୨୮ ଫେବୃୟାରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୪ ଟି ରାଶିର ଜୀବନରେ ଆସିବ ଖୁସି , ପଢନ୍ତୁ ଏହି ରାଶିଫଳ
ମେଷ ରାଶି : ଆଜି ଆପଣଙ୍କ କାଂଅରେ ନିଜ ବରିଷ୍ଠଙ୍କ ସମର୍ଥନ ମିଳିବ , ଆଜୀବିକା ସମସ୍ୟାର ସମାଧାନ ହେବ , ଆକସ୍ମିକ ଧନ ଲାଭ ମାନସିକ ପ୍ରସନ୍ନତା ବଢିବ , ଦୂରରେ ରହୁଥିବା ସନ୍ତାନଙ୍କୁ ଶୁଭ ସମାଚାର ମିଳିବ , ହୋଇପାରେ କି ନିଜ ଉପରେ କଣ୍ଟ୍ରୋଲ୍ କରିପାରିବେ ନାହିଁ , ଭାବନାରେ ଶବ୍ଦକୁ କଣ୍ଟ୍ରୋଲ୍ କରିବା ଚେଷ୍ଟା କରନ୍ତୁ , ଆପଣଙ୍କ ବନ୍ଧୁ ଆପଣଙ୍କ କାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ । ନିଜ ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର ଅଛି , ଚାକିରିରେ ପଦୋନ୍ନତି ମାର୍ଗରେ ଆସିଥିବା ବାଧାଗୁଡିକ ଦୂର ହୋଇଯିବ ।
ବୃଷ ରାଶି : ନିବେଶ କରିବା ଓ ଅନୁମାନର ଆଧାରରେ ପଇସା ଲଗାଇବା ଆଜିର ଦିନ ଭଲ ନାହିଁ , କିଛି ନୁଆ ଅଧିଗ୍ରହଣ ଆପଣଙ୍କୁ ଆରାମ ଓ ମାନସିକ ସନ୍ତୁଷ୍ଟି ଦେବ , ସ୍ୱାସ୍ଥ୍ୟର ପ୍ରତି ସାବଧାନ ରୁହନ୍ତୁ , ପାରିବାରିକ ଜୀବନରେ ଭାଇ ଭଉଣୀଙ୍କ ସହ କିଛି ମତାନ୍ତର ହୋଇପାରେ , କିଛି ଅଟକିଥିବା କାମ ପୁରା ହୋଇଯିବ , ପ୍ରେମ ଭରା ବୈବାହିକ ଜୀବନ ଆପଣଙ୍କୁ ପ୍ରସନ୍ନ ରଖିବ , ପଇସା ଓ ପରିବାର ସହ ଯୋଡି ହୋଇଥିବା କାର୍ଯ୍ୟକୁ ନେଇ କିଛି ବଡ ଫଇସଲା ହୋଇପାରେ , ଆପଣଙ୍କୁ କେଉଁ ବଡ କାର୍ଯ୍ୟ ନିପଟାଇପାରିବେ ।
ମିଥୁନ ରାଶି : ଆଜି ନିଜ ଭାବନାର୍ ସକରାତ୍ମକତା ରଖନ୍ତୁ , ନିଜ ବିତ୍ତିୟ ନିର୍ଣ୍ଣୟକୁ ବୁଦ୍ଧିମାନ ତରିକାରେ ନେବା ଆପଣଙ୍କ ମୌଦ୍ରିକ ସମସ୍ୟାକୁ ଅଟକାଇବ , ଦୁର ଯାତ୍ରା ଫଳ ଦାୟୀ ହୋଇପାରେ , ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ଆରାମଦାୟକ ରହିବ , ଓ ସବୁ ସଦସ୍ୟ ଜଣେ ଅନ୍ୟଙ୍କ ସହ ସୌହାଦ୍ୟପୁର୍ଣ୍ଣ ବ୍ୟବହାର କରିବେ , ଆଜି ଆପଣଙ୍କ ଶାରରୀକ ଓ ମାନସିକ ସତେଜତା ସହ କାର୍ଯ୍ୟ କରିବେ , କେଉଁ ସାହାଯ୍ୟ ପୁରୁଣା କର୍ଜ ଶେଷ ହେବ , ନିବେଶରେ ଫାଈଦା ଯୋଗ ହେଉଛି ।
