ଯଦି ଆପଣ କିମ୍ବା ଆପଣଙ୍କ ବନ୍ଧୁ S ନାଁରୁ ଅଛନ୍ତି ଯାହାଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି , ତେବେ ପଢନ୍ତୁ ଏହି ଖବର ଓ ଜାଣନ୍ତୁ ତାଙ୍କ ବିଷୟରେ ଏହି ବିଶେଷ ଗୁଣ…
1 min readS ନାମକ ବ୍ୟକ୍ତି : ନାଁର ଅକ୍ଷରରୁ ବହୁତ କିଛି ଜଣାପଡିଯାଏ , ଯେଉଁଥିରେ ଆପନଙ୍କ ସ୍ୱଭାବ ଜଣାପଡିଥାଏ , ବହୁତଥର ଶୁଣିଥିବେ କି କିମ୍ବା ଅନୁଭବ୍ କରିଥିବେ କି ଗୋଟେ ହିଁ ନାଁରୁ ଅକ୍ଷର ବାଲା ଲୋକଙ୍କ ସମାନତା ଅନୁଭବ ହୋଇଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଅକ୍ଷର ବିଷୟରେ କହିବୁ , ଯାହାଙ୍କ ସହ ଯୋଡି ହୋଇଥିବା ଲୋକ ଜୀବନରେ କେବେ ହାର୍ ମାନିନାହାନ୍ତି , କିଛି ଅକ୍ଷର ଏପରି ହୋଇଥାଏ , ଯାହା ବହୁତ ପ୍ରଭାବଶାଳୀ ହୋଇଥାନ୍ତି , ଏମିତିରେ ଆଜି ଆମେ ଆଜି ଜଣାଇଦେବୁ ନାଁର ପ୍ରଥମ ଅକ୍ଷର ତାର ପରିଚୟ ହୋଇଥାଏ , ଯଦି ଆପଣଙ୍କୁ କିଛି ଏପରି ଶୁଣିବାକୁ ମିଳେ , ତେବେ ତହା ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଯାଏ , ଓ ତାଙ୍କ ବିଷୟରେ ଜାଣୀବାକୁ ଇଛା ହୋଇଯାଏ , ଜ୍ୟୋତିଷ୍ୟ ମୁତାବିକ ନାଁ ଆମର ଜୀବନରେ ବହୁତ ପ୍ରଭାବ ପକାଇଥାଏ । S ବାଲା ବ୍ୟକ୍ତିଙ୍କ ଏକ ଅଙ୍କ ହୋଇଥାଏ , ଏମିତିରେ ଅଙ୍କ ବହୁତ ପ୍ରଭାବଶାଳି ହୋଇଥାଏ, କହିଦେବୁ କି ଶାସ୍ତ୍ରର ମୁତାବିକ , ବହୁତ ଲୋକ ଅଲଗା ଲୋକଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ,
୧) ଜନ୍ମରୁ ନେତା କିମ୍ବା ସଫଳ ବିଜନେସ୍ ମ୍ୟାନ୍ : ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି , ଏମାନଙ୍କୁ ପଇସା ଓ ନାଁ କମାଇବା ଜନ୍ମରୁ ହୋଇଥାଏ , ଏମାନେ ସଫଳ ବିଜନେସ୍ ମ୍ୟାନ୍ ହୋଇଥାନ୍ତି ।
୨) ବିଶ୍ୱାସୀ : ଏମାନେ କେବେ ଧୋକା ଦିଅନ୍ତି ନାହିଁ , ବହୁତ ଅଧିକା ରୋମାଣ୍ଟୀକ୍ ହୋଇଥାନ୍ତି , ଏହା ଛଡା ବହୁତ କଥା ତାଙ୍କ ହୃଦୟରେ ହୋଇଥାଏ , ଓ କେବେ କଥା ମୁହଁରେ ଆସିଯାଏ ।
