ଏହି ବ୍ୟକ୍ତି ପ୍ରତିଦିନ ବଦଳାଉଛନ୍ତି ନିଜର ଗାର୍ଲଫ୍ରେଣ୍ଡ, – ଝିଅମାନେ ଏହାଙ୍କ ବହୁତ ଭଲ ପାଇଥାନ୍ତି – ଜାଣି ରଖନ୍ତୁ ଏହାର ଅସଲ କାରଣ

ଗୋଟିଏ ପୁଅ ଓ ଝିଅଙ୍କ ସହିତ ଡେଟ ଯିବା ଏମିତିରେ ତ ସାଧାରଣ କଥା ଅଟେ। କିନ୍ତୁ ଯେବେ ଆମେ କୌଣସି ଝିଅକୁ ଡେଟ କରିଥାଉ ତ ତାହା ସହ କମ ସେ କମ କିଛି ମାସ କିମ୍ବା ବର୍ଷ ତ ସମ୍ପର୍କ ରଖିଥାଉ ନିଶ୍ଚିତ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ପରି ବ୍ୟକ୍ତିଙ୍କ ସହିତ ସାକ୍ଷାତ କରେଇବାକୁ ଯାଉଛୁ ଯିଏ ପ୍ରତିଦିନ ନୂଆ ନୂଆ ଝିଅଙ୍କ ସହିତ ଡେଟ କରନ୍ତି । ଏତିକି ନୁହେଁ ଯେବେ ଝିଅମାନେ ଏହି ବ୍ୟକ୍ତିଙ୍କ ସହିତ ଡେଟରେ ଯାଆନ୍ତି ତ ସାରା ଖର୍ଚ୍ଚ ମଧ୍ୟ ସେ ଉଠେଇଥାନ୍ତି । ଆସନ୍ତୁ ପୂର୍ବକ ଜାଣିବା ପୁରା ଘଟଣା…
ଏହାଙ୍କୁ ଦେଖନ୍ତୁ , ଏ ହେଲେ ସୁନ୍ଦର ରାମୁ – ସୁନ୍ଦର ଚେନ୍ନାଇର ନିବାସୀ ଅଟନ୍ତି ଓ ପେଶରେ ଜଣେ ଫଟୋଗ୍ରାଫର ଅଟନ୍ତି ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଟନ୍ତି। ସୁନ୍ଦରଙ୍କର ଖାସ କଥା ଏହା ଯେ ସେ ପ୍ରତିଦିନ ଜଣେ ନୂଆ ଝିଅ ସହିତ ଡେଟରେ ଯାଉଛନ୍ତି । ଝିଅମାନେ ମଧ୍ୟ ଏହାଙ୍କ ସହିତ ଡେଟରେ ଯିବାକୁ ଉତ୍ସୁକ ରହନ୍ତି।ସୁନ୍ଦର ଗୋଟିଏ ଲକ୍ଷ୍ୟ ସ୍ଥିର କରିଛନ୍ତି ଓ ଯେଉଁ କାରଣରୁ ସେ ବର୍ଷର ପ୍ରତ୍ୟେକ ଦିନ ମାନେ 365ଦିନ ଝିଅଙ୍କୁ ଡେଟ କରେଇବାକୁ ଚାହାନ୍ତି । ଯଦି ଆମେ ସାଧାରଣ ମନୁଷ୍ୟର କଥା କହିବା ତେବେ ସେ ଏପରି କରିବା ତ ଦୂରର କଥା କିନ୍ତୁ ଏବିଷୟରେ ଚିନ୍ତା ମଧ୍ୟ କରିପାରିବେ ନାହିଁ। ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ସୁନ୍ଦର ଏପର୍ଯ୍ୟନ୍ତ 225ରୁ ମଧ୍ୟ ଅଧିକ ଝିଅଙ୍କ ସହିତ ଡେଟ କରିସାରିଛନ୍ତି ।
ଝିଅମାନଙ୍କୁ ଡେଟ କରିବା ନିମନ୍ତେ ରହିଥାଏ ଏହି ସର୍ତ୍ତ – ପ୍ରଥମ ସର୍ତ୍ତ: ସୁନ୍ଦର ଝିଅଙ୍କ ସହିତ ଡେଟରେ କେଉଁଆଡେ ଓ କେଉଁ ସ୍ଥାନକୁ ଯିବେ ଏହିକଥାର ନିର୍ଣ୍ଣୟ ନିଜେ ସେହି ଝିଅ ନେବ । ଦ୍ଵିତୀୟ ସର୍ତ୍ତ: ଡିନର କିମ୍ବା ଲଞ୍ଚ ସମୟରେ ଖାଇବା ପିଇବା ଜିନିଷର ଅର୍ଡର ଝିଅ ନିଜ ପସନ୍ଦର କରିବ ତୃତୀୟ ସର୍ତ୍ତ: ଡେଟରେ ଖାଇବା ପିଇବା ଓ ଅନ୍ୟ ଜିନିଷର ସମସ୍ତ ଖର୍ଚ୍ଚ ଝିଅ ହିଁ କରିବ। ମାନେ ସମସ୍ତ ବିଲ ର ପେମେଣ୍ଟ ଝିଅକୁ କରିବାକୁ ହେବ । ଏହି କାରଣରୁ ଝିଅମାନେ ଡେଟରେ କରୁଛନ୍ତି ଖର୍ଚ୍ଚ
ଏବେ ଆପଣ ଭାବୁଥିବେ ଯେ ଝିଅମାନେ ଏହି ପୁଅ ସହିତ ଡେଟରେ ଯିବାକୁ ଏତେ ଉତ୍ସୁକ କାହିଁକି? ଆହୁରି ଏହି ଯୁବକଙ୍କୁ ଡେଟ ରେ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁନାହିଁ ଓ ସମସ୍ତ ଖର୍ଚ୍ଚ ଝିଅ ହିଁ କରୁଛି। ଏହି ପୁଅର ଭାଗ୍ୟ ଏତେ ଭଲ କିପରି? ତେବେ ଆସନ୍ତୁ ଆମେ ଆପଣଙ୍କ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦେଉଛୁ । ପ୍ରକୃତରେ ସୁନ୍ଦରଗୋଟିଏ ଏନଜିଓ ସହିତ ଜଡିତ ଅଛନ୍ତି। ସୁନ୍ଦର ଯେତେ ଝିଅଙ୍କ ସହିତ ଡେଟରେ ଯାଉଛନ୍ତି ତାପଛରେ ଏକ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି। ଝିଅମାନେ ସୁନ୍ଦର ସହିତ ଡେଟରେ ଯେତିକି ଖର୍ଚ୍ଚ କରନ୍ତି ସୁନ୍ଦର ସେତିକି ଟଙ୍କା ଏହି ଏନଜିଓକୁ ଦାନ କରିଦିଅନ୍ତି। କେବଳ ଏହି କାରଣ ଅଟେ ଯେ ଏହି ପୂଣ୍ୟ କର୍ମ ନିମନ୍ତେ ପ୍ରତିଦିନ ନୂଆ ଝିଅମାନେ ତାଙ୍କ ସହିତ ଡେଟରେ ଯିବାକୁ ପ୍ରସ୍ତୁତ ହୋଇଯାନ୍ତି ।