ମୁଲତାନୀ ମାଟିର ସଠିକ୍ ପ୍ରୟୋଗ କରିବାରେ ୯୯ ପ୍ରତିଶତ ଲୋକ ହୋଇଛନ୍ତି ଫେଲ୍ , ଏହା ହେଲା ସଠିକ୍ ତରିକା , ନିଶ୍ଚିତ ଥରେ ଜାଣିନିଅନ୍ତୁ …

ଯଦି କିଏ ଆପଣଙ୍କୁ ପଚାରେ କି ସବୁଠାରୁ ଶସ୍ତା ଓ କାରଗର ବ୍ୟୁଟି ସଲ୍ୟୁସନ୍ କଣ ଅଟେ, ତେବେ ବିନା ଚିନ୍ତାରେ ମୁଲତାନୀ ମାଟିର ନାଁ ନେଇପାରିବେ , ଏହି କଥା ସମସ୍ତଙ୍କୁ ଜଣା ଅଛି କି ମୁଲତାନୀ ମାଟି ଏକ ଭଲ ବ୍ୟୁଟି ପ୍ରଡକ୍ଟ ଅଟେ, କିନ୍ତୁ ବହୁତ କମ୍ ଲୋକ ଏହା ଜାଣିଛନ୍ତି କି ଏହା କେଉଁ ପ୍ରକାରର୍ ବ୍ୟବହାର କରିବାର ଅଛି । ସାଧାରଣତଃ ଲୋକେଏହାକୁ ସିଧା ବ୍ୟବହାର କରିନିଅନ୍ତି , କିନ୍ତୁ ଯଦି ଟିକିଏ ପରିଶ୍ରମ କରିବେ ତେବେ ଭଲ ପରିଣାମ ପାଇବେ ଏହା ଚେହେରାରୁ ମଇଳା ସଫା କରିବା ସହ ବହୁତ କାରଗର ଅଟେ , ଏହାର ବ୍ୟବହାର ମୃତ କୋଷିକା ସଫା କରିଦେଇଥାଏ , ବହୁତଥର ଏପରି ହୋଇଥାଏ କି ମୁଲତାନୀ ମାଟୀର ବ୍ୟବହାର ଚେହେରାରେ ବହୁତ ଡ୍ରାଇ କରିଦେଇଥାଏ , ଏମିତିରେ ବ୍ୟବହାରର ଧ୍ୟାନ ରଖିବା ଜରୁରୀ ହୋଇଥାଏ ।
ଯଦି ଆପଣ ନିଜ ଚେହେରାକୁ କୋମଳ କରିବାକୁ ଚାହୁଁଛନ୍ତି ତେବେ ଟିକିଏ ମୁଲତାନୀ ମାଟି ନିଅନ୍ତୁ , ଓ କିଛି ବାଦାମ ପେସିକରି ତାହା ସହ କ୍ଷୀର ମିଶାନ୍ତୁ , ଏହି ସବୁ କୁ ଭଲ ଭାବେ ମିଶ୍ରଣ କରନ୍ତୁ , ଓ ଚେହେରାରେ ଲଗାନ୍ତୁ , ଯେବେ ଏହି ଲେପ ଶୁଖିଯିବ ତେବେ ପାଣିରେ ଧୋଇଦିଅନ୍ତୁ , ତାପରେ ଦେଖିବେ ଚେହେରା କିପରି ଚମକିଉଠିବ , ଦାଗ ବ୍ରଣ ଆଦି ଦୂର କରିବାପାଈଁ ମୁଲତାନୀ ମାଟିରେ ପୁଦିନା ପତ୍ରକୁ ପେଶି ଏହା ସହ ଦହି ମିଶାଇ ଏକ ପେଷ୍ଟ କରିଦିଅନ୍ତୁ , ତାପରେ ଚେହେରାରେ ଲଗାନ୍ତୁ , ଏମିତି କରିଲେ ଚେହେରା ବିନା ଦାଗ ରହିବ । ଯଦି ସ୍କ୍ରିନ୍ ତେଲିଆ ଅଛି ତେବେ ମୁଲତାନୀ ମାଟିରେ ଗୋଲାପ ଜଳ ମିଶାନ୍ତୁ , ତାପରେ ଚେହେରାରେ ଲଗାଇ ସୁଖିବାକୁ ଛାଡିଦିଅନ୍ତୁ , ଏମିତିରେ ଚେହେରାରେ ଚମକ ଆସିଯିବ , ଓ ଭିତରୁ ପୁରା ତେଲ ଅଂଶ ବାହାରକୁ ବାହାରିଯିବ ,
ଚେହେରାକୁ ଗ୍ଲୋ କରିବାପାଇଁ ଆପଣ ଅମୃତଭଣ୍ତା ରେ ଟିକିଏ ମହୁ ମିଶାଇ ମୁଲତାନୀ ମାଟି ମିଶାଇଦିଅନ୍ତୁ , ଏହାର ପରେ ଚେହେରାରେ ଲଗାନ୍ତୁ , ଯେବେ ଚେହେରା ସୁଖିଯିବ , ତେବେ ଧୋଇଦିଅନ୍ତୁ ପାଣିରେ , ଏମିତି କରିଲେ ଚେହେରା ଚମକିବ , କଳା ଦାଗରୁ ମୁକ୍ତି ପାଇବାକୁ ହେଲେ ଟିକିଏ ଚନ୍ଦନ ପାଉଡର୍ ନିଅନ୍ତୁ , ଓ ସେଥିରେ ଗୋଟେ ଟମାଟରର ରସ ମିଶାନ୍ତୁ , ଓ ମୁଲତାନୀ ମାଟି ନେଇକରି ମିଶାନ୍ତୁ , ଓ ଚେହେରାରେ ଲେପ ଦିଅନ୍ତୁ , ଏମିତି କରିଲେ ଚେହେରାରୁ ବ୍ରଣ ଓ କଲା ଦାଗ ଦୁର ହୋଇଯିବ ।