କର୍କଟ ରାଶି : ଆଜି ବିନା ଭାବିକରି କିଛି ବଡ ନିର୍ଣ୍ଣୟ ନିଅନ୍ତୁ ନାହିଁ , ଆଜି ପାର୍ଟିରେ କିଛି ଅବସର ମିଳିପାରେ , ଭଲ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ପରିବାର ଓ ବେପାରରେ ସନ୍ତୁଳନ ବନାଇବାରେ ଆବଶ୍ୟକତା ପଡିପାରେ, ବେପାରିକ ପାଇଁ ଉନ୍ନତି ତଥା ବ୍ୟବସାୟିକ ଲାଭର ସମୟ ଅଟେ , ଜରୁରୀ ଓ ଫାଈଦା ଦେଉଥିବା କାମରେ ନଜର ରଖନ୍ତୁ , କାରୋବାର ବଢିବ , ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ , ଛାତ୍ର ସଫଳତା ପ୍ରାପ୍ତି କରିବେ ।
ସିଂହ ରାଶି : ଆପଣଙ୍କ ବେପାରରେ ଧନ ଲାଭ ହେବ , ନିଜ ଘରଲୋକ ପୁରା ସାଥ୍ ମିଳିବ , ପାରିବାରିକ ସଂନ୍ଧର୍ଭ ପାଇଁ ପୂର୍ଣ୍ଣ ସହଯୋଗ ମିଳିବ , ଓ ସାମାଜିକ ରୁପରେ ଆପଣ ଅଧିକା ଲୋକପ୍ରିୟ ହୋଇପାରେ , ଆପଣଙ୍କ ପାଖରେ ଅଧିଗ୍ରହଣ ହୋଇପାରେ, ଯାହା ଆପଣଙ୍କୁ ଖୁସି କରିବ , ଲମ୍ବା ସମୟରୁ ଚାଲିଆସୁଥିବା ଚିନ୍ତା ଦୁର ହୋଇଯିବ , ବୈବାହିକ ଜୀବନରେ ଆନନ୍ଦମୟ ରହିବ , କାମ କାର୍ଯ୍ୟରେ ଫଟାଫଟ ନିପଟାଇବା ପାଇଁ ଚେଷ୍ଟା କରିବେ , ଭାଇ ଓ ପଡୋଶୀଙ୍କ ଲମ୍ବା କଥାବାର୍ତ୍ତା ଯୋଗ ହେଉଛି ।
କନ୍ୟା ରାଶି : ଆପଣ ଯେଉଁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି , ତେବେ ତାହା ସଫଳତା ଦେବ, ପାରିବାରିକ ଜୀବନରେ ବଢିଆ ରହିବ , ଆପଣଙ୍କ ପରିବାର ସଦସ୍ୟଙ୍କ ପୁରା ସହଯୋଗ ଓ ସ୍ନେହ ରହିବ , ପ୍ରେମ ସଂବନ୍ଧ ଯଥାବତ ରହିବ , ସାମାଜିକ ପ୍ରସଙ୍ଗ ପାଇଁ କେଉଂ ଆଡେ ବାହାରକୁ ଯିବାକୁ ଅବସର ମିଳିବ , ସ୍ୱାସ୍ଥ୍ୟକୁ ନେଇ ଅନିୟମିତତା କରନ୍ତୁ ନାହିଁ , ହଡବଡିରେ କେଉଁ କାମ କରନ୍ତୁ ନାହିଁ , ଭୁଲ୍ ବୁଝାମଣା ହୋଇପାରେ , ପଇସା ମାମଲାରେ କେଉଁ କଥାକୁ ନେଇ ଟେନସନ୍ ହୋଇପାରେ, ବହୁତ ଦିନରୁ ଅଟକିଥିବା କାମ ପୁରା ହେବା ଦ୍ୱାରା ମନ ହର୍ଷିତ ହେବ ।
