୯ ମାର୍ଚ୍ଚ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ୪୯୯ ବର୍ଷ ପରେ ହୋଲିରେ ହେଉଛି ଏମିତି ଶୁଭ ସଂଯୋଗ , ଏହି ୪ ଟି ରାଶି ହେବେ ମାଲାମାଲ୍

୧)ମେଷ ରାଶି : ଜୀବନସାଥୀ ସହ ପ୍ରେମ ରହିବ , ଆଜି ଆପଣ କେଉଁ କାମକୁ ନେଇ ଅଧିକା ଉତ୍ସୁକତା ହୁଅନ୍ତୁ ନାହିଁ , ନହେଲେ କ୍ଷତି ହୋଇପାରେ ବେପାର ନିବେଶ ଭଲ ହେବ , ଏହି ରାଶିର ଓକିଲଙ୍କ ପାଇଁ ଆଜିର ଦିନ ଠିକ୍ ଠାକ୍ ରହିବ , ଆପଣଙ୍କ ପାରିବାରିକ ଜୀବନ ଠିକ୍ ରହିବ , ଓ ପର୍ଯ୍ୟାପ୍ତ ଲାଭ କମାଇବେ , ମେଷ ରାଶିର ଲୋକେ ହୋଲିକା ଅଗ୍ନିରେ ଧାନ ସେକିକରି ତାହାକୁ ଖାଆନ୍ତୁ , ଏଥିରେ ସବୁ ରୋଗ ଦୁର ହୋଇଯିବ ଯାତ୍ରା କରିପାରନ୍ତି ।
୨)ବୃଷ ରାଶି : ପଇସା କମାଇବା ଓ ସେଭିଙ୍ଗ୍ ବଢାଇବା ପାଇଁ ଅଧିକା ପରିଶ୍ରମ କରିବାକୁ ଲାଗିବେ , ଓ ସଫଳ ହେବେ , ଆଜି କେଉଁ ବଡ ନିର୍ଣ୍ଣୟ ନେବାରେ ବ୍ୟସ୍ତତା କରନ୍ତୁ ନାହିଁ , ସୋସାଇଟିର ଲୋକ ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ଖୁସି ହେବେ , ଯଦି ଆପଣ ଏକ ବ୍ୟବସାୟିକ ଯାତ୍ରାରେ ବାହାରୁଛନ୍ତି ତେବେ ଆପଣଙ୍କୁ ପର୍ଯ୍ୟାପ୍ତ ଲାଭ ହେବ , ହୋଲିକା ଦହନ ସମୟରେ ଏକ ସୁଖିଲା ନଡିଆ ଓ ସେଥିରେ ଚିନି ଭରିକରି ହୋଲିର ଅଗ୍ନୀରେ ରଖିଦିଅନ୍ତୁ , ଏଥିରେ ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ ।
୩) ମିଥୁନ ରାଶି : ସ୍ୱାସ୍ଥ୍ୟକୁ ଦେଖିକରି ଜଙ୍କ୍ ଫୁଡ୍ ଖାଇବା କମାଇବାକୁ ହେବ , ହେଇପାରିବ ଯଦି ଯୋଗ କରନ୍ତୁ , ନିଜ ଧାରଣାକୁ ନେଇକରି ଟିକିଏ ଜିଦ୍ଧି ରହିବେ , ଓ ଆପଣଙ୍କ ରୁଜ୍ଞାନ ବଢିବ , ବହୁତ ଦିନର ପଇସା ରହିଥିବା ମାମଲା ସମାଧାନ ହେବ , ଆପଣଙ୍କୁ ଖୁସି ମିଳିବ , କାରୋବାରରେ ଉନ୍ନତି ରହିବ , ହୋଲିକା ଦହନ ସମୟରେ ଆପଣ ଓଁ ହୋଲିକାୟେ ନମଃ ଓଁ ପ୍ରହଲାଦାୟ ନମଃ ମନ୍ତ୍ରର ଜପ କରନ୍ତୁ ।
