November 22, 2024

Odia Express

Here, There and Everywhere

ସାବଧାନ- ଏପ୍ରିଲ ମାସରେ ଏହି ୫ ନାମର ଲୋକଙ୍କ ଉପରେ ଛିଡିବ ଦୁଃଖର ପାହାଡ, ଜାଣନ୍ତୁ ଆପଣଙ୍କ ନାମ ତ ସାମିଲ ନାହିଁ ଏଥିରେ…

1 min read

ଏହା ତ ଆମେ ସମସ୍ତେ ଜାଣିଛେ ଯେ ଏହି ଜୀବନରେ ସୁଖ ଓ ଦୁଃଖ ତ ସବୁବେଳେ ଲାଗିରହିଥାଏ ଓ ଏହା ଜୀବନର ନିୟମ ଅଟେ। ଏହି ପୃଥିବୀ କୌଣସି ବ୍ୟକ୍ତି ସାରା ଜୀବନ ସୁଖୀ ରହିପାରିନଥାଏ ଓ ନା ହିଁ ସାରା ଜୀବନ ଦୁଃଖୀ । ଏଥିପାଇଁ ଆମକୁ ନିଜର ଜୀବନରେ ଆସୁଥିବା ସବୁ ସମୟରେ ଏକ ସମାନ ରହିବା ଉଚିତ ଓ ପରିସ୍ଥିତି ସହିତ ଲଢିବା ନିମନ୍ତେ ସବୁ ସମୟରେ ପ୍ରସ୍ତୁତ ରହିବା ଉଚିତ ।ଯଦିଓ ଆମକୁ ଏକଥା ବିଲକୁଲ ଅନୁମାନ ହୋଇନଥାଏ ଯେ କେଉଁ ସମୟରେ ଆମ ଉପରେ ଦୁଃଖର ପାହାଡ ଛିଡି ପଡିବ , କିନ୍ତୁ ଆମର ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ସମାଧାନ ରହିଛି। ଆମକୁ ଜ୍ଯୋତିଷ ଶାସ୍ତ୍ରର ସାହାଯ୍ୟରେ ନିଜର ଆଗାମୀ ସମୟ ବିଷୟରେ ବହୁତ କିଛି ଜାଣିହୋଇଥାଏ । ଯଦି ଆମେ ନିଜର ଆଗାମୀ ସମୟ ବିଷୟରେ ଜାଣିପାରିବୁ ତେବେ ଆମେ ଅଧିକ ପ୍ରସ୍ତୁତ ରହିବୁ ସମସ୍ତ ବିପଦ ସହିତ ଲଢିବା ନିମନ୍ତେ ଓ ଯଦି ସେଠାରେ ସବୁକିଛି ଅଚାନକ ହୋଇଯାଏ ତ ଆମେ ବ୍ୟସ୍ତ ହୋଇଯାଉ ଓ ସଠିକ ନିର୍ଣ୍ଣୟ ନେଇପାରି ନଥାଉ ।

ଯେପରିକି ଆମେ ସମସ୍ତେ ଜାଣିଛୁ ଯେ କୌଣସି ବି ବ୍ୟକ୍ତିଙ୍କ ଜୀବନରେ ତାଙ୍କର ନାମର ବହୁତ ମହତ୍ଵ ହୋଇଥାଏ ଓ କୌଣସି ବି ବ୍ୟକ୍ତିଙ୍କ ନାମରୁ ଆମେ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିଥାଉ । ଆଜି ଆମେ ଆପଣଙ୍କୁ ଏଠାରେ ଜ୍ୟୋତିଷଙ୍କ ଅନୁଯାୟୀ ନାମର ସେହି ପ୍ରଥମ ଅକ୍ଷର ବିଷୟରେ ଜଣେଇବାକୁ ଯାଉଛୁ ଯେଉଁ ମାନଙ୍କ ପାଇଁ ଏହି ଜୁନମାସ ବହୁତ ଭଲ ରହିବ ନାହିଁ । ଆମେ ଏଠାରେ ଏଭଳି 4ଟି ଅକ୍ଷର ବିଷୟରେ କଥା ହେବୁ ଯେଉଁ ମାନଙ୍କୁ ଏପ୍ରିଲ ମାସରେ ସତର୍କ ରହିବାର ବହୁତ ଅଧିକ ଆବଶ୍ୟକତା ରହିଛି। ଏହି ନାମର ଲୋକଙ୍କ ଜୀବନରେ ଏତେ ଅଧିକ ବିପଦ ଓ ଅସୁବିଧା ଆସିବ ଯେ ଏମାନଙ୍କୁ ସଂପୂର୍ଣ୍ଣ ହଲେଇକି ରଖିଦେବ। ଏମିତିରେ ଏହି ଲୋକଙ୍କୁ ପ୍ରଥମେ ନିଜକୁ ପ୍ରସ୍ତୁତ ରହିବାର ଆବଶ୍ୟକତା ଅଛି । ତେବେ ଆସନ୍ତୁ ଆପଣ ମଧ୍ୟ ଜାଣି ନିଅନ୍ତୁ ସେହି ପ୍ରଥମ ଅକ୍ଷରଙ୍କ ବିଷୟରେ