ତୁଳା ରାଶି : ଆଜି ଉପହାର ଓ ସମ୍ମାନର ଲାଭ ମିଳୀବ ,ପରୀକ୍ଷା ଓ ପ୍ରତିଯୋଗିତ୍ ମାଧ୍ୟମରେ ଚାକିରି ଚେଷ୍ଟା କରୁଥିବା ଲୋକଙ୍କୁ ବ୍ୟବସାୟ ଆରମ୍ଭ କରିବାର ଇଚ୍ଛୁକ ଲୋକଙ୍କର ନିଜ ପ୍ରୟାସରେ ସଫଳତା ମିଳିବ , ଆପଣଙ୍କ ଦ୍ୱାରା କରାଯାଈଇଥିବା ପରିଶ୍ରମ ସାର୍ଥକ ହେବ , ଶଶୁରଘର ପକ୍ଷରୁ ଲାଭ ହେବ , ପରିଜନ ଓ ମିତ୍ରଙ୍କ ସହ୍ ଖାଦ୍ୟପେୟ ଆୟୋଜନ ହୋଇପାରେ, ଦୈନିକ କାର୍ଯ୍ୟରେ ଆତ୍ମବିଶ୍ୱାସ ଓ ଏକାଗ୍ର ମନରୁ ପୁର୍ଣ୍ଣ ହୋଇପାରେ , କେଉଁ ବ୍ୟକ୍ତି ଆପଣଙ୍କୁ ପଇସାର ସୁଚନା ନେବାରେ ଚେଷ୍ଟା କରିବେ ।
ବିଛା ରାଶି : ଆଜି ଆପଣଙ୍କ କମ୍ ପ୍ରୟାସରୁ ବହୁତ ଅଧିକା ସଫଳତା ମିଳିବ , ଓ ଧନ ଲାଭ ପ୍ରାପ୍ତି ହେବ , କାର୍ଯ୍ୟସ୍ଥଳରେ ଭୁଲ୍ ବୁଝାମଣା ଓ ଭୁଲ୍ ସୁଚନା ଆପଣଙ୍କ ବ୍ୟବସାୟିକ ସଂମ୍ପର୍କ କୁ ଖରାପ କରିପାରେ , ଏଥିପାଇଁ କାମ ଉପରେ ଅନୁଶାସିତ ରହିବାର୍ ଅତିରିକ୍ତ ଆବଶ୍ୟକତା ହୋଇପାରେ , ଆଜି କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ , ଶୁଭ କାର୍ଯ୍ୟରେ ଧନ ବ୍ୟୟ ହେବ । ଉନ୍ନତି ଶୁଭ ଅବସର ମିଳିବ , ପରିଜନର ସହ ସୁରୁଚି ପୁର୍ଣ୍ଣ ଭୋଜନର୍ ଆନନ୍ଦ ଉଠାଇବେ , ଆପଣଙ୍କ ଚିନ୍ତା ବଢିପାରେ ଛୋଟ ଛୋଟକଥାକୁ ଉଗ୍ର ହେବାରୁ ବଞ୍ଚନ୍ତୁ ।
ଧନୁ ରାଶି : ଘରର ମାହୋଲ୍ ଆନନ୍ଦ ଭରପୁର ହେବ , ତଥା ଜୀବନସାଥୀ ସହ ଭଲ ସମୟ ବିତିବ , ଓ ଲଘୁ ଯାତ୍ରା ସଙ୍କେତଅଛି , ଆର୍ଥିକ ରୁପରେ ଏକ ଭଲ ଅବଧି ଅଛି , ଲମ୍ବା ଅବଧି ନିବେଶ ରୁପରେ ସଂମ୍ପତ୍ତି ମାମଲାରେ ଫାଇଦା ଦାୟକ ହେବ , କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସ୍ ରହିବାର ପ୍ରମୋଶନ ବଢିପାରେ, ସ୍ୱାସ୍ଥ୍ୟ ଉତ୍ତମ ରହିବ , ପରିବାର ଆନନ୍ଦର୍ ବାତାବରଣ ରହିବ , ବିତ୍ତ ଓ ସଂମ୍ପତ୍ତି ସଂବନ୍ଧିତ ମାମଲାରେ ବନ୍ଧୁଙ୍କ ଉପଦେଶମିଳିବ ।