୪) କର୍କଟ ରାଶି : କ୍ୟାରିୟରରେ ବଡ ଉତଥାନ ପତନ ଦେଖିବାକୁ ମିଳିବ , ଆଜିର ଦିନ ଆପଣଙ୍କ ପାଇଁ ସକରାତ୍ମକ ରହିବ , କିଛି ଚିନ୍ତା କରୁଥିବା ପରିସ୍ଥିତି ବି ନିପଟାଇବାକୁ ପଡିପାରେ , ପ୍ରେମୀଙ୍କ ସହ ବାହାରକୁ ବୁଲିବାକୁ ଯିବାର ଯୋଜନା ଭଲ ପ୍ରକାରରେ ଭାବିବା ହିତକର ହେବ ,ଆପଣଙ୍କ ଧାର୍ମିକ ପ୍ରାର୍ଥନାରେ ନିଜକୁ ଲିନ କରିବେ , କର୍କଟ ରାଶିର ଲୋକେ କଞ୍ଚା ସୁତ ଧରି ହୋଲିକାର ଚାରିପଟେ ଓ ତିନିଥର ପରିକ୍ରମା କରନ୍ତୁ , ସବୁ ପ୍ରକାରର ଲାଭ ପ୍ରାପ୍ତ ହେବେ ।
୫) ସିଂହ ରାଶି : ବନ୍ଧୁମାନଙ୍କ ସହଯୋଗରେ ସମସ୍ୟା ସମାଧାନ ହେବ , ନିଜ ସବୁ ସକରାତ୍ମକ ଭାବନାକୁ କଣ୍ଟ୍ରୋଲ୍ ରେ ରଖନ୍ତୁ , ଆଜି ଆପଣଙ୍କ ନିଜ ଅଧିକାରୀଙ୍କର ସହ ଲମ୍ବା କଥାବାର୍ତ୍ତା ହେବ , ଲେଖନକାର୍ଯ୍ୟ ପାଇଁ ଦିନ ଭଲ ଅଛି , ବୁଦ୍ଧିରୁ ଆପଣ କେଉଁ ଅଡୁଆକୁ ସମାଧାନ କରିପାରିବେ , ଫ୍ୟାସନ ଡିଜାଇନିଙ୍ଗ୍ ରେ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କମ୍ପାନୀରେ ଚାକିରି ଅଫର୍ ଆସିପାରେ , ହୋଲିର ଭସ୍ମର ଟିକା ଲଗାଇଲେ ନଜରଦୋଷ ତଥା ପ୍ରେତ ବାଧା ଆଦିରୁ ମୁକ୍ତି ମିଳିବ ।
୬) କନ୍ୟା ରାଶି : ଚାକିରି କ୍ଷେତ୍ରରେ ପଦୋନ୍ନତି ରହିବ , ଆଜି ଟିକିଏ ଆପଣଙ୍କୁ ସକ୍ରିୟ ହେବାକୁ ପଡିପାରେ , ସ୍ୱୟଂ ପ୍ରେରଣାରେ ଆଗକୁ ବଢିବାକୁ ହେବ , ଆପଣ ଯେତେ ବି ଅଟକିରହିଥିବା କାମ ଅଛି ତାହା ପୁରା ହେବାର ଅଛି , ପରିବାରର ମାଙ୍ଗଳିକା କାର୍ଯ୍ୟ ହୋଇପାରେ , ବହୁତ ଗତିବିଧିଗୁଡିକ ସାମିଲ୍ ହେବେ , ଯାହା ଲାଭ ପହଞ୍ଚାଇବ , କନ୍ୟା ରାଶିର ଲୋକେ ଆଜି ସିନ୍ଦୁର ଓ ଏକ ତମ୍ବା ପାତ୍ରରେ ପଇସା ପକାଇ ତାହାକୁ ହୋଲିର ଅଗ୍ନିରେ ଜଳାନ୍ତୁ , ଏହା ଦ୍ୱାରା ସବୁ କାର୍ଯ୍ୟର ବାଧା ଦୁର ହୋଇଯିବ ।