A ନାମର ଅକ୍ଷର ଥିବା ଲୋକ – ଆପଣଙ୍କୁ ଜଣେଇଦେବୁ ଯେ ଏହି ଲିଷ୍ଟରେ ପ୍ରଥମ ନାମ ଆସୁଛି A ଅକ୍ଷର ଥିବା ଲୋକଙ୍କର। ଜଣେଇଦେବୁ ଯେ ଏହି ଲୋକଙ୍କ ନିମନ୍ତେ ଏପ୍ରିଲ ମାସ ବହୁତ ଖରାପ ରହିବ । A ନାମର ଅକ୍ଷର ଥିବା ଲୋକଙ୍କୁ ତାଙ୍କର ଅନେକ ନିକଟତମ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସହିତ ବହୁତ ଲଢେଇ ହୋଇପାରେ। ଏହି କାରଣରୁ ଏପ୍ରିଲ ମାସରେ ଏହି ଲୋକଙ୍କର କାହା ନା କାହା ସହିତ ସମ୍ପର୍କ ନିଶ୍ଚିତ ଭାଙ୍ଗିବ । ଏଥିପାଇଁ ଏହି ଲୋକଙ୍କୁ ଜୁନ ମାସରେ ବହୁତ ସତର୍କ ପଦକ୍ଷେପ ରଖିବାକୁ ହେବ ।

D ନାମର ଅକ୍ଷର ଥିବା ଲୋକ – ଏହି ତାଲିକାରେ ଦ୍ଵିତୀୟ ନାମ ଆସୁଛି D ନାମର ଅକ୍ଷର ଥିବା ଲୋକଙ୍କର। ଜଣେଇଦେବୁ ଯେ ଏହି ଲୋକଙ୍କୁ ଏପ୍ରିଲ ମାସରେ ଧନର ଅଭାବ ହୋଇପାରେ। D ନାମର ଲୋକଙ୍କୁ ଏହି ମାସରେ ଯେକୌଣସି ପ୍ରକାରେ ଧନର ନିବେଶ କରିବା ଉଚିତ ନୁହେଁ କାରଣ ଆପଣଙ୍କ ନିମନ୍ତେ ଏହି ସମୟ ବିଲକୁଲ ମଧ୍ୟ ଅନୁକୂଳ ନୁହେଁ ଏହାଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ।

J ନାମର ଅକ୍ଷର ଥିବା ଲୋକ – ଏହି ତାଲିକାରେ ତୃତୀୟ ନାମ ଆସୁଛି ସେହି ଲୋକଙ୍କର ଯାହାର ପ୍ରଥମ ଅକ୍ଷର Jରୁ ଆରମ୍ଭ ହେଉଛି । ଜଣେଇଦେବୁ ଯେ ଏହି ଲୋକଙ୍କ ସହିତ ବଡ ଦୁର୍ଘଟଣା ଘଟିପରେ। ଏଥିପାଇଁ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ଏହି ଅକ୍ଷରର ନାମ ଥିବା ଲୋକଙ୍କର ଏପ୍ରିଲ ମାସରେ କୌଣସି ଜରୁରୀ ଚିଜ ମଧ୍ୟ ହଜିଯାଇପାରେ । ଏମିତିରେ ନିଜର ସୁରକ୍ଷା ସହିତ ଘରର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବେ ।

L ନାମର ଅକ୍ଷର ଥିବା ଲୋକ – ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର L ରୁ ଆରମ୍ଭ ହୋଇଥାଏ ସେହି ଲୋକଙ୍କୁ ଏପ୍ରିଲ ମାସରେ ନିଜର ସ୍ୱାସ୍ଥ୍ୟର ଉତ୍ତମ ଧ୍ୟାନ ରଖିବାକୁ ହେବ। ଜୁନ ମାସରେ ଏହି ଲୋକଙ୍କୁ ବହୁତ ଅଧିକ ମାନସିକ ଚାପ ରହିବ । ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି ।

P ନାମର ଅକ୍ଷର ଥିବା ଲୋକ – ଯେଉଁ ବ୍ୟକ୍ତିଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ସହିତ ଏପ୍ରିଲ ମାସରେ ଧୋକା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆପଣ କୌଣସି ନିଜର ଓ ବାହାର ଲୋକଙ୍କ ଉପରେ ଏହି ମାସରେ ବିଶ୍ବାସ ନକରିବା ଉତ୍ତମ ହେବ । ଜୁନ ମାସରେ ଏହି ନାମ ଥିବ ଲୋକଙ୍କର କାହା ସହିତ କୌଣସି ଦେବାନେବା ନକରିବା ଉଚିତ ହେବ ।

Leave a Reply

Your email address will not be published. Required fields are marked *