୨୨ ମାର୍ଚ୍ଚ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୩ ଟି ରାଶିଗୁଡିକ ହେବେ ଭାଗ୍ୟଶାଳୀ , ନିଜ ପ୍ରୟାସରୁ କରିବେ ଉନ୍ନତି
1 min read୧-ମେଷ ରାଶି : ବୈବାହିକ ଲୋକଙ୍କର ଜୀବନସାଥୀ ସହଯୋଗ୍ ମିଳିବ , ଖାଦ୍ୟପେୟରେ ସଂୟମତା ରଖିବେ , ଓ ନିଜ ସ୍ୱାସ୍ଥ୍ୟକୁ ଭଲ କରିବେ । ପଇସା ଲଗାତାର ପାଣି ପରି ବହିଯିବ , ଆପଣଙ୍କ ଯୋଜନାରେ ବାଧା ଆସିପାରେ , ଆପଣଙ୍କ ମନରେ ନୁଆ ନୁଆ ବିଚାର ଆସିବ, ଅଧିକ ଚିନ୍ତା କାରଣରୁ ମୁଣ୍ତ ବିନ୍ଧା ହୋଇପାରେ ,ଆପଣଙ୍କ ବାଣିରେ ମଧୁରତା ଆସିବ , ଆପଣଙ୍କ କଥାବାର୍ତ୍ତା କରିବାର ତରିକା ସାଙ୍ଗଙ୍କୁ ଆପଣଙ୍କ ଆଡକୁ ଅଧିକା ଆକର୍ଷିତ କରିବ ।
୨-ବୃଷ ରାଶି : ଭାଇ ଭଉଣୀ ସାମାଜିକ ସ୍ଥିତିରେ ଅପ୍ରତ୍ୟାଶିତ ଓ ଅଚାନକ ବୃଦ୍ଧି ହେବ , ଆଜି ଆପଣଙ୍କ ମନରେ ନୁଆ ବିଚାର ଆସିବ , ଆପଣଙ୍କ ମନ ଏକା ସାଥିରେ ବହୁତ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ , ବନ୍ଧୁଙ୍କ ସହ ସାକ୍ଷାତ ହେବ , ନିଜ ଶତ୍ରୁଙ୍କ ସାବଧାନ ରହିବାର ପ୍ରୟାସ କରନ୍ତୁ , ସନ୍ତାନଙ୍କ ଗ୍ରହ ବର୍ତ୍ତମାନ ଅଧିକା ପ୍ରଭାବଶାଳୀ ଅଛି , ସନ୍ତାନଙ୍କ ଦିମାଗ ଟେକନିକି କାର୍ଯ୍ୟରେ ଅଧିକା ସକ୍ରିୟ ରହିବ , ବଦଳୁଥିବା ମୌସୁମରେ ଆପଣଙ୍କ ଉପରେ ଟିକିଏ ଧ୍ୟାନ ଦେବାର ଅଛି ।
୩-ମିଥୁନ ରାଶି : ଆପଣଙ୍କ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ଦେଖାଦେଇପାରିବ , କେଉଁ କାମରେ ନୁଆ ଭାବେ ଆରମ୍ଭ କରିବେ , ନିଜ କାର୍ଯ୍ୟ ସଠିକ୍ ଢଙ୍ଗରେ କରିବାରେ ନିଜକୁ ଥକାପଣ ଅନୁଭବ କରିବେ , ଆଜି ଛୋଟ ଛୁଆଙ୍କୁ ଉପହାର ମିଳିବ, ଯାହା ଦ୍ୱାରା ପୁରା ଦିନ ଖୁସି ରହିବେ , ଶାରରୀକ ସମସ୍ୟା ଦେଖାଦେବ , ମାତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ରକ୍ତ ସଂବନ୍ଧିତ ଅସୁବିଧା ଆସିପାରେ ।
