June 20, 2025

Odia Express

Here, There and Everywhere

ପୃଥିବୀ ମଝିରେ କଣ ଲୁଚି ରହିଛି ତାହା ଜାଣିବା ପାଇଁ ବୈଜ୍ଞାନିକ ମାନେ ଖୋଳିଦେଲେ ହଜାର ଫୁଟ୍ ର ଏକ ବଡ ଗାତ , ତାପରେ ହେଲା କିଛି ଏପରି ସମସ୍ତେ ହୋଇଗଲେ ଚକିତ…

ଆମର ଏହି ଦୁନିଆଁ ବହୁତ ବଡ ଅଛି , ଏହି ଦୁନିଆଁରେ ବହୁତ ସାରା ଏମିତି ଜିନିଷ ଅଛି ଯାହା ଏବେ ପର୍ଯ୍ୟନ୍ତ ତାଙ୍କ ବିଷୟରେ ଜଣାନାହିଁ , ସେମିତି ବି ବୈଜ୍ଞାନିକ ବହୁତ ସାରା ଖୋଜା କରିଛନ୍ତି , କିନ୍ତୁ ଆଜି ବି ବହୁତ ସାରା ଜିନିଷ ଅଛି ଯାହା ବିଷୟରେ ଏବେ ପର୍ଯ୍ୟନ୍ତ କିଛି ବି ଜଣାପଡିପାରି ନାହିଁ , ଆସିବା ଦିନରୁ ବୈଜ୍ଞାନିକ ମାନେ ପୃଥିବୀର ଏହି ରହସ୍ୟକୁ ସମାଧାନ କରିବାପାଇଁ ଲାଗିରହିଛନ୍ତି , ଏମିତିରେ ବୈଜ୍ଞାନିଅ ମାନେ ସାଧାରଣ ବ୍ୟକ୍ତି ପୃଥିବୀକୁ ନେଇକରି କିଛି ନା କିଛି ଭାବିଛନ୍ତି , ଏମିତିରେ ବହୁତ ସାରା ପ୍ରଶ୍ନ ତାଙ୍କର ମନରେ ଆସିଥାଏ , ଯେପରି ପୃଥିବୀ କେତେ ଭିତରକୁ ଜଣେ ମଣିଷ କିପରି ଯାଇପାରିବ ।ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଆମର ବ୍ରହ୍ମାଣ୍ତ କେତେ ବଡ ଅଛି , କିନ୍ତୁ ଆମର ଛଡା ଦୁନିଆଁରେ ଆଉ କେଉଂଠି ଜୀବନ ଅଛି କି ନାହିଁ ,

ଏମିତିରେ ବହୁତ ପ୍ରଶ୍ନ ଅଛି ଯାହାର ଉତ୍ତର ଜାଣିବାକୁ ଆମେ ବହୁତ ସମୟ ଲାଗିଛି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବୁ , ଯାହା ଏହି ଖବର ଜାଣିବାକୁ କିଛି ବୈଜ୍ଞାନିକ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଏହି ଚେଷ୍ଟା ପରେ ଯାହା ସୁଚନା ମିଳିଲା ତାହା ବହୁତ ଆଶ୍ଚର୍ଯ୍ୟଚକିତ ହୋଇଥିଲା,  କିନ୍ତୁ ଏହାପାଇଁ ବହୁତ ପରିଶ୍ରମ କରିଥିଲେ,  ଏଥିପାଇଁ ସେମାନେ ପୃଥିବୀ ପୃଷ୍ଠରେ ଏକ ବିରାଟକାୟ ଗାତ ଖୋଳିବା ଆରମ୍ଭ କରିଦେଲେ , ଓ ଲଗାତାର ଗାତ ଖୋଳିବାକୁ ଲାଗିଲେ , ସେ ପ୍ରାୟ ୧୧୦୦ ମିଟର ଗାତ ଖୋଳିବାକୁ ସଫଳ ହେଲେ ।

