November 22, 2024

Odia Express

Here, There and Everywhere

ଏହା ହେଲେ ଭାରତର ଏକ ମାତ୍ର ଏପରି ଜଣେ କ୍ରିକେଟିୟର ଯିଏକି ନିଜ ଭଉଣୀଙ୍କୁ ବିବାହ କରିନେଇଥିଲେ , ନାମ ଜାଣିଲେ ଆପଣ ଚକିତ ହୋଇଯିବେ…

ଆଜି କାଲି ଫିଲ୍ମ ଜଗତର କଳାକାରଙ୍କ ପରି କ୍ରିକେଟିୟର୍ସ ବି ଚର୍ଚ୍ଚାରେ ରହୁଛନ୍ତି , ଲୋକେ ତାଙ୍କ ବିଷୟରେ ବହୁତ କିଛି ଜାଣିବାକୁ ଚାହଁନ୍ତି , ଓ ଏହି ତାରକାଙ୍କ ପରି ତାଙ୍କୁ ବି ଫଲୋ କରନ୍ତି , ଏହି କଥା ସମସ୍ତେ ଜାଣନ୍ତି କି ଲୋକେ ସେଲିବ୍ରେଟିଜ୍ ଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି , ଏବେ କ୍ରିକେଟିୟରଙ୍କ ବ୍ୟକ୍ତିଗତ ଜୀବନୀଙ୍କ ବିଷୟରେ ଜାଣିବାକୁ ଲୋକେ ଚାହ୍ଁନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଆପାଣଙ୍କ ପାଇଁ ଯେଉଁ ଖବର ନେଇକରି ଆସିଛୁ ତାହା ଏକ କ୍ରିକେଟିୟରଙ୍କ ସହ ଯୋଡି ହୋଇଛି ।ସେ ଡାହାଣ ହାତି ଆକ୍ରମକ ସଲାମୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି କିନ୍ତୁ ଆବଶ୍ୟକତା ସମୟରେ ଡାହାଣ ହାତରେ ଅଫ୍ ସ୍ପିନ୍ ବୋଲିଙ୍ଗ୍ କରିନିଅନ୍ତି,

ସେ ଭାରତ ତରଫରୁ ପ୍ରଥମ ଏକଦିବସୀୟ ମ୍ୟାଚ୍ ୧୯୯୯ ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୨୦୦ ରେ ଖେଳିଥିଲେ,  ଅପ୍ରେଲ୍ ୨୦୦୯ ରେ ସେହ୍ୱାଗ ଏକମାତ୍ରା ଭାରତୀୟ ହୋଇଥିଲେ  ଯିଏ ବିଜଡନ୍ ଲିଡିଙ୍ଗ୍ କ୍ରିକେଟିୟର୍ ଅଫ୍ ଦି ଇୟର୍ ଉପାଧି ହାସିଲ୍ କରିଥିଲେ  , ସେ ଆଗାମୀ ବର୍ଷ ଏହି ଉପାଧି ଆଉଥରେ ଜିତିଥିଲେ,  ଏବେ ଯାଦି ଆମେ କଥା ହେବା ତାଙ୍କର ପର୍ସନାଲ୍ ଜୀବନୀ ଉପରେ ତେବେ ତାଙ୍କର ଜୀବନରେ ଏମିତି ବହୁତ ସତ୍ୟତା ଅଛି ଯାହା ବୋଧେ କେହି ଜାଣିନଥିବେ , କହିଦେବୁ କି ମଇଦାନରେ ବିରୁଙ୍କ ବିସ୍ପୋଟକ ଅନ୍ଦାଜ ଦେଖିକରି ତାଙ୍କର ଯିଏ ହେଲେ ବି ଫ୍ୟାନ୍ ହୋଈଯାଏ , କିନ୍ତୁ ବିରୁ ଅସଲରେ ଜୀବନରେ ପ୍ରେମ ଓ ପିଚ୍ ରେ ବୋଲଡ୍ ହୋଇଗଲେ , ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ଝିଅ ସହ ପ୍ରେମରେ ବିରୁ ନିଜର ୱିକେଟ୍ ପକାଇଦେଲେ , ସେ ଆଉ କେହି ନୁହେଁ ବର୍ଂ ତାଙ୍କର ସଂମ୍ପର୍କର ଥିଲେ ,