୪-କର୍କଟ ରାଶି : ଆଜି ଆପଣଙ୍କ ଭବିଷ୍ୟ ଲକ୍ଷ୍ୟ ଉପରେ ଚର୍ଚ୍ଚା ହେବ , ପାରିବାରିକ ଏବଂ ସାମାଜିକ ସଂବନ୍ଧ ମଜବୁତ୍ ହେବ , କ୍ରୋଧ ଓ ଆବେଶ ଅଧିକତା ହେବ , ଆଜି କେଉଁ ବୟସ୍କ ମହିଳାଙ୍କ ସହ ଝଗଡା ହୋଇପାରେ ,ଜୀବନସାଥୀଙ୍କ ସ୍ୱାରା ବାପଘରେ ଅଧିକା ଧ୍ୟାନ ଦେବା ପାଇଁ ମନରେ ଚିନ୍ତା ବଢିବ , ଘର ପରିବାରରେ ଶୁଭ କାର୍ଯ୍ୟ ଆୟୋଜିତ ହେବ , ଆପଣଙ୍କୁ ଉଚିତ୍ ସମୟର ଚିହ୍ନଟ କରିବାକୁ ହେବ , ସଠିକ୍ ସମୟରେ କାର୍ଯ୍ୟରେ ସଫଳତା ମିଳିବ ।
୫-ସିଂହ ରାଶି : ଆଜି ଆପଣଙ୍କୁ ବେପାର ସଂବନ୍ଧିତ କାର୍ଯ୍ୟରେ ବିଶେଷ ରୁପରେ ସଫଳତା ପ୍ରାପ୍ତି ହେବ , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ସମୟ ସମୟରେ ପରିଜନଙ୍କ ସହଯୋଗ ମିଳିବ , ଲଭ୍ ଲାଇଫ୍ ରେ ଭୁଲ୍ ବୁଝାମଣା ହୋଇପାରେ ,ଦିମାଗ ସକ୍ରିୟ ରହିବ ଏବଂ ଶରୀର ଫୁର୍ତ୍ତି ରହିବ , ଧନ ସଂବନ୍ଧିତ କାର୍ଯ୍ୟ ପୁରା ହୋଇଯିବ , ଏବଂ ପରିବାରରେ ଆପଣଙ୍କ ମାନ ସମ୍ମାନ ପ୍ରାପ୍ତି ହେବ , ବିପରିତ ପରିସ୍ଥିତି କୁ କୁଶଳତା ସହ କରିବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।
୬-କନ୍ୟା ରାଶି : ସବୁଠାରୁ ପ୍ରଥମେ ଆର୍ଥିକ ସ୍ଥିତି କଥା କହିଲେ ଆଜି ଭବିଷ୍ୟ ପାଇଁ ସଞ୍ଚୟ କରିବେ , ପ୍ରତିଧ୍ୱନ୍ଧୀଙ୍କ ଗତିବିଧି ଆପଣଙ୍କୁ ଚିନ୍ତା ଦେଇପାରେ , ଆପଣଙ୍କ ଦ୍ୱାରା କରାଯାଈଥିବା କାର୍ଯ୍ୟ ଭାଗ୍ୟର ସାହାଯ୍ୟରେ ପୁରା କରିବେ , ଭାଇଙ୍କ ସହ କେଉଁ କଥାକୁ ନେଇକରି ମତଭେଦ ହୋଇପାରେ, ଆପଣଙ୍କ ମହତ୍ତ୍ୱକାଂକ୍ଷା ଓ ଇଚ୍ଛାଗୁଡିକ ପୁରା ହେବ , କେଉଁ ଲାଭପ୍ରଦ ସଉଦାରେ ଆପଣଙ୍କ ସଂବନ୍ଧିତ ହେବ , କାମ କାର୍ଯ୍ୟ କରୁଥିବା ମହିଳାଙ୍କ ନିଜ କାମ ପାଇଁ କେଉଁ ସଂସ୍ଥା ସହଯୋଗ ମିଳିବ ।
