୧୮ ମାର୍ଚ୍ଚ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିର ଦିନ ଏହି ୩ ଟି ରାଶିର ପାଇଁ ରହିବ ବହୁତ ହିଁ ଭାଗ୍ୟଶାଳୀ , ସବୁ କ୍ଷେତ୍ରରେ ମିଳିବ ସଫଳତା
୧)ମେଷ ରାଶି : ଦିନର ପ୍ରାରମ୍ଭ ଫୁର୍ତ୍ତି ଓ ସତେଜ ଭରା ହେବ , ନିଜକୁ ସେ ଗତିବିଧିଗୁଡିକ ରେ ବ୍ୟସ୍ତ ରଖନ୍ତୁ ଯାହା ଆପଣଙ୍କ ଦିମାଗ ଶାନ୍ତ ରଖିବାରେ ସାହାଯ୍ୟ କରୁଛି , ଟିକିଏ ଅତିରିକ୍ତ ପଇସା ବନାଇବାପାଇଁ ନିଜ ଅଭିନବ ବିଚାରକୁ ଉପଯୋଗ କରନ୍ତୁ । କାରୋବାର ସଂବନ୍ଧିତ ନୁଆ ଅବସର ପ୍ରାପ୍ତି ହୋଇପାରେ , ଯାହାର କାରଣରୁ ଆକସ୍ମିକ ଧନ ଲାଭ ହେବାର ଯୋଗ ହେଉଛି , ନିଜ ମଧ୍ୟରେ ଲୁକ୍କାଇତ କ୍ଷମତାକୁ ବାହାର ଆଣିବାରେ ଏହା ଉତ୍ତମ ସମୟ ଅଛି , ବିବାଦରୁ ବଞ୍ଚନ୍ତୁ , ପରେ ସମସ୍ୟା ହୋଇପାରେ ।
୨)ବୃଷ ରାଶି : ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଭଲ ରହିବ , ଆପଣଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ସାବଧାନ ରହିବାକୁ ହେବ , ସେଥିରୁ କିଛି ପ୍ରକାରର କମି ଆପଣଙ୍କ ପାଇଁ ହାନିକାରକ ହୋଇପାରେ , ଆପଣ କେଉଁ ମିତ୍ରଙ୍କ ସାହାଯ୍ୟ କରିପାରନ୍ତି , ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁର ହେବ , ନିଜ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ , କାଶ ଓ ଥଣ୍ତା ରୁ ଚିନ୍ତିତ ହୋଇପାରନ୍ତି , ବାହାନ ଚଲାଉଥିବା ସମୟରେ ସାବଧାନତା ରଖନ୍ତୁ , ଓ କେଉଁ ଭୁଲ୍ ର ପରିଣାମ ଭୋଗିବାକୁ ପଡିପାରେ ,
୩)ମିଥୁନ ରାଶି : ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସଂମ୍ଭାବନା ଅଛି , ଏହି ଦିନ କାମକାର୍ଯ୍ୟରେ ଭଲ ସଫଳତା ଦେବ , ଆପଣଙ୍କ ପରିଶ୍ରମ ଏବଂ ଭାଗ୍ୟ ସବୁ ପ୍ରକାରର ଉତ୍ତମ ହାସିଲ୍ କରିବ , ବ୍ୟବସାୟିକ ବୁଝାମଣାରେ ସହଯୋଗ କରିବେ , ଆପଣ ସାଥିରେ ମିଶିକରି କାମକୁ ପୁରା କରିବେ , ଅଚାନକ ଆପଣଙ୍କୁ ସନ୍ତାନଙ୍କ ସଂବନ୍ଧିତ କିଛି ଭଲ ଖବର ମିଳିପାରେ ,
ଖେଳକୁଦରେ ଗତିବିଧିଗୁଡିକରେ ଭାଗ ନେଇକରି ଆପଣ ନିଜକୁ ଏନର୍ଜେଟିକ୍ ଅନୁଭବ କରିବେ ।
