June 24, 2025

Odia Express

Here, There and Everywhere

ଇଣ୍ଟରଭିୟୁରେ ପ୍ରାର୍ଥୀଙ୍କୁ ଏପରି ଚତୁର ପ୍ରଶ୍ନ – କେଉଁ ମହିଳାଙ୍କୁ ସବୁ ସମୟରେ ଜାଣିଥାଏ କି ତାର ସ୍ୱାମୀ କେଉଁଠି ଅଛି ? ୯୯ ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ହେଇଯିବେ …

1 min read

ଏମିତି ତ ଦୁନିଆଁର ସବୁ ବ୍ୟକ୍ତି ନିଜକୁ ଅନ୍ୟ ମାନଙ୍କ ଅପେକ୍ଷା ଉନ୍ନତ ଓ ବୁଦ୍ଧିମାନ ବୋଲି ମନେ କରେ , କିନ୍ତୁ ବାସ୍ତବରେ ଏକ ବ୍ୟକ୍ତି କେତେ ବୁଦ୍ଧିମାନ ଅଛି , ଓ ତାର ଦିମାଗର ଭାବନା ଉପରେ ନିର୍ଭର କରିଥାଏ , ହଁ ଆଜ୍ଞା ବହୁତଥର ବୁଦ୍ଧିମାନ ବ୍ୟକ୍ତିର ସାମ୍ନାରେ କିଛି ଏପରି ପ୍ରଶ୍ନ ଆସିଯାଏ , ଯାହାର ଜବାବ୍ ଏକ ଛୁଆ ଦେଇପାରିବ,  କିନ୍ତୁ ତା ସତ୍ତ୍ୱେ ବି ସେ ସେହି ପ୍ରଶ୍ନଗୁଡିକ ଉତ୍ତର ଦେବାରେ ଅସମର୍ଥ ହୋଇଯାଏ , ତେବେ ବହୁତଥର ଏମିତି ଦେଖାଯାଇଛି କି ଯେଉଁ ପ୍ରଶ୍ନଗୁଡିକ ମୁସକିଲ୍ ହୋଇଥାଏ ତାହାର ଜବାବ୍ ଏକ କମ୍ ଜୋର୍ କିମ୍ବା ଦୁର୍ବଳ ଦିମାଗର ବ୍ୟକ୍ତି ବହୁତ ସହଜରେ ଦେଇଥାଏ , ଦିମାଗର ଏହି ଖେଳକୁ ବୁଝିପାରିବା ବହୁତ ମୁସକିଲ୍ ଅଟେ ,  ଏଥିପାଇଁ ଆଜି ଆମେ ଆପଣଙ୍କ ଦିମାଗକୁ ପରଖିବାକୁ ଯାଉଛୁ ,

ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଶ୍ନ ବିଷୟରେ ପଚାରିବାକୁ ଯାଉଛୁ ଯାହାର ଉତ୍ତର ବହୁତ ସହଜ ଅଟେ , କିନ୍ତୁ ଆମେ ଆଶା କରୁଛୁ କି ଏହାର ଉତ୍ତର୍ ଆପଣ ସହଜରେ ଦେଇପାରିବେ ନାହିଁ , ଏହା କୌଣସି କ୍ୱିଜ୍ କିମ୍ବା ଇଣ୍ଟରଭ୍ୟୁ ନୁହେଁ ବରଂ ଏହା ମାମୁଲି ଖେଳ ଅଟେ , କିନ୍ତୁ ଟିକିଏ ଭାବନ୍ତୁ ଯଦି ଆପଣଙ୍କୁ କେଉଁ ଇଣ୍ଟରଭ୍ୟୁରେ ସାମ୍ନା ବାଲା ଲୋକଙ୍କୁ ଏହି ପ୍ରଶ୍ନ ପଚାରାଯାଏ ତେବେ ଉତ୍ତର ନ ଆସୁଥିଲେ ତେବେ କଣ ଅବସ୍ଥାହେବ , ଏହାର ଅନ୍ଦାଜା ଆପଣ ଲଗାଇପାରିବେ । ଏଥିପାଇଁ ହୋଇପାରିବ ଯଦି ଆମର ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଟିକେ ଗମ୍ଭୀରତାର ସହ ପଢନ୍ତୁ ,