୭-ତୁଳା ରାଶି : ଆଜି ପ୍ରେମ ସଂବନ୍ଧିତ ଯଥାବତ ରହିବ , ଫାଲତୁ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ , ବିର୍ତ୍ତିୟ ସ୍ଥିତିକୁ ନିୟନ୍ତ୍ରଣ ରଖିବାରେ ସଫଳ ହେବେ , ପାରିବାରିକ ଜୀବନ ବଢିଆ ରହିବ , ଆପଣଙ୍କ ପରିବାର ସଦସ୍ୟଙ୍କ ପୁର ସହଯୋଗ ଓ ସ୍ନେହ ମିଳିବ , ଧନ ସଂବନ୍ଧିତ ଚିନ୍ତା ରହିବ , ପ୍ରଥମରୁ ଉପସ୍ଥିତ ରୋଗ ଆପଣଙ୍କୁ ଆରାମ ଦେବ, ବିପଦପୁର୍ଣ୍ଣ କାର୍ଯ୍ୟରେ ପ୍ରବୃତ୍ତି ଲଗାଇବାକୁ ଦେବେ , ଶତ୍ରୁ ଆପଣଙ୍କ କାର୍ଯ୍ୟକୁ ବିଗାଡିବାକୁ ଚେଷ୍ଟା କରିବେ , ଯେଉଁ ଲୋକ ରାଜନୀତି କ୍ଷେତ୍ରରେ ଯୋଡି ହୋଇଛନ୍ତି , ତାଙ୍କୁ ଆଜି ସଫଳତା ମିଳିବ ।
୮-ବିଛା ରାଶି : ଆଜି ଆପଣଙ୍କ ଦିନ ମିଳାମିଶା ରହିବ , ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି କରିବେ , ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ , ଭାବନାଗୁଡିକ ଉପରେ ନିଜ ନିର୍ଣ୍ଣୟ ନିର୍ଦ୍ଧାରିତ କରନୁତ୍ , ମିତ୍ରଙ୍କ ସହଯୋଗ ପାଇବେ , ଥକାପଣ ଓ ଆଳସ୍ୟ ରହିବ , ଜୀବନସାଥୀ ଙ୍କ ସହ ଆନନ୍ଦଦାୟକ ବ୍ୟବହାର କରିବେ , ପରିବାରରେ ସମସ୍ତଙ୍କ ସହଯୋଗ ମିଳିବ , ଆପଣ ଏହି କଥାକୁ ପୁରା ଧ୍ୟାନ ଦେବେ କି ଏହି ଅବଧିର୍ ପରିବାରର କେଉଁ ସଦସ୍ୟଙ୍କର ରୋଗାକ୍ରାନ୍ତ ପଡିପାରନ୍ତି ।
୯-ଧନୁ ରାଶି : ଆଜି ଦିନ ମଉଜ ମସ୍ତିରେ କାଟିବେ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ଆପଣ ବହୁତ ସାହାସୀ ହେବେ , ଯଦି କେଉଁ ବ୍ୟକ୍ତି କିମ୍ବା ଜିନିଷ ଆପଣଙ୍କୁ ନିୟନ୍ତ୍ରିତ କରୁଛି , ତେବେ ଆପଣ ବହୁତ ଚିନ୍ତିତ ହେବେ , ମାତାଙ୍କ ସ୍ୱାସ୍ଥ୍ୟ ଉପରେ ଦାୟିତ୍ୱ ନିଅନ୍ତୁ , ସନ୍ତାନଙ୍କ ଉପଦେଶ ଶୁଣିବାରେ ପ୍ରୟାସ କରନ୍ତୁ , ଏଥିରୁ ଲାଭ ହେବ , ଅଚାନକ କେଉଁ ଭଲ ଖବର ମିଳିବ , ଯାହା ଦ୍ୱାରା ମନ ପ୍ରସନ୍ନ ହେବ , କେଉଁ ଦରକାରିତା ଲୋକଙ୍କୁ କମ୍ବଳ ଦାନ କରନ୍ତୁ , ଜୀବନରେ ଜିନିଷ ଗୁଡିକ ଭଲ କରିବାକୁ ଚେଷ୍ଟା କରିବେ ।
