November 20, 2024

Odia Express

Here, There and Everywhere

ଜାଣନ୍ତୁ କିପରି ହୋଇଥାନ୍ତି A ନାମକ ଲୋକଙ୍କର ବ୍ୟବହାର ଓ ସ୍ୱଭାବ – ଆଜି ହିଁ ଜାଣିନିଅନ୍ତୁ ଯଦି ଆପଣଙ୍କ ନାଁ ସାମିଲ୍ ଅଛି…

1 min read

ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କର ବିଷୟରେ କହିବୁ ଯାହାଙ୍କର ନାଁର ପ୍ରଥମ ଅକ୍ଷର A  ରୁ ଆରମ୍ଭ ହୋଇଥାଏ,  କହିଦେବୁ କି ଏହି ନାଁର ବ୍ୟକ୍ତି ବିଶେଷ ବହୁତ ଆକର୍ଷୀତ ହୋଇଥାନ୍ତି , ଏହା ଛଡା ଏମାଣେ ବହୁତ ପରିଶ୍ରମୀ ଓ ଧୈର୍ଯ୍ୟବାନ ହୋଇଥାନ୍ତି , ଏହା ସହ ଏହି ଲୋକଙ୍କୁ ଆକର୍ଷିତ ଦେଖାଯିବା , ଓ ଆକର୍ଷିତ ଦେଖାଯାଉଥିବା ଲୋକ ଅଧିକା ପସନ୍ଦ ଲାଗିଥାନ୍ତି ।ଏବେ ଏମିତି ଏହି ଲୋକ ଏତେ ସାହାସୀ ହୋଇନଥାନ୍ତି । କିନ୍ତୁ କିଛି କାମ ଏପରି କରିବସନ୍ତି , ଯାହା କିଏ କଳ୍ପନା କରିପାରିବେ ନାହିଁ । ଜଣେଇଦେବୁ କି ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପ୍ରେମକୁ ହାସିଲ୍ କରିବାରେ ବହୁତ ଚ୍ୟାଲେଞ୍ଜର ସାମ୍ନା କରିଥାନ୍ତି , ଏହା ଛଡା ଏହି ଲୋକ ଖୋଲା ବିଚାରର ହୋଇଥାନ୍ତି । ଯଦି କିଏ କଠୋର ସତ କଥା ଖୋଲିକରି କହିଦିଏ ତେବେ ତାହାକୁ ମାନିନିଅନ୍ତି ।

କିନ୍ତୁ ଏହି ଲୋକଙ୍କୁ କିଛି ବି କଥା ଇସାରାରେ କହିବା କିମ୍ବା ବୁଝାଇବା ଓ କେଉଁ କଥାକୁ ବୁଲାଇ କହିବା ବା ଶୁଣିବା ପସନ୍ଦ ଲାଗିନଥାଏ , କହିଦେବୁ କି ଏହି ଲୋକଙ୍କୁ ପାର୍ଟି ଯିବା ଓ ଲୋକଙ୍କ ସହ ରହିବା ବହୁତ ପସନ୍ଦ ହୋଇଥାଏ , ଏହି ଲୋକ ପାର୍ଟି କରିବା ପସନ୍ଦକରନ୍ତି ନାହିଁ , ଓ ସମସ୍ତଙ୍କୁ ନେଇ ଚଲିବାକୁ ପସନ୍ଦ କରନ୍ତି ।

ଏହା ସହ ଏହି ଲୋକ ବହୁତ କେୟାରିଙ୍ଗ୍ ନେଚରର୍ ହୋଇଥାନ୍ତି , କିନ୍ତୁ ଏମାନଙ୍କ ମଧ୍ୟରେ ଗୋଟିଏ ଦୋଷ ଦେଖିବାକୁ ମିଳେ , ଏମାନେ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି , ତେବେ ବୁଝିପାରିଥିବେ କି ଯଦି ଆପଣଙ୍କ କେହି ବନ୍ଧୁ କିମ୍ବା ସଂମ୍ପକୀୟ ଯଦି A  ନାମର ବ୍ୟକ୍ତି ହୋଇଥିବେ ତେବେ କିପରି ସ୍ୱଭାବ ତାଙ୍କର ହୋଇଥିବ ।

Leave a Reply

Your email address will not be published. Required fields are marked *