ଏହାର ଉତ୍ତର ବିଷୟରେ ଟିକିଏ ମନ ଦେଇ ଭାବନ୍ତୁ , ବହୁତଥର ପ୍ରଶ୍ନର ଉତ୍ତର ବ୍ୟକ୍ତିର ସାମ୍ନାରେ ହୋଇଥାଏ , କିନ୍ତୁ ତା ସତ୍ତ୍ୱେ ବ୍ୟକ୍ତି ଜବାବ୍ ଦେଇପାରେ ନାହିଁ  ଆଜି ଯେଉଁ ପ୍ରଶ୍ନ ଆମେ ନେଇକରି ଆସିଛୁ , ତାହା ଏମିତି ଏକ ପ୍ରଶ୍ନ ଅଟେ ଯାହାର ଜବାବ୍ ପ୍ରଶ୍ନରେ ଲୁଚି ରହିଛି , ଏବେ ଆପଣଙ୍କୁ ଖୋଜିବାର ଅଛି କି ପ୍ରଶ୍ନର ଉତ୍ତର କଣ ଅଟେ,  ତେବେ ଆସନ୍ତୁ ଏହି ସହଜ ପ୍ରଶ୍ନ ପଚାରିଦେଉଛୁ ।

ପ୍ରଶ୍ନ : ଆମର ପ୍ରଶ୍ନ ଏହା କି ଏମିତି କେଉଁ ମହିଳା ଅଟନ୍ତି , ଯାହାଙ୍କ ସବୁ ସମୟରେ ଜଣାଥାଏ କି ତାର ସ୍ୱାମୀ କେଉଁଠି ଅଛନ୍ତି ? ମାନେ ତାଙ୍କୁ ମାଲୁମ୍ ହୋଇଥାଏ କି ତାଙ୍କ ସ୍ୱାମୀ କେଉଁ ସମୟରେ କେଉଁଠିଥିବେ ।

ଉତ୍ତର :- ପ୍ରକୃତରେ ଏଇ ପ୍ରଶ୍ନ ଟିକିଏ ମୁସକିଲ୍ ଲାଗୁଛି,  କିନୁତ୍ ଯଦି ଆପଣ ନିଜେ ନିଜକୁ ବୁଦ୍ଧିମାନ ଭାବୁଛନ୍ତି ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ , ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଖୋଜିପାରୁନାହାନ୍ତି , ତେବେ ଆମେ ଆପଣଙ୍କୁ ଏହା ସହଜ କରିଦେଉଛୁ , ଆପଣଙ୍କୁ ସୁଚେଇ ଦେବୁ କି ଏହି ପ୍ରଶ୍ନର ଉତ୍ତର ବିଧବା ଅଟେ । ହଁ ଆଜ୍ଞା , ଏକ ବିଧବା ମହିଳା ସବୁ ସମୟରେ ମାଲୁମ୍ ହୋଇଥାଏ କି ତାର ସ୍ୱାମୀ ଭଗବାନଙ୍କ ପାଖରେ ହୋଇଥାଏ , ଓ ସେ କେବେ ଫେରି ଆସିପାରିବ ନାହିଁ , ଆମେ ଆଶା କରୁଛୁ କି କେଉଁ ମହିଳା ନିଜ ଜୀବନରେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଦରକାର ପଡିବ ନାହିଁ , କାରଣ ବୋଧେ କେଉଁ ମହିଳା ଏମିତି ଥିବ ଯିଏ ଏହି ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛାପ୍ରକାଶ କରିବ , ଏହି ପ୍ରଶ୍ନ କେବଳ ବୁଦ୍ଧିମତା ଟେଷ୍ଟ୍ କରିବାପାଇଁ ପଚାରାଯାଇଥାଏ ।

Leave a Reply

Your email address will not be published. Required fields are marked *