୭) ତୁଳା ରାଶି : ପରିବାରର କେଉଁ ସଦସ୍ୟଙ୍କ ଠାରୁ ଶୁଭ ସମାଚାର ପାଇବେ , ଆପଣ ନିଜ ପ୍ରେମୀଙ୍କ ସହ ଭବିଷ୍ୟର ଯୋଜନା ଉପରେ ଗମ୍ଭୀର କଥାବାର୍ତ୍ତା କରିପାରନ୍ତି , ଆମଦାନୀରେ ବୃଦ୍ଧି ହେବ , ଆପଣ ନିଜ ଜୀବନରେ ପରିବର୍ତ୍ତନ ଆଣିବାର ଅବସର୍ ପାଈବେ , ସଠିକ ଅବସର ନିର୍ବାଚନରେ ଫାଇଦା ରହିବ , ଯାତ୍ରା କରିବା ଫାଈଦାଦାୟକ ହେବ , କିନ୍ତୁ ମହଙ୍ଗା ପ୍ରମାଣୀତ ହେବ , ଗ୍ରହର ବିଶେଷ ସ୍ଥିତିରେ ହୋଲିକା ଦହନରେ ରୋଗ , ଶୋକ ଓ ଦୋଷର ନାଶ ହେବ ।
୮) ବିଛା ରାଶି: ଆଜି ଆପଣ ଆଳସ୍ୟ କରନ୍ତୁ ନାହିଁ , ନହେଲେ କିଛି କାର୍ଯ୍ୟ ଅଧୁରା ହୋଇଯିବ , ଚାକରଙ୍କ ଉପରେ ଅନ୍ଧବିଶ୍ୱାସ କରିବା ଠିକ୍ ହେବ ନାହିଁ , ଯଦି ଆପଣଙ୍କ ପ୍ରିୟଜନ ସହ ବିବାଦ ଚାଲୁଛି , ତେବେ ଆଜି ତାହା ସମାଧାନ କରିପାରିବେ , ଆସୁଥିବା ଦିନରେ ଆପଣଙ୍କୁ ଶୁଭ ରହିବାର ଅଛି , ଯାହା ପାଇଁ ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ଆଜି ବ୍ୟବସାୟରେ ପ୍ରଗତି ହେବା ସହ ଅଗ୍ରସର ହେବେ , ସଂମ୍ପର୍କରେ ମଧୁରତା ଆସିବ , ଆପଣ ନିଜ କ୍ୟାରିୟରରେ ସଫଳତା ହାସିଲ୍ କରିପାରିବେ ।
୯) ଧନୁ ରାଶି : ଆଜି ଆପଣଙ୍କୁ ଟିକିଏ ସାବଧାନ ରହିବାକୁ ହେବ , ହୋଇପାରେ କି ଆପଣଙ୍କ କାର୍ଯ୍ୟ ଆପଣଙ୍କୁ ଭାବିଥିବା ଢଙ୍ଗରୁ ପୁରା ହୋଇନପାରୁ , ଆପଣଙ୍କ ମଧ୍ୟରେ ଥିବା ସଫଳତା ଓ ଉଚ୍ଚତାକୁ ପୁରା କରିବାରେ ଏହି ସମୟ ଠିକ୍ ଅଛି , ପୁରୁଣା କାମରେ ଭଲ ପରିଣାମ ମିଳିବ , ନିଜ ବିତ୍ତିୟ ପ୍ରୋଫାଇଲ୍ କୁ ମଜବୁତ୍ କରିବାପାଇଁ ସକ୍ଷମ ହେବେ , କାର୍ଯ୍ୟସ୍ଥଳରେ ଆପଣ ଜିନିଷକୁ ନେଇକରି ପରିସ୍ଥିତି ଠିକ୍ ରହିବ , କାର୍ଯ୍ୟସ୍ଥଳରେ ଆପଣ ଜିନିଷକୁ ନେଇକରି ପରିସ୍ଥିତି ଠିକ୍ ରହିବ , ଚାକିରି ପେଶା ଲୋକଙ୍କୁ କାମର ବୋଝ ପଡିପାରେ ।
