June 21, 2025

Odia Express

Here, There and Everywhere

ପ୍ରକୃତରେ କେଉଁ ଆଡେ ଗଲା ଲଙ୍କା ସାମ୍ରାଜ୍ୟର ସବୁ ସୁନା , ଜାଣନ୍ତୁ ବାସ୍ତବିକ କଥା , ଆଜି ଏହି ବିଷୟରେ…

ଭାରତୀୟ ଇତିହାସରେ ଭଗବାନ ଶ୍ରୀରାମ ଙ୍କ ଅନେକ ଗାଥା ଶୁଣିବାକୁ ମିଳିଥାଏ , ଏମିତି କୁହାଯାଏ କି ଯେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କାପତି ରାବଣଙ୍କ ଅନ୍ତ କରିଥିଲେ ତେବେ ସେ ଲଙ୍କାର ଶାସନ ଭାର ରାବଣର ଛୋଟ୍ ଭାଇ ବିଭିଷଣ ଙ୍କୁ ଦେଇଥିଲେ,  ଯାହାପରେ ବିଭିଷଣ ବଂଶଜ ଲଙ୍କାରେ ରାଜ୍ କରିଥିଲେ,  ଏହା ସହ କହିଦେବୁ କି ଲଙ୍କା ସୁନାରେ ନିର୍ମିତ ହୋଇଥିଲା,  କିନ୍ତୁ ଆଜି ତାହା ଏକ ଭଗ୍ନାବଶେଷ ସହ ସମାନ , ଏହି ଲଙ୍କାର ସବୁ ସୁନା କେଉଁଆଡେ ଗଲା,  ଆଜି ଆମେ ଆପଣଙ୍କୁ କହିବୁ । କିଛି ଲୋକଙ୍କର ମାନିବା କଥା କି ରାବଣ ଏହି ସୁନା ଲଙ୍କା ଭଗବାନ ଶଙ୍କରଙ୍କ ବରଦାନରୁ ପ୍ରାପ୍ତ କରିଥିଲା< ଯେବେ କିଛି ଲୋକ କହନ୍ତି କି ରାଜସ୍ଥାନର ଅଲବର ଜିଲ୍ଲାରେ ରାବଣଙ୍କୁ ଏକ ପଥର ମିଳିଥିଲା ଯାହା ପାରସ ପଥର ବୋଲି କୁହାଯାଏ , ଏହା ଦ୍ୱାରା ରାବଣ ନିଜ ଛୋଟ ରାଜ୍ୟକୁ ସୁନାରେ ପରିବର୍ତ୍ତିତ କରିଦେଇଥିଲା ।

ଯାହା କଳାତର ଲଙ୍କା କୁହାଯାଏ , କିଛି ଧର୍ମଗୁରୁ ମାନନ୍ତି କି ଏହି ଲଙ୍କା ବଳପୁର୍ବକ କୁବେର ଙ୍କ ଠାରୁ ରାବଣ ଛଡେଇନେଇଥିଲେ,  ଯାହାର ନିର୍ମାଣ ନିଜେ ବିଶ୍ୱକର୍ମା କରିଥିଲେ , ରାମାୟଣରେ ଲଙ୍କାର ଭୌଗଳିକ ସ୍ଥିତି ବିଷୟରେ ଜଣାପଡୀଛି , କିନ୍ତୁ ଏହି ପ୍ରଶ୍ନ ଉଠିଥାଏ କି ସୁନାର ଲଙ୍କା କେଉଁଆଡେ ଗଲା ?, ତାହାର୍ ସବୁ ସୁନା କେଉଁଆଡେ ଚାଲିଗଲା , ଆମେ ଆପଣଙ୍କୁ କହିଦେବୁ କି ଆଜି ପୁରା ସେ ଆଉ ନାହିଁ , ଏଥିରୁ ସବୁ ସୁନା ଏବେ ଲୁହାର ଖଣ୍ତରେ ବହୁତ କଷ୍ଟରେ ମିଳୁଛି । କିଛି ଇତିହାସକାରଙ୍କ ଲଙ୍କା ବିଷୟରେ ମତ ଅଛି କି ସମୟ କଟିବା ସହ ଲଙ୍କାର ସବୁ ସୁନା ହିନ୍ଦ୍ ମହାସାଗରରେ ବୁଡିଗଲା  ଯେବେ କି କିଛି ଲୋକ ମାନନ୍ତି କି ବିଦେଶୀ ଆକ୍ରମଣକାରୀମାନେ ଏହି ସବୁ ସୁନା ଲୁଟିନେଲେ , କିନ୍ତୁ ଶ୍ରୀଲଙ୍କା ଇତିହାସକାରଙ୍କ ଏହା ବର୍ଣ୍ଣନ କରିନାହାନ୍ତି , ଏହା ବିଷୟରେ ଏତିକି କୁହାଯାଇପାରିବ କି ୧୮୭୨ ରେ ଏକ ଜାହାଜ ଲଙ୍କାରୁ ବ୍ରିଟେନ୍ ଯାଇଥିଲା,

ଯେଉଁଥିରେ ବହୁତ ସାରା ସୁନା ଥିଲା,  କିନ୍ତୁ ପ୍ରୋପୁଲାର୍ ଖରାପ ହେବା କାରଣରୁ ସେ ସମୁଦ୍ର ମଝିରେ ଅଟକିଗଲା , ସେହି ସମୟର ଜାହାଜର କପତାନ୍ ବୁଦ୍ଧି ଖଟାଇ ଜାହାଜକୁ ଛାଡି ଶ୍ରୀଲଙ୍କା ଆଉଥରେ ଫେରିଆସିଲେ,  ୧୯୦୫ ରେ ବ୍ରିଟି ଶ ସରକାର ଙ୍କ ଦ୍ୱାରା କମିଟି ବସିଲା,  ଯେଉଁଥିରେ ଫଇସଲା ହେଲା କି ଜାହାଜକୁ ଖୋଜାଯିବ, ଏହି ଟୀମ୍ ର ଏକ ସଦସ୍ୟ ହେନେରି ରାଫେଲ୍ ନିଜ ପୁସ୍ତକ “ମାୟ ଜର୍ନୀ ଅଫ୍ ଇଣ୍ତିଆ “ ରେ ଦାବି କଲେ କି ଆରମ୍ଭର ଖୋଜାରୁ ଏକ ସଦସ୍ୟ ଥିଲା , ଏଠାରେ ଆମେ ଦେଖିଲୁ କି ବହୁତ ସାରା ସୁନା ମିଳିଛି , କିନ୍ତୁ ଯେବେ ଏହାର ଯାଞ୍ଚକରାଗଲା ତେବେ ଜଣାପଡିଲା କି ତାହା ସୁନା ନୁହେଁ ବରଂ ୧୮୭୨ ରେ ହରାଇସାରିଥିଲେ,

ଏହା ଆଉ କାହାର ସୁନା ଅଟେ ,ଯେବେ ଯାଞ୍ଚ ଭଲରେ କରାଗଲା ତେବେ ଜଣାପଡିଲା କି ସୁନା ବହୁତ ପ୍ରାଚିନ କାଳର ଅଟେ , ବୋଧେ ଭାରତ୍ ଓ ଶ୍ରୀଲଙ୍କା ମଧ୍ୟରେ କେଉଁ ପୁରୁଣା ସୁନା ଥିବ , କିନ୍ତୁ ଏହା ପରେ ବ୍ରିଟିଶ୍ ସରକାର ଅଚାନକ ଅଟକାଇଦେଲେ,  ସେହି ସମୟରେ ମୋତେ ଜଣା ପଡିଲା ନାହିଁ କି ସରକାର ଏପରି କାହିଁକି କଲେ , କିନ୍ତୁ ଯେବେ ମୋର ଟ୍ରାନ୍ସଫର୍ ସାଉଥ୍ ଆଫ୍ରିକା କରାଗଲା ତେବେ ମୋତେ ସବୁ କିଛି ବୁଝାପଡିଲା , ବ୍ରିଟିଶ୍ ସରକାର ଧ୍ୟାନରେ ରଖି ସେହି ଲୋକଙ୍କୁ ହଟାଇବାକୁ ଚାହୁଁଥିଲେ,

ଯେଉଁମାନେ ଯାଞ୍ଚ ସହ ଯୋଡି ହୋଇଥିଲେ,  ଏମିତି କୁହାଯାଏ କି ଏଠାରେ ପ୍ରାୟ ୧୮୫ ଟି ଜାହାଜର ସୁନା ବ୍ରିଟେନ୍ ନିଆଯାଈଥିଲା,  ଏହା ସେହି ସୁନା ହୋଇଥିବ , ଯାହା ଲଙ୍କା ନଗରୀ ସମୁଦ୍ରରେ ବୁଡି ଗଲା , କିନ୍ତୁ ଏବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଭାରତର କେଉଁ ଇତିହାସକାର ଏହାର ସ୍ପଷ୍ଟ ବର୍ଣ୍ଣନ କରିନାହାନ୍ତି , ଯେଉଁଥିରେ ଦାବିର ସହ କହିବା କଥା କି ସବୁ ସୁନା ବ୍ର୍ରିଟେନ୍ ନେବା ଭୁଲ୍ ହେବ , କାରଣ ଯଦି ଏମିତି ହୁଏ ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍ ଶକ୍ତି ଦୁର୍ବଳ ହୋଇନଥାନ୍ତା ।

Leave a Reply

Your email address will not be published. Required fields are marked *