ଦୀପ ପ୍ରଜଳ୍ୱନ ସହ ଯୋଡି ହୋଇଥିବା ଏହି ପାଞ୍ଚଟି କଥା , ଯାହାକୁ ଧ୍ୟାନ ଦେଲେ ମିଳିବ ଲାଭ , ଦୁଃଖ ଓ ଚିନ୍ତାର ହେବ ନାଶ…
ସବୁ ଘରର ପୂଜା ପାଠରେ ଏହାକୁ ଅବଶ୍ୟ କରାଯାଏ , ପୁଜା ପାଠ କରିବାର ପରମ୍ପରା ବହୁତ ଦିନ ହେଲା ଚାଲି ଆସୁଛି ।ପୁଜା ପାଠ କରୁଥିବା ସମୟରେ କିଛି ନିୟମ ବିଷୟରେ କୁହାଯାଇଛି , ଯଦି ଏହି ନିୟମଗୁଡିକୁ ପାଳନ କରାଯାଏ ତେବେ ଅଦ୍ଭୁତ ଫାଇଦା ମିଳିଥାଏ , କିନ୍ତୁ ଆଜିକାଲିର ଜୀବନଶୈଳୀ ଏତେ ବ୍ୟସ୍ତ ହୋଇଯାଇଛି କି କାହା ପାଖରେ ଏତେ ସମୟ ବି ରହୁନାହିଁ , ପୁଜା ପାଠ କରାଗଲେ ତାହା ବିଷୟରେ କିଛି ନିୟମ ଅଛି ଯାହାର ପାଳନ ସଠିକ୍ ସମୟରେ କରାଯାଉନାହିଁ ,, ଯାହାର କାରଣରୁ ଆମେ ଏହି ଲାଭରୁ ବଞ୍ଚିତ ରହୁଛେ , ଯେବେ ଆମେ ଘରେ ପୁଜା ପାଠ କରୁ ତେବେ ଦୀପ ଲଗାନ୍ତି , ହିନ୍ଦୁ ଧର୍ମର ଅନୁସାରେ ପୁଜାରେ ଦିପ ଲଗାଇବା ବହୁତ ଜରୁରୀ ହୋଇଥାଏ , ଏହା ଦ୍ୱାରା ନା କେବଳ ଘରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ , ବରଂ ଏହା ଦ୍ୱାରା ଦେବୀ ଦେବତାଙ୍କ ପ୍ରସନ୍ନତା ବୃଦ୍ଧି ପାଏ , ସକାଳୁ ଓ ସଂନ୍ଧ୍ୟାରେ ଯେଉଁ ଘରେ ଦୀପ ପ୍ରଜ୍ଜଳିତ କରାଯାଏ , ସେହି ଘରେ ସୁଖ ଓ ସମୃଦ୍ଧି ଦୁହେଁ ବାସ କରନ୍ତି । ଓ ଦୁଃ ଶକ୍ତିର ନାଶ ହୋଇଥାଏ । ଦେଖିବାକୁ ଗଲେ ଆମେ ସମସ୍ତେ ଘରେ ଦୀପ ତ ଲଗାଇଥାଉ କିନ୍ତୁ ତାହାର ବିଧି ବିଷୟରେ ଆମେ ସେତେ ଜାଣିନଥାଉ , ଆଜି ଆମେ ଏହି ଲେଖ ମାଧ୍ୟମରେ କହିବୁ କି ଦୀପ ଜଳାଇବା ସମୟରେ କେଉଁ ଜିନିଷ ପ୍ରତି ଅଧିକା ଧ୍ୟାନ ଦେବ ଉଚିତ୍ ।
ଯେବେ ଆପଣ ଦୀପ ଲଗାଉଛନ୍ତି ତେବେ ଏଇ କଥାକୁ ଧ୍ୟାନ ଦେବେ କି ପୁଜା ରେ ଭଙ୍ଗା ଦୀପ ଲଗାନ୍ତୁ ନାହିଁ , ଏହା ଶୁଭ ହୋଇନଥାଏ, ଯଦି ଏହାର ଧ୍ୟାନ ଦେବେ ନାହିଁ ତେବେ ବହୁତ କ୍ଷତି ସହିବାକୁ ପଡିବ , ଯେବେ ଆପଣଙ୍କ ଘରେ ଦୀପ ଲଗାଉଛନ୍ତି ତେବେ ଜଳାଉଥିବା ସମୟରେ ଏହି କଥାକୁ ଧ୍ୟାନ ରଖିବେ କି ଦୀପ ସବୁବେଳେ ଭଗବାନଙ୍କ ପ୍ରତିମା ଆଗରେ ଲଗାଇବା ଉଚିତ୍ , ଭୁଲରେ ବି ଏପଟ ସେପଟଲଗାଇବା ଅଶୁଭ ମାନାଯାଏ ।
ଯଦି ଆପଣ ନିଜ ଘରେ ପୁଜା କରୁଛନ୍ତି ଏହି କଥାକୁ ଧ୍ୟାନ ଦେବେ କି ପୁଜା ଯେବେ ପର୍ଯ୍ୟନ୍ତ ସଂପୁର୍ଣ୍ଣ ହୋଇନଯାଉଛି ତେବେ ପର୍ଯ୍ୟନ୍ତ ଦୀପ ଲିଭିବା ଉଚିତ୍ ନୁହେଁ , ଅନ୍ୟଥା ଏହା ଅଲକ୍ଷଣର ସଙ୍କେତ ଦେଇଥାଏ , ଆପଣ ଏହି କଥାକୁ ଧ୍ୟାନ ରଖିବାକୁ ହେବ ଯେବେ ଆପଣ ଦୀପ ଲଗାଇବେ ତେବେ ଏଥିରେ ପ୍ରୟୋଗ ହେଉଥିବା ଧଳା ବଳିତା ହେବା ଦରକାର, ତେଲରେ ଦୀପ ଲଗାଇଲେ ଲାଲ ବଳିତା ଉତ୍ତମ ଜଣାଯାଏ ।
ଯେପରି ଆପଣ ଜାଣିଛନ୍ତି କି ପୁଜା ବିନା ଦୀପରେ ଅସଂପୁର୍ଣ୍ଣ ହୋଇଥାଏ , ଯଦି ଆପଣଙ୍କ ଘରେ ଦୀପ ଲଗାଉଛନ୍ତି ତେବେ ଏଥିରେ ଘରେ ସକରାତ୍ମକ ଉର୍ଜାର ବାସ ହୋଇଥାଏ , ଓ ବାତାବରଣ ସନ୍ତୁଳିତ ହୋଇଥାଏ , ଯଦି ଆପଣ ସଂନ୍ଧ୍ୟାରେ ଦୀପ ଲଗାଉଛନ୍ତି ତେବେ ଏଥିରେ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରସନ୍ନତା ହୋଇଥାନ୍ତି , ଏଥିପାଇଁ ସଂନ୍ଧ୍ୟା ସମୟରେ ଦିପ ଲଗାନ୍ତୁ , ଯେବେ ଆପଣଙ୍କ ଘରେ ଦୀପ ଲଗାଇବେ ତେବେ ଏହା ଅନ୍ଧକାରକୁ ନାଶ କରିଥାଏ , ଓ ଘରେ ଆଲୋକିତ ବାତାବରଣ ସୃଷ୍ଟିକରେ , ଯାହାର କାରଣରୁ ପରିବାରର ମାହୋଲ୍ ଖୁସିମୟ ହୋଇଥାଏ ।