June 20, 2025

Odia Express

Here, There and Everywhere

୧୧ ଘଣ୍ଟା ପର୍ଯ୍ୟନ୍ତ ହାତି କାନ୍ଦି କାନ୍ଦି ମାଟି ଖୋଳୁଥିଲା , ଯେବେ ସାମ୍ନାରେ ଆସିଲା ସତ୍ୟତା ତ ସମସ୍ତଙ୍କ ଆଖିରେ ଲୁହ ଆସିଗଲା…

ଏହି ପୋଷ୍ଟରେ ଆମେ ଆପଣଙ୍କୁ ସୋସିଆଲ୍ ମିଡିଆର ଗତ  କିଛି ଦିନରୁ ଏକ ଷ୍ଟୋରୀ ପୋଷ୍ଟ କରାଯାଉଛି  ଏହି ଫଟୋକୁ ବହୁତ ସେୟାର୍ କରାଯାଊଛି , ଏହି କାହାଣୀ ଏକ ମାଇ ହାତୀର ଅଟେ ଯାହାକି ଆପଣ ଏହି ଫଟୋରେ ଦେଖିପାରୁଥିବେ କି ଏକ ମାଇ ହାତୀ ମାଟି ଖୋଳୁଛି , ପୁରା ମାମଲା ଜାଣିଲେ ଆପଣ ନିଶ୍ଚିତ କହିବେ କି ନିଜ ଛୁଆଙ୍କର ମା ର କିପରି ଚିନ୍ତା ରହିଥାଏ , ସେ ମଣିଷ ହେଉ କିମ୍ବା ପଶୁ ।ଏହା ଏକ ଏମିତି ମାଇ ହାତୀର କାହାଣୀ ଅଟେ ଯାହା ଗାତରେ ପଡିଥିବା ନିଜ ଛୁଆକୁ ବଞ୍ଚାଇବାପାଇଁ ମାଟି ଖୋଳୁଥିଲା<  କୁହାଯାଉଛି କି ଏହି ହାତି ଗତ ଦିନରେ ନିଜ ଛୁଆ ସହ୍ ଜଙ୍ଗଲ ଅତିକ୍ରମ କରୁଥିଲା,  ତେବେ ତାର ଛୁଆ ଏକ ଗାତରେ ପଡିଗଲା , ଓ ଗାତଟି ବହୁତ ଗଭୀର ଥିଲା,  ହାତିର୍ ଛୁଆଟିର ଉଚ୍ଚତା ବହୁତ କମ୍ ଥିଲା

ଏହି କାରଣରୁ ସେ ସେହି ଗାତରୁ ଉପରକୁ ଉଠିପାରିଲା ନାହିଁ , କିନ୍ତୁ ତାହାକୁ ବାହାର କରିବାପାଇଁ ହାତିଟି ବହୁତ ସଂଘର୍ଷ କରିଥିଲା,  କୁହାଯାଉଛି କି ସେ ଲଗାତାର ବିନା ଅଟକି ୧୧ ଘଣ୍ଟା ଗାତ ଖୋଳିପକାଇଥିଲା,  କିନ୍ତୁ ଏହି ମଧ୍ୟରେ ତାର ଏହି ପରିଶ୍ରମ ବହୁତ ଓଲଟା ହୋଇଥିଲା,  କାରଣ ସେ ଭୟଭୀତରେ ହାତି ନିଜ ଛୁଆ ଉପରେ ମାଟି ପକାଉଥିଲା,  ଅସଫଳ ନ ହେବା ସତ୍ତ୍ୱେ ବି ସେ ନିଜ ପ୍ରୟାସ ଜାରି ରଖିଥିଲା । ଓ ଏହି ପ୍ରୟାସ ସେ ସକାଳ ଯାଏଁ ଜାରିରଖିଥିଲା, କିନ୍ତୁ ସେ ନିଜ ଛୁଆକୁ ବାହାରକୁ ବାହାର କରିପାରିଲା ନାହିଁ , ଯାହା ଦ୍ୱାରା ସେ ନିରାଶା ହୋଇ ଥକି ଗଲା , ଓ କାନ୍ଦିବାକୁ ଲାଗିଲା,  ହାତୀଟିର୍ କାନ୍ଦ ଏତେ ଅଧିକା ଥିଲା କି ତାର ଆବାଜ୍ ଶୁଣିକରି ଆଖପାଖରେ ଲୋକେ ସେଠାରେ ପହଞ୍ଚିଲେ , ଗାଁଲୋକେ ଏହି ନଜାରା ଦେଖି ବୁଝି ପାରିଲେ କି ଏହା ଏକ ମା ର କରୁଣ କାନ୍ଦର ଚିତ୍କାର ଅଟେ ।

ଏହି ମଧ୍ୟରେ ଗାଁ ଲୋକେ ମାଇ ହାତୀଟିକୁ ଖାଇବାକୁ କଦଳି ଦେଲେ ଯାହା ଦ୍ୱାରା ତାର ଧ୍ୟାନ ହଟିଯାଉ , ଯେପରି ହାତିର ନଜର ହଟିଗଲା ତେବେ ଗାଁ ଲୋକେ ଛୁଆକୁ ନିରାପଦରେ ବାହାର କରିଦେଲେ । ଏହି ମାମଲା କେଉଁଠିକାର ଅଟେ ଏହି କଥାର କିଛି ଖାସ୍ ସୁଚନା ନାହିଁ ,

Leave a Reply

Your email address will not be published. Required fields are marked *