ଆପଣଙ୍କୁ ଜଣେଇଦେବୁ କି ବୈଜ୍ଞାନିକଙ୍କୁ ଏହା ଆଶଙ୍କା ଥିଲା କି ସେଠାରେ ପୃଥିବୀର ତାପମାନ ବହୁତ ଅଧିକା ଅଛି , ଓ ଯେପରି ସେମାନେ ତଳକୁ ଯାଉଛନ୍ତି ସେପରି ତାପମାନ ବଢିବାକୁ ଲାଗୁଛି , ଏହାର କାରଣରୁ ମେସିନ୍ ଖରାପ ହୋଇଯାଇଛି , କିନ୍ତୁ ସେତିକିରେ ସେ ହାର୍ ମାନିନଥିଲେ,  ବୈଜ୍ଞାନିକମାନେ ଯେବେ ଏହି କାମକୁ ଆରମ୍ଭ କରିଦେଲେ , ତେବେ ଟିମ୍ କୁ ବୋଧେ ଏହା ଜଣା ନଥିଲା କି କେତେ ଭିତରକୁ ଯାଇପାରିବେ , ଓ ସେମାନେ ଗଭିରତାକୁ ଯାଉଥିଲେ,  ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସାଧନ ନଥିବା ହେତୁ ସେମାନେ ତଥାପି ଗାତ ଖୋଳିବା ଜାରି ରଖିଲେ,  ତାଙ୍କୁ ମାଲୁମ୍ ନଥିଲା କି ପୃଥିବୀ ତଳେ ତାପମାନ ଏତେ ଗରମ ହେବ , ଯାହା ଅତ୍ୟାଧୁନିକ ଉପକରଣ ବି ଖରାପ କରିଦେଇପାରେ ।

କିନ୍ତୁ ଗାତ ଖୋଳିବା ସମୟରେ ଓ ଡ୍ରିଲ୍ କରୁଥିବା ଶମ୍ରିକ ଆଧୁନିକ ସୁଟସ୍ ପିନ୍ଧିଥିଲେ,  କିନ୍ତୁ ୧୧୦୦ ମିଟର ଗଭୀରତା ରେ ଯାଇକରି ତାପମାନ ସହିପାରିବା ମୁସକିଲ୍ ହୋଇଗଲା,  ଓ ଏହା ସହ ମେସିନ୍ ଖରାପ ହେବା କାରଣରୁ ବୈଜ୍ଞାନିକଙ୍କ ପୁରା ଟିମ୍ ଓ ଶ୍ରମିକ ଗାତରୁ ବାହାରକୁ ଆସିବାକୁ ପଡିଲା,  କାରଣ ଯଦି ଭିତରକୁ ଯିବାକୁ ଚେଷ୍ଟା କରିଥାନ୍ତେ , ତେବେ ବୋଧେ ଶ୍ରମିକ କିମ୍ବା ଟିମ୍ କେଉଁ ସଦସ୍ୟ ନିଜ ଜୀବନ ହାରିଥାନ୍ତେ , ଏହି ଖୋଦାନରେ ବୈଜ୍ଞାନିକ ଏକ କଥା ସୁଚନା ପାଇଲେ କି ପୃଥିବୀ ଭିତରକୁ ଯିବାବେଳେ ତାପମାନ ବହୁତ ଅଧିକା ହୋଇଥାଏ,  ଆପଣଙ୍କୁ କହିଦେବୁ କି ଖଣିଜ ପଦାର୍ଥ ବି ପୃଥିବୀର ଗଭୀରତାରେ ମିଳିଥାଏ,  ଯାହାକୁ ଖୋଳିକରି ବାହାର୍ କରାଯାଏ , ଏହାପରେ ଏହାର ସୋଧନ କରାଯାଈଥାଏ, ତାପରେ ଯାଇକରି ଏହା ବ୍ୟବହାର ଉପଯୋଗୀ ହୋଇଥାଏ ।

 

 

Leave a Reply

Your email address will not be published. Required fields are marked *