୧୦-ମକର ରାଶି : ପାରିବାରିକ ଜୀବନ ଶ୍ରେଷ୍ଠ ରହିବ , ବିଦ୍ୟାର୍ଥୀ ନିଜ ଅଧ୍ୟୟନ କ୍ଷେତ୍ରରେ ଭଲ କରିପାରିବେ , ପ୍ରତ୍ୟକ୍ଷ ଲୋକଙ୍କ ସହ ଲାଗିବା ପରିବର୍ତ୍ତେ ଆପଣ କୁଟନୀତି ଓ ଚତୁରତା ପ୍ରୟୋଗ କରି ଜିନିଷକୁ ନିୟନ୍ତ୍ରଣ କରିବେ , ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ , ବାଣିରେ ନିୟନ୍ତ୍ରଣ ରଖିପାରିବେ ନାହିଁ , କେଉଁ ପ୍ରକାରର ବିବାଦ ହୋଇପାରେ , ଆର୍ଥିକ ମାମଲାରେ ଆପଣଙ୍କୁ ତିକ୍ଷଣ୍ ଦିମାଗ ପକାଇବାର ସୁଅବସର ପ୍ରାପ୍ତି ହେବ , ଲୋକଙ୍କୁ ଅଧିକ ମିଳାମିଶା କରିବାରୁ ବଞ୍ଚନ୍ତୁ ।
୧୧-କୁମ୍ଭ ରାଶି : ଆଜି ବ୍ୟବସ୍ଥା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ କାର୍ଯ୍ୟସ୍ଥଲରେ ସକରାତ୍ମକ ପରିବର୍ତ୍ତନ ଦେଖାଦେବ , ପରିଜନଙ୍କ ଉପଦେଶରେ ବଞ୍ଚନ୍ତୁ , ପାରିବାରିକ ଜୀବନରେ ସନ୍ତୋଷପ୍ରଦ ରହିବ , ସନ୍ତାନ ପକ୍ଷରୁ ସଂବନ୍ଧିତ କିଛି ସମସ୍ୟା ଆସିପାରେ , ସନ୍ତାନଙ୍କ ବିଚାର କିଛି ମତଭେଦ ହେବାରୁ ବିବାଦ ହେଇପାରେ । ଆପଣ ନିଜ ଭବିଷ୍ୟକୁ ସ୍ୱତଃ କରିବେ , ଆପଣ ଅଲଗା ଲୋକଙ୍କୁ ଅଧିକା ସାହାଯ୍ୟ ପାଇପାରିବେ ନାହିଁ ।
୧୨-ମୀନ ରାଶି : ଆଜି କାମକୁ ଅଲଗା ଲୋକଙ୍କ ଦ୍ୱାରା କରିପାରିବେ , କ୍ୟାରିୟର ଓ ଦିଗରେ ପରିବର୍ତ୍ତନ ଆଣିବାର କିଛି ଖାସ୍ ଲାଭ ମିଲିପାରିବ ନାହିଁ , ମିତ୍ରଙ୍କ ସହ ସଂମ୍ପର୍କରେ ଭଲ ରହିବ , ଆପଣ ବହୁତ ଲୋକଙ୍କ ସହ ମିତ୍ରତାପୁର୍ଣ୍ଣ ସଂବନ୍ଧ ରଖିବେ , ଇଚ୍ଛାଓ ମହତ୍ତ୍ୱକାଂକ୍ଷା ପୁର୍ତ୍ତି ହେବ , ଆପଣ ନିଜ ଉତ୍କୃଷ୍ଠ ପ୍ରୟାସରେ ଉନ୍ନତି କରିବେ , ଶତ୍ରୁଙ୍କ ସଫଳତା ପ୍ରାପ୍ତି ହେବ , ପ୍ରେମପ୍ରସଙ୍ଗରେ ସଫଳତା ମିଳିବ , ଆପଣ ନିଜ କାର୍ଯ୍ୟକୁ ଶାନ୍ତି ରଖିବାକୁ ହେବ ।