ଭୁଲ୍ ରେ ବି ଖରାଦିନରେ କରନ୍ତୁ ନାହିଁ ଏହି ଭୁଲ୍ , ରୋଗ ହେବା ପୁର୍ବରୁ ଭଲ ଭାବେ ଜାଣିନିଅନ୍ତୁ ଏହି ଖବର…
ଖରାଦିନରେ ପାଣିର ସଠିକ୍ ତରିକା ବିଷୟରେ ସମସ୍ତଙ୍କୁ ଭଲ ଭାବେ ଜଣାଥିବା ଦରକାର, ଯଦି ଗର୍ମ ଦିନରେ ପାଣିକୁ ସଠିକ୍ ତରିକାରେ ନ ପିଇଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଏହା ଛଡା ପାଣି ପିଇବାର ଭୁଲ୍ ତରିକା ଦ୍ୱାରା ଆମର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ, ଏହା ଆମର ଆନ୍ତରିକ ଅଙ୍ଗ ଅକାମୀ କରିପାରେ , ପାଣି ପିଇବାର କିଛି ନିୟମ ଓ ତରିକା ହୋଇଥାଏ, ଯାହାକୁ ଆପଣାଇବାର ଅଛି । ଆପଣ ଯେବେ ବି ବାହାରରୁ ଜଲଦି ଜଲଦି ଆସିଥାନ୍ତି ତେବେ ସିଧା ପାଣିର ବୋତଲ ଖୋଲି ପାଣିପିଇନିଅନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ଆପଣଙ୍କପାଇଁ କେତେ ଘାତକ ହୋଇପାରେ, ଠିଆ ହୋଇପାଣି ପିଇବା ବହୁତ ଭୁଲ୍ ଅଭ୍ୟାସ ଅଟେ, ଏହା ଦ୍ୱାରା ପେଟରେ ଅନ୍ତ ଦୂର୍ବଳ ହୋଇଯାଏ , ଯେଉଁଥିରେ ହାର୍ନିଆ ଭଳି ସମସ୍ୟା ଆସିପାରେ, କହିଦେବୁ କି ଠିଆ ହୋଇ ପାଣିପିଇଲେ ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ବାତ ହେବାର ଚିନ୍ତା ବଢାଇଥାଏ, ସବୁବେଳେ ଧ୍ୟାନ ରଖିବେ କି ଆପଣ ପାଣିକୁ ସବୁବେଳେ ବସିକରି ପିଇବେ ।
ଦ୍ୱିତୀୟ ଭୁଲ୍ ଏହା କି କେବେ ମୁହଁରେ ବୋତଲ ଲଗାଇକରି ଜଲଦି ଜଲଦି ପାଣି ପିଇବା ଉଚିତ୍ ନୁହେଁ , କାରଣ ଯେଉଁ ଲୋକ ଜଲଦି ଜଲଦି ପାଣି ପିଇଥାନ୍ତି ସେମାନେ ପାଣି ଜଲଦି ଜଲଦି ଶେଷ କରିବା ଚକ୍କରରେ ପାଣି ଫୁସ୍ ଫୁସ୍ କୁ ଚାଲିଯାଏ , ଯାହା ଦ୍ୱାରାଏହା କ୍ଷତି ପହଞ୍ଚାଇପାରେ, ଧ୍ୟାନ ରଖନ୍ତୁ ପାଣି ପିଇବେ ଯଦି ବସିକରି ପିଇବେ ।
ଯେବେ ଆପଣ ଖରାଦିନରେ ବାହାରୁ ଆସିଥାନ୍ତି ତେବେ ବାହାରୁ ଆସିବାପରେ ଥଣ୍ତା ପାଣି ପିଇଦିଅନ୍ତି , କିନ୍ତୁ ଜାଣନ୍ତି ନାହିଁ କି ଏହା ପିଇଲେ ଆପଣଙ୍କୁ ହୃଦରୋଗ ପାଇଁ କେତେ ଘାତକ ହୋଇପାରେ, ଏହା ଛଡା ଏହାର ଫାଇଦା କହିଦେବୁ କି ଯଦି ଫ୍ରିଜ୍ ଜାଗାରେ ମାଟି ହାଣ୍ତି ରଖି ସେଥିରୁ ପାଣି ପିଇବେ ତେବେ ସ୍ୱାସ୍ଥ୍ୟକର ରହିବେ ।