February 5, 2025

Odia Express

Here, There and Everywhere

ବିନା ଟିକେଟ୍ ରେ ଟ୍ରେନ ରେ ଯାତ୍ରା କରୁଥିଲେ ଯଦି ଧରା ପଡିଯାଆନ୍ତି ଟିଟିଆଇ ହାତରେ ତେବେ ଭୟଭୀତ ହୁଅନ୍ତୁ ନାହିଁ କରିନିଅନ୍ତୁ ଏହି ସହଜ କାମ…

ଭାରତୀୟ ରେଳ ସେବା ବିଷୟରେ ଆପଣ ମାନେ ଜାଣିଥିବେ ଓ ଶୁଣିଥିବେ ମଧ୍ୟ, ଭାରତରେ ଅଧାରୁ ଅଧିକ ଟ୍ରେନ୍ ରେ ଯାତ୍ରା କରନ୍ତି , ଓ ଆସିବା ଦିନରୁ ଭାରତୀୟ ରେଳ ସହ ଯୋଡି ହୋଇଥିବା ବହୁତ ସାରା ଖବର ଆସିଥାଏ , ସେମିତି ବହୁତଥର ଆପଣ ଶୁଣିଥିବେ କି ବହୁତ ଲୋକ ଟ୍ରେନ୍ ରେ ହଡବଡିରେ ଟିକେଟ୍ ନ କରିବା ଯୋଗୁଁ ହଇରାଣ ହୋଇଛନ୍ତି , ଯାହାର କାରଣରୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କେବେ କିଏ ଲମ୍ବା ଯାତ୍ରାରେ ଯାଇଥିବେ ତେବେ ତାଙ୍କ ପାଖରେ ଟିକେଟ୍ ନଥିଲେ ତାହା ଏକ ଗମ୍ଭୀର ସମସ୍ୟା ହୋଇଯାଏ , ଏମିତି ବହୁତଥର ହୋଇଛି ଯେବେ ଲୋକେ ଟିକେଟ୍ ନକରି ଡରିଯାଇଛନ୍ତି , ଓ ଏହି କାରଣରୁ ଟିଟିଆଇ ଟିକେଟ୍ ଚେକ କଲେ ସେମାନେ ଚିନ୍ତିତ ହୋଇଯାଆନ୍ତି , ଯାହାର୍ କାରଣରୁ ଯାତ୍ରୀଙ୍କୁ ଟିକେଟ୍ ପାଇଁ ଜୋରିମାନା ଭରିବାକୁ ପଡିଥାଏ ,

ହଁ ଆଜ୍ଞା ଏମିତି ବହୁତ ସାରା ମାମଲା ଆଗରୁ ହୋଇସାରିଛି କିନ୍ତୁ ଆମେ ଯେଉଁ ଉପାୟ କହିବୁ ତାହା ଭବିଷ୍ୟତରେ କେବେ ହେବାର ଦେଖିବାକୁ ପାଇବେ ନାହିଁ , ଯଦି ଆପଣଙ୍କୁ ଟିକେଟ୍ ନ ମିଳିବ ତେବେ ଡରିବେ ନାହିଁ , ଟ୍ରେନରେ ଯାତ୍ରା ଯଦି କରୁଛନ୍ତି ତେବେ ଏହି ମହତ୍ତ୍ୱପୁର୍ଣ୍ଣ ବିଷୟରେ ଜାଣିନିଅନ୍ତୁ , ଯଦି ଆପଣ ବିନା ଟିକେଟ୍ ରେ ବି ଯାଉଛନ୍ତି ତେବେ ଟିଟିଆଇ ଆପଣଙ୍କୁ ଅଧା ରାସ୍ତାରୁ ଓହ୍ଲାଇପାରିବ ନାହିଁ  ବରଂ ଆପଣଙ୍କୁ ଏହାର ସମାଧାନର ରାସ୍ତା କହିଦେବ , ଏହା ପୁଣି ରେଲୱେ ନିୟମ ଅଧିନସ୍ଥ ।