୪)କର୍କଟ ରାଶି : ଆଜି ସ୍ୱୟଂ ଘରର ସଦସ୍ୟଙ୍କ ଆବଶ୍ୟକତା ପୁରା କରିବାର ପ୍ରାଥମିକତା ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ଇଶାରା ମିଳୁଛି , ବିନା କାରଣରେ କାହା ସହ ମତାନ୍ତର୍ ହେବ , ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଦେଖିଲେ ସ୍ୱାସ୍ଥ୍ୟ ଉତ୍ତମ ରହିବ ଆପଣଙ୍କୁ ଉପଦେଶ ଦିଆଯାଉଛି , କି ଆପଣ ନିଜେ ଭଲ ଭାବେ ଦେଖାଶୁଣା କରନ୍ତୁ , ଖରାପ ଆର୍ଥିକ ହାଲାତ୍ କୁ ନେଇ କିଛି କଥାବାର୍ତ୍ତା ମଧ୍ୟରେ ଅସୁବିଧା ଆସିପାରେ , ନିଜ ଖାଲି ସମୟ ନିଜ ସେବା କାର୍ଯ୍ୟରେ ବିତାନ୍ତୁ ।
୫)ସିଂହ ରାଶି : ଆଜି ଆପଣ ବିପଦପୁର୍ଣ୍ଣ କାର୍ଯ୍ୟ କରିବାରେ ବଞ୍ଚନ୍ତୁ , କାରଣ ଏହା ଅନ୍ୟଙ୍କୁ ବିପଦର କାରଣ ହୋଇପାରେ , କେଉଁ ମନ୍ଦିରରେ ଘିଅର ଦୀପ ଲଗାନ୍ତୁ , ଏହା ଆପଣଙ୍କ ପାଇଁ ଭଲ ରହିବ , ଓ ଏଥିରୁ ଚିନ୍ତା ଦୁର ହୋଇଯିବ , ଘରର ଅତିଥି ଆସିବାର ଦ୍ୱାରା ଘରର୍ ପରିବେଶ ଖୁସିମୟ ରହିବ , ଆପଣଙ୍କ ମନରେ ସ୍ୱୟଂ ଗୁରୁଜନଙ୍କ ବଡ ବୟସ୍କ ଆପଣଙ୍କ ମନରେ ଆଦର ସତ୍କାର ଭାବନା ବୃଦ୍ଧିହେବ , ବିବାଦସ୍ପଦ ମାମଲାରେ ରାଜକୀୟ ମାମଲା ପକ୍ଷରେ ସମାଧାନ ହେବ ।
୬)କନ୍ୟା ରାଶି : ଆଜି ଆପଣଙ୍କ ଜୀବନରେ ଅପାର ସଫଳତା ହାସିଲ୍ କରି ନିଜ ସଚ୍ଚା ପ୍ରେମ ହାସିଲ୍ କରିବେ , ଭବିଷ୍ୟର ଯୋଜନା ବନାଇବାର ଏହା ଏକ ଭଲ ବିଚାର ଅଛି ପରିବାରର ସ୍ଥିତି ଭଲ ରହିବ , ସନ୍ତୁଳନ କିଛି ବଡ କାର୍ଯ୍ୟ ବନାଇବେ , ଜୀବନସାଥୀ ଙ୍କ କେଉଁ ବିଷୟରେ ଯୁକ୍ତି ହୋଇପାରେ , କିଛି ନୁଆ ଓ ସୁଜନାତ୍ମକ କରିବାର୍ ଭଲ ଦିନ ଅଛି , ଆପଣ ପୁରା ଦିନ ବ୍ୟସ୍ତ ରହିବେ , ତାପରେ ଆଗାମୀ ଦିନ ସବୁଦିନର ଆନନ୍ଦ ନେବେ ।
୭)ତୁଳା ରାଶି : ଆଜି ଘର୍ ପରିବାର ସବୁ ଲୋକ ବହୁତ ଖୁସି ହେବେ , ଆଜି ପରିଜନଙ୍କ ସହ ଉତ୍ତମ ଭୋଜନର ପ୍ରାପ୍ତି କରିବେ , କଠୋର ପରିଶ୍ରମ ଆପଣଙ୍କୁ ଯିବାକୁ ପଡିପାରେ , ଭବିଷ୍ୟରେ ଯୋଜନା ବନାଇପାରିବେ । ନୁଆ କାର୍ଯ୍ୟ ଆରମ୍ଭ କରିବାର ବିଚାର କରିବେ , ପ୍ରପଟି ସହ ଯୋଡା ହୋଇଥିବା ଫାଇଦା ହେବାର ସଂମ୍ଭାବନା ଅଛି , ଅଫିସ୍ କିମ୍ବା ବିଜନେସ୍ ରେ କିଛି ନୁଆ ଯୋଜନା ହୋଇପାରେ , ଯଦି ଆପଣ ନିଜ ପରିଚିତ୍ ଙ୍କ ଉପରେ ଫଇସଲା ଦେବେ , ତେବେ ନିଜେ ହିତକୁ କ୍ଷତି କରିବେ ।
୮)ବିଛା ରାଶି : ଛାତ୍ରଙ୍କର ବଡ ସଫଳତା ମିଳିବାର ସଂମ୍ଭାବନା ନଜର ଆସୁଛି , ଉନ୍ନତିର ରାହରେ ଚାଲିବେ , ସାମାଜିକ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ହେବ , ବାହାନ ଚଲାଉଥିବା ସମୟରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ , ଲୋକଙ୍କର ଭାବନାକୁ ବୁଝିବେ , ଆପଣଙ୍କ ବ୍ୟବାହିକ ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିବ , ଆପଣଙ୍କ ବ୍ୟବସାୟ ଓ ମୋଲଭାବ କରିବାର କ୍ଷମତା ଫାଇଦାଦାୟକ ହେବ , ଶୁଭ କାର୍ଯ୍ୟରେ ପ୍ରତି ବିଚାର କରିବେ ।
୯)ଧନୁ ରାଶି : ଆଜି କେଉଁ ଜିନିଷର ଆକର୍ଷଣରେ ପଡିକରି ନିଜ ପଇସା ହରାଇପାରନ୍ତି , ନୁଆ ଲୋକଙ୍କ ସହ ଚିହ୍ନା ପରିଚିତ ହେବ , ଅଥକ ପ୍ରୟାସ ପରେ ଆପଣଙ୍କୁ ମାନସିକ ଓ ଭାବନାତ୍ମକ ରୁପରେ ଚିନ୍ତିତ ହେବାକୁ ପଡିବ , ସ୍ୱାମୀ ସ୍ତ୍ରୀଙ୍କ ସହ କେଉଁ ଯାତ୍ରାରେ ଯାଈପାରନ୍ତି , ଆପଣଙ୍କ ବୈବାହିକ ଜୀବନ ଖୁସିମୟ ହେବ , ଯଦି ଆପଣ ନିଜ ବୁଝିବିଚାରିକରି ବ୍ୟବହାର କରିବେ , ତେବେ ଆପଣଙ୍କ ଜୀବନରେ ପ୍ରିୟଜନଙ୍କ ସହ ସମର୍ଥନ ମିଳିବ ।
୧୦)ମକର ରାଶି : ଗଣେଷଙ୍କ କୃପାରୁ ୟଶ ଓ କିର୍ତ୍ତି ବୃଦ୍ଧି ହେବ , ବୁଝାମଣା ସହ ଲାଭର କଥା ହେବ , କିଛି ବଡ କାର୍ଯ୍ୟ ନିପଟାଇବାକୁ ସଫଳ ହୋଇପାରିବେ , ପାରିବାରିକସୁଖର ସମର୍ଥନ ଆପଣଙ୍କୁ ପ୍ରାପ୍ତି ହେବ , ବିନା ବୁଝିବୁଚାରି କାର୍ଯ୍ୟ କରନ୍ତୁ ନାହିଁ , ଘରରସାଜସଜ୍ଜା ବି ପରିବର୍ତ୍ତନ କରିବେ , ଏଥିରେ ମାନସିକ ସ୍ୱସ୍ଥ୍ୟତା ବୃଦ୍ଧିହେବ , ବିବାହ ଭଲ ପ୍ରସଂଙ୍ଗ ହେବ , ଏହି ପରି ମନ ଲଗାଇ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ,
୧୧) କୁମ୍ଭ ରାଶି : ଆଜି ଆପଣ ସୁନ୍ଦର୍ ବସ୍ତ୍ର ଓ ଭେଷଭୁଷା ପିନ୍ଧିବେ , ପାରିବାରିକ ପ୍ରତିଷ୍ଠା ସ୍ତର ତେଜିରେ ବଢିବାର ଦେଖିବାକୁ ମିଳିବ , ମିତ୍ରଙ୍କର ସହ ଅଧିକା ସମର୍ଥନ୍ ପ୍ରାପ୍ତି ହେବ , ସୁଖ ସୁବିଧା ସ୍ତର ବଢିବାକୁ ମିଳିପାରେ , ଇନକମ୍ ବଢିବାର ଆପଣଙ୍କ ଅଧିକା ପରିଶ୍ରମ କରିବାକୁ ପଡିବ , କିଛି ପରିମାଣରେ ଖୁସି ହୋଇପାରିବେ , ନିଜ ଜୀବନସାଥୀ ସହ ସମର୍ଥନ ଓ ପ୍ରେମ ପାଇଁ ଖୁସି ହେବେ , ଲମ୍ବା ସମୟ ପରେ ତାଙ୍କର ମୁଡ୍ ବହୁତ ଭଲ ରହିବ ।
୧୨)ମୀନ ରାଶି : ମୌସୁମ୍ ପରିବର୍ତ୍ତନ ହେବା କାରଣରୁ ଆଲର୍ଜି ପ୍ରତିକ୍ରିୟା ସହ ଆକ୍ରମଣ କରିପାରିବେ , ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , କେଉଁ କଥାରେ ପଡି ଜୀବନସାଥୀଙ୍କ ସହ ଝଗଡା ହୋଇପାରେ , କିନ୍ତୁ ପ୍ରେମ ଓ ସଦଭାବ୍ ମାମଲା ବୁଖାମଣା ହେବ , ଯଦି ଆପଣ ବ୍ୟବସାୟ କରୁଛନ୍ତି , ତେବେ ଆପଣଙ୍କୁ କିଛି ବଡ ଲାଭ ମିଳିବାର ଯୋଗ ହେଉଛି , ଆପଣଙ୍କ ଜୀବନରେ ଅନେକ ପ୍ରକାରର ବଡ ବଡ ପରିବର୍ତ୍ତନ ହେବ ।