ୍ଧିଥିଲେ , କିନ୍ତୁ ଡେରି ପର୍ଯ୍ୟନ୍ତ ଡ୍ୟୁଟି କରିଲେ ତାହା ଜଲଦି ମଇଳା ହୋଇଯାଉଥିଲା, ଯାହାର କାରଣରୁ ପୋଲିସ୍ କର୍ମୀଙ୍କୁ ବହୁତ ଚିନ୍ତିତ ରହୁଥିଲେ,  ଅନ୍ୟ ଏକ କଥା ଥିଲା ବର୍ଦୀର ଚିହ୍ନଟ ପାଇଁ , ତାହା ମଇଳା ହେବା ଅନୁଶାସନକୁ ଲଜ୍ଜିତ୍ କରିବା ସହ ସମାନ ହେଉଥିଲା,

ଏମିତିରେ ମଇଳାକୁ ଲୁଚାଇବାକୁ ପୋଲିସ୍ ସେହି ସମୟରେ ବର୍ଦୀର ରଙ୍ଗ ଅଲଗା ଅଲଗା ଲଗାଇବା ଆରମ୍ଭ କରିଦେଲେ , ଅଲଗା ଅଲଗା ରଙ୍ଗରେ ରଙ୍ଗେଇ ହେବା କାରଣରୁ ପୋଲିସ୍ ବାଲା ବର୍ଦୀର ରଙ୍ଗ ବିରଙ୍ଗୀ ଦେଖାଯିବାକୁ ଲାଗିଲା , ଫଳାଫଳ ହେଲା କି ପୋଲିସ୍ ଜବାନ ବର୍ଦୀରେ ଅଲଗା ଅଲଗା ଦେଖାଯିବାକୁ ଲାଗିଲେ , ଏହା ସମସ୍ୟା ହୋଇଗଲା, ଏହାଠୁ ବଞ୍ଚିବାକୁ ପୋଲିସ୍ ଅଫିସର୍ ଖାକି ରଙ୍ଗର ଡାଇ ତିଆରି କଲେ,  ଏହି ଡାଇ ରେ ହାଲକା ହଳଦିଆ ଓ ଭୁରା ରଙ୍ଗର୍ ମିଶ୍ରଣର ହୋଇଥାଏ ,ଯେବେ ଅଫିସର୍ ବର୍ଦୀ ରେ ଡାଇକୁ ରଙ୍ଗ ଲଗାଇବାକୁ ଲାଗିଲେ ତେବେ ଅନ୍ୟ ପୋଲିସ୍ ବାଲା ଚାହାର ପତ୍ତି ଓ କଟନ୍ ଫେବ୍ରିକ୍ କଲର୍ ଡାଇରେ ବର୍ଦୀ ରଙ୍ଗ ଲଗାଇଲେ ।

ଯେବେ ପୋଲିସ୍ ବାଲା ନିଜ ବର୍ଦୀର ରଙ୍ଗ ଖାକି ରଙ୍ଗରେ କରିବାକୁ ଲାଗିଲେ ତେବେ ଖାକିର ରଙ୍ଗ ୧୮୪୭ ରେ ପୋଲିସ୍ ପାଇଁ ଆଧିକାରିକ ବର୍ଦୀ ହିସାବରେ ପରିଗଣିତ ହେଲା , ସର୍ ହ୍ୟାରି ଲମ୍ସଡେନ୍ ଦ୍ୱାରା ବର୍ଦୀକୁ ଖାକି କରିବାର ପ୍ରୟାସ ୧୮୪୭ ରେ ଅଣାଗଲା , ସର୍ ହ୍ୟାରି ଲମ୍ସଡେନ୍ ସର୍ ହେନରି ଲୋରେନ୍ସ Corps of guides ନାମକ ବନାଇଲେ , ଫୋର୍ସ କମାଣ୍ତାଣ୍ତ ଥିଲେ । ଏହି ଫୋର୍ସ ଜବାନ୍ ଆରମ୍ଭରୁ ଲୋକଲ୍ ପୋଲିସ୍ ଡ୍ରେସ୍ ରେ ଡ୍ୟୁଟି କରୁଥିଲେ,  ସର୍ ହ୍ୟାରି ଲମ୍ସେଡେନ୍ ପ୍ରସ୍ତାବରୁ ପୁଣି ଖାକି ପୋଲିସ୍ ବର୍ଦୀ ପାଇଁ ଅନିବାର୍ଯ୍ୟ ହୋଇଗଲା , ତେବେ ଠାରୁ ପୋଲିସ୍ ବିଭାଗରେ ଖାକି ବର୍ଦିରେ ଉପଯୋଗ ହେଇଆସୁଛି ।

ଆପଣଙ୍କୁ କହିଦେବୁ କି କୋଲକାତାରେ ଏବେ ପର୍ଯ୍ୟନ୍ତ ବର୍ଦୀର ରଙ୍ଗ ପୋଲିସ୍ ବାଲାଙ୍କ ପାଈଁ ଶ୍ୱେତ୍ ବା ଧଳା ରଙ୍ଗର ଅଛି , ୧୮୪୭ ରେ କୋଲକାତା ପୋଲିସ୍ ଲମ୍ସେଡେନ୍ ପ୍ରସ୍ତାବକୁ ଖାରିଜ୍ କରିଦେଲେ , କୋଲକତା ପୋଲିସ୍ ପ୍ରସ୍ତାବକୁ ଖାରିଜ୍ କରିବାର ପଛରେ କାରଣ ଏହା କହିଲେ କି କୋଲକାତା ଏକ ତଟିୟ ସହର ଅଟେ , ଯାହାର କାରଣରୁ ଅଧିକା ଗର୍ମ ଓ ନମି ରହିଥାଏ , ଏଥିପାଇଁ ଧଳା ରଙ୍ଗ ବୈଜ୍ଞାନିକ ରୁପରେ ମହତ୍ତ୍ୱପୁର୍ଣ୍ଣ ଅଟେ, ଏହାର୍ ପଛରେ କାରଣ ଏହା କି ଧଳା ରଙ୍ଗ ୟୁନିଫର୍ମରେ ସୁର୍ଯ୍ୟର କିରଣ ରିଫ୍ଲେକ୍ଟ ହୋଇଥାଏ,  ଯାହାର କାରଣରୁ ପୋଲିସ୍ କର୍ମୀଙ୍କୁ ଗର୍ମ କମ୍ ଲାଗୁ , କହିଦେବୁ କି ବଙ୍ଗଳା ପୋଲିସ୍ ଖାକି ବର୍ଦୀ ପିନ୍ଧିଥାନ୍ତି , ଯେବେ କି କୋଲକାତା ପୋଲିସ୍ ଧଳା ବର୍ଦୀ ପିନ୍ଧିଥାନ୍ତି ।

Leave a Reply

Your email address will not be published. Required fields are marked *