ଜାଣିନିଅନ୍ତୁ ଏହି ମହତ୍ତ୍ୱପୁର୍ଣ୍ଣ ନିୟମଗୁଡିକ ବିଷୟରେ :୧) ଯଦି ଆପଣଙ୍କୁ ଏବେ ପର୍ଯ୍ୟନ୍ତ ଯେଉଁ ସୁବିଧା ଟ୍ରେନ୍ ଯାତ୍ରା କରୁଥିବା ସମୟରେ ବୟସ୍କ ଓ ଦିବ୍ୟାଙ୍ଗ ଙ୍କୁ ମିଳୁଛି , ତାହା ଏବେ ଯୁବାଙ୍କୁ ମିଳିପାରିବ , ହଁ ଆଜ୍ଞା ଏବେ ଭାରତୀୟ ରେଲୱେ ବେରୋଜଗାର ଲୋକଙ୍କୁ ବିଶେଷ ରିହାତି ପ୍ରଦାନ କରିବ ।

୨) ଆପଣଙ୍କୁ ଏହା ବି କହିଦେବୁ କି ସାମ୍ବଧାନିକ ନିକାୟ, ମ୍ୟୁନିସିପଲ୍ କର୍ପୋରେସନ୍ , ଗର୍ଭମେଣ୍ଟ ଅଣ୍ତରଟେକିଙ୍ଗ୍ , ୟୁନିଭରସିଟି କିମ୍ବା ପବ୍ଲିକ୍ ସେକ୍ଟର୍ ବଡି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଊଥିବା ଯୁବାଙ୍କୁ ରେଲୱେ ଟିକେଟ୍ ୫୦ ପ୍ରତିଶତ ଛାଡ ମିଳିବ ,

୩) ସେମିତି ଆପଣଙ୍କୁ କହିଦେବୁ କି ସରକାର ଏବେ ଯୁବାଙ୍କ ପାଇଁ ନୁଆ ସୁବିଧା ଦେଇଛନ୍ତି , ଯିଏ ବେରୋଜଗାର ଅଛନ୍ତି , ତାଙ୍କୁ ଚାକିରି ପାଇଁ ଇଣ୍ଟରଭ୍ୟୁରେ ସ୍ଲିପର୍ କ୍ଲାସ୍ ଟିକେଟ୍ ରେ ୫୦ ଓ ସେକେଣ୍ତ କ୍ଲାସ୍ ଟିକେଟ୍ ରେ ୧୦୦ ପ୍ରତିଶତ ଛାଡ ମିଳିଛି ।

୪) ଏହା ଛଡା ଆହୁରି କହିଦେବୁ କି ଯଦି ଆପଣ ବ୍ୟସ୍ତତାପୁର୍ଣ୍ଣ ହୋଇ ଟିକେଟ୍ ଆଣିବା ଭୁଲିବି ଗଲେ ତେବେ ଟ୍ରେନ୍ ଟିଟିଆଇଙ୍କୁ ଟିକେଟ୍ କରିଦେବ , ଯାହାପାଇଁ ତାଙ୍କୁ ହ୍ୟାଣ୍ତ ହେଲଡ୍ ମେସିନ୍ ସରକାର ଦେଇଛନ୍ତି , ସେ ଟ୍ରେନ୍ ରେ ଯାତ୍ରୀଙ୍କ ପାଇଁ ଟିକେଟ୍ କାଟିକରି ଦେବେ , ହଁ ଆଜ୍ଞା ଏହା ଆପଣଙ୍କ ପାଇଁ ସୁବିଧା ଜନକ ହୋଇପାରିବ ,

୫) ଏହା ଛଡା ଯେଉଁ କେବେ ରିଜରଭେସନ୍ କିମ୍ବା ୱେଟିଙ୍ଗ୍ କ୍ଲିୟର୍ ହୋଇନି ତେବେ ଆପଣ ଚାହିଁଲେ ଟିଟିଆଇ ପାଖକୁ ଯାଇକରି ଟିକେଟ୍ ଖାଲି ସିଟ୍ ର ସୁଚନା ନେଇ କନଫର୍ମ କରାଇପାରିବେ , ଏମିତି କରିଲେ ଏକ ବର୍ଥ ମିଳିଯିବ , ଯାହା ଦ୍ୱାରା ଯାତ୍ରୀ ସୁଖଦ ଯାତ୍ରା କରିବାରେ ଅସୁବିଧା ହେବ ନାହିଁ ।ତେବେ ଏହା ଖରାପ ଉଦେଶ୍ୟ ରେ ବ୍ୟବହାର ନ କରିବା ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *