IAS ଇଣ୍ଟରଭିୟୁରେ ପ୍ରାର୍ଥୀଙ୍କୁ ପଚରାଗଲା ଏଭଳି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢି ଚାଲେ କିନ୍ତୁ କେବେ କମିଯାଏ ନାହିଁ? ଉତର ଶୁଣିଲେ ଚମକି ପଡିବେ ଆପଣ…
1 min read
ଆଇଏଏସ ର ପରୀକ୍ଷାକୁ ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ଗୋଟିଏ ବିବେଚିତ କରାଯାଏ । ପ୍ରାର୍ଥୀ ଦିନ ରାତି ପାଢୀ ମଧ୍ୟ ଏହି ପରୀକ୍ଷାକୁ ପାସ କରିପାରନ୍ତି ନାହିଁ। ଆଇଏଏସର ଲିଖିତ ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭିୟୁ ଦେବାପାଇଁ ଆମନ୍ତ୍ରିତ କରାଯାଏ । ଆଇଏଏସର ଇଣ୍ଟରଭିୟୁରେ କିଛି ବିଶେଷଜ୍ଞ ପ୍ରାର୍ଥୀଙ୍କୁ ଏଭଳି ପ୍ରଶ୍ନ କରନ୍ତି ଯାହା ଶୁଣିଲେ କାହାର ବି ମଥା ଘୂରିଯିବ । ଆଜି ମଧ୍ୟ ଆମେ ଆଇଏଏସର ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ କଥା ହେବୁ ତ ଆସନ୍ତୁ ଆଗକୁ ଯିବା ।ଆଇଏଏସ୍ ପରୀକ୍ଷା ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ଅଟେ, ଦେଶର ଯୁବାଙ୍କ ଗୋଟେ ହିଁ ସ୍ୱପ୍ନ ହୋଇଥାଏ କି ସେ ଏକ ଆଇଏଏସ୍ ଅଫିସର୍ ହୁଅନ୍ତୁ , ଆଇଏଏସ୍ ଲିଖିତ ପରୀକ୍ଷା ପାସ୍ କରିବାପାଇଁ ଷ୍ଟୁଡେଣ୍ଟଙ୍କୁ ଇଣ୍ଟରଭ୍ୟୁ ପାସ୍ କରିବା ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ଏକ୍ସପର୍ଟଙ୍କ ତରଫରୁ ଏମିତି ପ୍ରଶ୍ନ କରାଯାଏ ଯାହା ଶୁଣିଲେ ୯୯ ପ୍ରତିଶତ ଷ୍ଟୁଡେଣ୍ଟ ଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ସବୁ ବର୍ଷ ୯୯ ପ୍ରତିଶତ ପ୍ରତିଯୋଗୀ ଫେଲ୍ ମାରନ୍ତି , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡୀକ ବିଷୟରେ କହିବୁ ଆସନ୍ତୁ ଜାଣିବା ।
1 – ପ୍ରଶ୍ନ: ଏପରି କେଉଁ ଚିଜ ଅଛି ଯାହା ବଢିଚାଲେ କିନ୍ତୁ କେବେ କମ ହୁଏ ନାହିଁ।
ଉତ୍ତର: ଏହି ପ୍ରକାର ପ୍ରଶ୍ନରେ ଅନେକ ପ୍ରାର୍ଥୀ ଚିନ୍ତାମଗ୍ନ ହୋଇଯାନ୍ତି । ଏହି ପ୍ରଶ୍ନର ସଠିକ ଉତ୍ତର ବୟସ ଅଟେ , କାରଣ ବୟସ ସବୁବେଳେ ବଢିଚାଲେ କେବେ କମ ହୋଇନଥାଏ ।
2 – ପ୍ରଶ୍ନ: କଣ ଝିଅଙ୍କୁ ପ୍ରୋପୋଜ କରିବା ଅପରାଧ ଅଟେ?
ଉତ୍ତର- Ipcର କୌଣସି ସେକସନରେ ପ୍ରପୋଜ କରିବାର ଅପରାଧର ଶ୍ରେଣୀରେ ଲେଖା ଯାଇନାହିଁ, ଏଥିପାଇଁ ଏହା ବିଧିକ ଭାଷାରେ ଅପରାଧ ମାନ୍ୟତା ନୁହେଁ ।
3 – ପ୍ରଶ୍ନ: ଇଂରାଜୀରେ one ରୁ ଆରମ୍ଭ କରି hundred ପର୍ଯ୍ୟନ୍ତ କେତେଥର a ଆସିଥାଏ?
ଉତ୍ତର: ଏହି ପ୍ରକାର ପ୍ରଶ୍ନ ଅନେକ ପ୍ରାର୍ଥୀଙ୍କୁ ଭାବିବା ନିମନ୍ତେ ବାଧ୍ୟ କରିଦେଇଥାଏ । ଏହାର ସଠିକ ଉତ୍ତର ହେଲା one ରୁ ଆରମ୍ଭ କରି hundred ପର୍ଯ୍ୟନ୍ତ a ଥରେ ମଧ୍ୟ ଆସେ ନାହିଁ। ଆପଣ ଚେଷ୍ଟା କରି ଦେଖିପାରନ୍ତି ।
4 – ପ୍ରଶ୍ନ: ଜଣେ ବ୍ୟକ୍ତିଙ୍କର କେତୋଟି ଜନ୍ମଦିନ ଥାଏ ?
ଉତ୍ତର: ଜଣେ ବ୍ୟକ୍ତିଙ୍କର କେବଳ ମାତ୍ର ଗୋଟିଏ ଜନ୍ମଦିନ ଥାଏ ।
5 – ଗୋଟେ ବିଲେଇର ତିନୋଟି ଛୁଆ ଥିଲେ ଜାନୁୟାରୀ, ମାର୍ଚ୍ଚ ଓ ମେ ତେବେ ମା ର ନାଁ କଣ ଥିଲା ।
ଉତ୍ତର : ମା ର ନାଁ କଣ ଥିଲା
ଯଦି ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ପସନ୍ଦ ଆସୁଛି ତେବେ ଏହାକୁ ଲାଇକ କରନ୍ତୁ ଓ ଯଦି ଆପଣଙ୍କୁ ପ୍ରତିଦିନ ଆଇଏଏସ ର ପ୍ରଶ୍ନ ବିଷୟରେ ସର୍ବପ୍ରଥମେ ଜାଣିବାର ଇଚ୍ଛା ଅଛି ତେବେ ଆମକୁ ଫଲୋ କରନ୍ତୁ ଓ କମେଣ୍ଟ କରନ୍ତୁ ।