୩) ନିଜ ଫିଲିଙ୍ଗ୍ସ ଲୁଚାଇବା : ଏମନେ ନିଜ ଫିଲିଙ୍ଗ୍ସ ଲୁଚାଇଥାନ୍ତି ଏମାନଙ୍କୁ ଅନ୍ୟମାନଙ୍କ ଚିନ୍ତା ହୋଇଥାଏ , ନିଜ ଫିଲିଙ୍ଗ୍ସକୁ କାହାକୁ କହନ୍ତି ନାହିଁ ।
୪) ଇମାନଦାରୀ ହୋଇ ସାଥ୍ ରହିବା : ଏମାନେ ଯାହା ସହ ବନ୍ଧୁତା କରନ୍ତି ତାଙ୍କ ସାଙ୍ଗ ଛାଡନ୍ତି ନାହିଁ , ଓ ସୁଖ ଦୁଃଖରେ ସାଥିରେ ରୁହନ୍ତି , ଏତିକି ନୁହେଁ , ଅନ୍ୟଙ୍କ ସାହାଯ୍ୟ କଇର୍ବା ଏମାନଙ୍କୁ ଅଧିକା ପସନ୍ଦ କରିଥାନ୍ତି ।
୫) ବହୁତ ଅଧିକା ରାଗ ଆସିବା : ଏମାନେ ଛୋଟ ଛୋଟ କଥାକୁ ରାଗିବସନ୍ତି , ଯାହାର କାରଣରୁ ଲୋକେ ଦୁରେଇଯାଆନ୍ତି , କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି , ତାହା ସହ ରାଗରେ ନିଜର ନିୟନ୍ତ୍ରଣ ହରାଇଦିଅନ୍ତି ।
୬) ଆତ୍ମବିଶ୍ୱାସର ଭରପୁର୍ : ଏହି ଲୋକଙ୍କର ମଧ୍ୟରେ ଆତ୍ମବିଶ୍ୱାସ ଦେଖିବାକୁ ମିଳେ , ଆତ୍ମବିଶ୍ୱାସ କାରଣରୁ ଲମ୍ବା ଓ ଉଚ୍ଚା ଲକ୍ଷ୍ୟ ତୟ କରନ୍ତି , ତାହା ସହ ଆତ୍ମବିଶ୍ୱାସ କାରଣରୁ ଅନ୍ୟଙ୍କ ସହ ଠିଆ ହୁଅନ୍ତି ,
୭) ପରିଶ୍ରମ ଉପରେ ବିଶ୍ୱାସ କରିବା : ଏମାନେ ନିଜ ଭାଗ୍ୟରୁ ଅଧିକା ପରିଶ୍ରମ ଉପରେ ବିଶ୍ୱାସ କରନ୍ତି , ଯାହା କାମ ହାତକୁ ନିଅନ୍ତି , ତାହାକୁ ପୁରା କରି ଦମ୍ ନିଅନ୍ତି , ଏମିତି ଅଧିକା ପରିଶ୍ରମ କରିବାକୁ ପଡିଥାଏ, କିନ୍ତୁ ସେମାନେ ସଫଳତା ହାସିଲ୍ କରନ୍ତି ,
ଏମାନଙ୍କ ଗୁଣ ଓ ଦୋଷ -୧ “ କିତାବି ଜ୍ଞାନ ସହ ବୈବାହାରିକ ଜ୍ଞାନ ବି ହୋଇଥାଏ, ଏମାନେ ବହୁତ ଭଲ ସଂମ୍ପର୍କ ସ୍ଥାପନ ଓ ବନ୍ଧୁତା କରନ୍ତି , ଓ ଏମାନଙ୍କୁ ଜଣାଥଏ କି କାହା ସହ କିପରି ବ୍ୟବହାର କରିବା ଉଚିତ୍ ହେବ , ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଏମାନେ କଥାରେ ଏତେ ଧନୀ ହୋଇଥାନ୍ତି , ଯାହା କି ସାମ୍ନା ବାଲା ଲୋକ ଆକର୍ଷିତ ହୋଇଯାଆନ୍ତି , ଏହା କେଉଁ ବ୍ୟକ୍ତିର କଥାକୁ ନିଜ ବନ୍ଧୁ ବୋଲି ଭାବନ୍ତି , ଏମାନେ ଯେଉଁଠି ଜ୍ଞାନ ପାଆନ୍ତି ସେଠାରୁ ହାସିଲ୍ କରିବାକୁ ଉଦ୍ୟମ କରନ୍ତି , କେଉଁ ପ୍ରକାରର ଜ୍ଞାନ ସିଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ , ଓ କିଛି ନୁଆ କାମ କରିବା ଦ୍ୱାରା ଡରନ୍ତି ନାହିଁ ।
ଗୁଣ ଦୋଷ -୨ ଏହି ବ୍ୟକ୍ତିମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି , ଏମାନେ ସହଜରେ କାହାକୁ ବି ଇମ୍ପ୍ରେସ୍ କରିଦିଅନ୍ତି ଏମାନଙ୍କ ହୃଦୟ ସଫା ହୋଇଥାଏ ଏମାନେ କିଛି ବି ଲୁଚାନ୍ତି ନାହିଁ , ଏମାନେ ରାଗରେ ସତ ହୀଁ କହିଥାନ୍ତି , ସତ୍ୟ ଓ ନିଜ ସିଦ୍ଧାନ୍ତରେ କାହାକୁ ବି ଲଢିବାର ସାହାସ ରଖନ୍ତି , ଏମାନଙ୍କୁ ସତ୍ୟତା ପସନ୍ଦ ହୋଇଥାଏ ।
ଗୁଣଦୋଷ -୩ “ ଏମାନେ ନିଜକୁ ସବୁଠାରୁ ଶ୍ରେଷ୍ଠ ମନେ କରନ୍ତି, ଏମାନେ କାହାର ଡୋରରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ , ସାମାଜିକ ଜୀବନରେ ହସମୁଖ ଓ ମିଳନସାର ହୋଇଥାନ୍ତି , ଏହି ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି , ନିଜ କାର୍ଯ୍ୟକୁ ନିଜେ କରିବାକୁ ପସନ୍ଦ କରନ୍ତି , କେଉଁ ବି ପରିସ୍ଥିତିରେ ଲୋକ ବହୁତ ଯତ୍ନବାନ ହୋଇଥାନ୍ତି , ଏମାନେ ନିଜ ଜୀନିଷକୁ ସେୟର୍ କରିବା ପସନ୍ଦ ହୋଇନଥାଏ, ଏମାନେ ନିଜ ମନରେ ସତ କଥା ଖୋଲି କହିଦିଅନ୍ତି ,
ଏମାନେ ଯାହାଙ୍କୁ ଭଲ ପାଆନ୍ତି ତାହାକୁ ହୃଦୟରୁ ଭଲ ପାଆନ୍ତି , ଓ ପ୍ରେମରେ ପସିବା ପୂର୍ବରୁ ଭାବିବି ଥନ୍ତ୍ , ବିବାହିତ ଜୀବନରେ ଏମାନେ ସନ୍ତୁଳନ ରଖନ୍ତି , ନିଜ ପାର୍ଟନରଙ୍କୁ ନିଜ ତଳରେ ରଖିବା ପସନ୍ଦ କରନ୍ତି , , ଯାହାର କାରଣରୁ ଦାମ୍ପତ୍ୟ ଜୀବନର୍ ତାଲମେଳ କମି ହୋଇଥାଏ , ଏହି କଥା ମହିଳାଙ୍କୁ ଉପରେ ଲାଗୁହୋଇଥାଏ
ବିବାହର ପରେ ମହିଳାଙ୍କୁ ଅଧିକା ପ୍ରକାରର କଠିନତା ସାମ୍ନା କରିବାକୁ ପଡିଥାଏ , ଯେବେ କି ପୁରୁଷଙ୍କ ଜୀବନ ବିବାହ ପରେ ଅଧିକା ସୁଖମୟ ହୋଇଥାଏ ।