୧୦) ମକରରାଶି : ଆଜି ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହେବ , ଆଜି ଆପଣ ନିଜ ଜୀବନରେ ଅଧିକା ଧ୍ୟାନ ଦେଇପାରନିତ୍ , କିଛି ଦିନ ତଳୁ କରିଥିବା ପ୍ରୟ୍ସ୍ ସେଥିରେ ନିଶ୍ଚିତ ସଫଳତା ପାଇବେ , ଯେଉଁ ଲୋକ ସ୍ପୋର୍ଟସ ସହ ଯୋଡି ହୋଇଛନ୍ତି , ତାଙ୍କର ଦିନ ସାମାନ୍ୟ ରହିବ , ଆପଣଙ୍କ ବଡ ବୟସ୍କ ଙ୍କ ଆଶିର୍ବାଦ ପ୍ରାପ୍ତ ହେବ , ହୋଲିକା ଦହନର ସମୟରେ ମକର ରାଶିର ଲୋକେ ଏକ ସୁଖିଲା ଗୋଲା ବସ୍ତାରେ ଭରିକରି ଜଳୁଥିବା ହୋଲିକା ଅଗ୍ନିରେ ରଖିଦିଅନ୍ତୁ , ଧନ୍ ପ୍ରାପ୍ତି ହେବ ।
୧୧) କୁମ୍ଭ ରାଶି : ଆଜି ଆପଣଙ୍କୁ କେଉଁ ବଡ ଖୁସି ଖବର ମିଳିପାରେ , ଆଜି ଆପଣ କିଣାକିଣି କରିବେ , ଆପଣ ନିଜ ଖର୍ଚ୍ଚକୁ ନେଇ ଅନିୟମିତତା କରନ୍ତୁ ନାହିଁ , ଆପଣ ବେପାର କ୍ଷେତ୍ରରେ ଅଚାନକ ଧନ ଲାଭ ହେବାର ସମ୍ଭାବନା ନଜର ଆସୁଛି , ନିଜ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାପାଇଁ ଆପଣ ତାଜା ଫଳ ସେବନ କରିବା ଉଚିତ୍ , ହୋଲିରେ ଅଧା କିଲୋ ଚାଉଳ ର କ୍ଷୀରି ବନାଇକରି କୁଷ୍ଠାଶ୍ରମରେ ଦିଅନ୍ତୁ , ଧନ ପ୍ରାପ୍ତି ହେବ ,
୧୨) ଆଜି ଆପଣଙ୍କ ଭାଗ୍ୟ ସାଥ୍ ଦେବ , ବିବାହର ପ୍ରସ୍ତାବ ଆସିପାରେ , ଏମିତିରେ ବୌଦ୍ଧିକ ଲୋକଙ୍କର ସଂଗତିରେ ବସନ୍ତୁ , ଯେଉଁଥିରେ ଆପଣଙ୍କୁ କିଛି ନୁଆ ସିଖିବାର ମଉକା ମିଳିପାରୁ , ଆଜି କିଛି ଏମିତି ଦିନ ଅଟେ ,ଆଯ୍ଃଆ ସେହି ପରି ରହିବ ନାହିଁ ଯାହା ଆପଣ ଚାହୁଁଛନ୍ତି , ଯେଉଁ ଲୋକ ଅବିବାହିତ ଅଛନ୍ତି , ତାଙ୍କ ପାଇଁ ଆଜିର ଦିନ ଶୁଭ ଅଛି , ହୋଲିକା ଦହନଅ ଦିନ ମୀନ ରାଶି ଲୋକେ ଧନ ପ୍ରାପ୍ତିର କାମନା କରି ଧଳା ରଙ୍ଗର ମିଠା ଜଳୁଥିବା ଅଗ୍ନିରେ ସମର୍ପଣ କରନ୍ତୁ , ଧନ ପ୍ରାପ୍ତି ହେବ ।