ମକର ରାଶି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ହେବ , ଏବଂ ଆପଣ ଲୋକେ ସ୍ୱୟଂ ଜୀବନସାଥୀ ସମର୍ଥନ ହାସିଲ୍ ହେବ , ଆପଣ ନିଜ ଲକ୍ଷ୍ୟକୁ ବାସ୍ତବିକ ଦାୟିତ୍ୱ ପ୍ରକାଶରେ ସ୍ୱୀକାର ହୋଇ ପରିଭାଷୀତ କରିବେ , ବହୁତ ସାରା ଗତିବିଧି ସଂମ୍ପନ୍ନ ହୋଇପାରେ , ବ୍ୟବସାୟ ରେ ବୁଝାମଣା ବହୁତ ଲାଭଦାୟକ ହେବ , ସେୟାର ଆଦିରେ ନିବେଶ କରନ୍ତୁ ନାହିଁ , ମନରେ ନକରାତ୍ମକ ବିଚାର ନ ଆଣିବାକୁ ଦିଅନ୍ତୁ ନାହିଁ , କାହା ସହ ଭୁଲ୍ ବୁଝାମଣା ହୋଇପାରେ ,
କୁମ୍ଭ ରାଶି : ଆଜି ବୈବାହିକ ଲୋକଙ୍କର ଜୀବନରେ ରୋମାନ୍ସ ରହିବ , ବିଦ୍ୟାର୍ଥୀଙ୍କ ପାଇଁ ପାଠପଢା ଭଲ ସମୟ ମିଳିବ , କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିବ , କେଉଁ ରମଣୀୟ ସ୍ଥଳରେ ପର୍ଯ୍ୟଟନର ଆୟୋଜନ ହେବ , ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ପରିଜନଙ୍କ ପାଇଁ ଖର୍ଚ୍ଚ କରିବାର ପ୍ରସଙ୍ଗ ଉପସ୍ଥିତ ହୋଇପାରେ , ଲମ୍ବା ଅବଧି ପାଇଁ ଭାରି ଲାଭ ଅର୍ଜନ କରିବେ ,
ମୀନ ରାଶି : ଆଜି ଏମାନଙ୍କ ପାଇଁ ଦିନର ଆରମ୍ଭ ଶୁଭପ୍ରଦ ହେବ , ବ୍ୟବସାୟିକ ରୁପରେ ପ୍ରଗତି କରିବେ , ନିଜ କାର୍ଯ୍ୟ ପାଇଁ କାର୍ଯ୍ୟସ୍ଥଳରେ ପ୍ରଶଂସା ପାତ୍ର ହୋଇପାରନ୍ତି , କାରୋବାର ସାମାନ୍ୟ ଚାଲିବ , ପରିବାରରେ ହାଲକା ମତାନ୍ତର ହୋଇପାରେ , ସ୍ୱସ୍ଥ୍ୟ ଖରାପ ହୋଇପାରେ, ଯାହାର କାରଣରୁ କିଛି ବି କାର୍ଯ୍ୟ କରିବାପାଈଁ ଉତ୍ସାହ ହେବ ନାହିଁ , ସନ୍ତାନର ସଂବନ୍ଧରେ ସମସ୍ୟା ଆସିପାରେ, କିଛି କଥା ଗୁପ୍ତ ରଖିବାକୁ ପଡିପାରେ, କିଛି ମାମଲାରେ ଆପଣ ଚିନ୍ତାରେ ରହିପାରନ୍ତି ।