କହିଦେବୁ କି ବିରେନ୍ଦ୍ର ସେହ୍ୱାଅ ଓ ତାଙ୍କର ସ୍ତ୍ରୀ ଆରତି ଜଣେ ଅନ୍ୟଜଣଙ୍କୁ ବିବାହର ୧୭ ବର୍ଷ ପୁର୍ବରୁ ଜାଣିଛନ୍ତି , ବିରୁ ଓ ଆରତୀ ଭଲ ବନ୍ଧୁ ଥିଲେ , କିନ୍ତୁ ଦୁହେଁ କେବେ କାହାକୁ ପ୍ରପୋଜ କରିନଥିଲେ ସେହ୍ୱାଗ ଆରତୀଙ୍କୁ ତେବେ ଠାରୁ ଜାଣିଥିଲେ ଯେବେ ସେ ସାତ ବର୍ଷର ଥିଲେ,  ସେହ୍ୱାଗ ସ୍ତ୍ରୀ ଆରତୀ ଅହଲାବତ ତାଙ୍କର ଦୁରରୁ ଦାଦାଝିଅ ଭଉଣୀ ଲାଗୁଥିଲେ,   ଥରେ ଆରତୀଙ୍କ ବଡ ଭଉଣୀ ଏକ ଇଣ୍ଟରଭ୍ୟୁରେ କହିଲେ କି ଆମର ପିଉସିଙ୍କ ବିବାହରେ ଫ୍ୟାମିଲି କଜିନ୍ ସେ ଥିଲେ ,

ଆପଣଙ୍କୁ କହିଦେବୁ କି ଏକ ଇଣ୍ଟରଭ୍ୟୁ ସମୟରେ ସେହ୍ୱାଗ କହିଥିଲେ କି ଆମର ଫ୍ୟାମିଲିରେ ଘନିଷ୍ଠ ସଂମ୍ପର୍କରେ ବିବାହ ହୋଇନଥାଏ , ଆମର ବିବାହ ପାଇଁ ପରିଜନ ରାଜିନଥିଲେ , ଟିକିଏ ସମୟ ଲାଗିଲା , କିନ୍ତୁ ସେ ବିବାହ ପାଇଁ ପ୍ରସ୍ତୁତ ହୋଇଗଲେ , ଏଥିପାଈଁ ବିବାହର ରଜାମନ୍ଦୀ ନେବା ବହୁତ କଠିନ୍ ହେଉଥିଲା ।

କହିଦେବୁ କି ଆରତୀ ଲାଇମ୍ ଲାଇଟ୍ ରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି , ସେ ସେହ୍ୱାଗ ଙ୍କ ଇଣ୍ଟରନ୍ୟାଶାନାଲ୍ ସ୍କୁଲ୍ ଓ ଚ୍ୟାରିଟି ୱାର୍କ ସଂମ୍ଭାଳନ୍ତି , ତାହା ସହ ଦୁହେଁ ଛୁଆଙ୍କ ଧ୍ୟାନ ବି ରଖନ୍ତି , ସେମିତି ସେହ୍ୱାଗଙ୍କ ମାନିଲେ ଆରତୀଙ୍କୁ ସିମ୍ପଲିସିଟି ପସନ୍ଦ ଲାଗେ,  ଏଥିପାଇଁ ସେ ଚମକ ଧମକ ଦୁନିଆଁରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି , ସେମିତି ଆରତୀ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

Leave a Reply

Your email address will not be published. Required fields are marked *