ବର୍ତ୍ତମାନର ତାଜା ଖବର – ଏହି ବଡ ଖେଳାଳୀଙ୍କୁ ଗୁଳି ମାରି ହତ୍ୟା କରାଗଲା , ଶୋକରେ ଡୁବିଲା ସାରା ଭାରତ – ଦେଖନ୍ତୁ କିଏ ସେ ମହାନ ଖେଳାଳି…
ଯେପରି କେଉଁ ଖେଳାଳୀଙ୍କ ନିଧନ ହୋଇଥାଏ ତେବେ ଖେଳ ଜଗତରେ ଶୋକର ଛାୟା ଖେଳିଯାଏ , ଯଦି କେଉଁ ଖେଳାଳୀର ମୃତ୍ୟୁ ଅପମୃତ୍ୟୁ ରୁପେ ହୋଇଥାଏ ତେବେ ଲୋକଙ୍କୁ ବହୁତ ଫରକ ପଡିଥାଏ , ସେମିତି ଟିକିଏ ଭାବନ୍ତୁ ଯେବେ କେଉଁ ଖେଳାଳୀଙ୍କ ହତ୍ୟା କରିଦିଆଯାଏ ତେବେ ଦେଶ ପାଇଁ କେତେ ଲଜ୍ଜାଜନକ ହୋଇପାରେ , ଆସନ୍ତୁ ଆପଣଙ୍କୁ କହିବୁ କେଉଁ ଖେଳାଳୀଙ୍କ ହତ୍ୟା କରାଗଲା ଓ କଣ ପାଇଁ , ଆସନ୍ତୁ ଜାଣିବା ।ରାଷ୍ଟ୍ରିୟ ସ୍ତରର ହକି ଖେଳାଳୀ ଓ ତାଙ୍କର ବନ୍ଧୁ ଏଠାରେ ବୁଧବାରକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଙ୍କ ଗୃହନଗର ପଟିଆଲା ରେ ବନ୍ଧୁଙ୍କ ଦ୍ୱାରା ଗୁଳି ମାରି ହତ୍ୟା କରିଦିଆଗଲା,
ପିଡୀତଙ୍କ ପରିଚୟ ଅମରିକ ସିଂ ଓ ସିମରନଜିତ୍ ସିଂ ରୁପରେ କରାଯାଈଛି , ଯାହା ପଞ୍ଜାବର ରାଜ୍ୟ ପାୱାର୍ କର୍ପୋରେସନ୍ ଲିମିଟେଡ୍ ରେ ପଦସ୍ଥ ଥିଲେ , ଘଟଣା ସଂବନ୍ଧରେ ଭାରତୀୟ ଦଣ୍ତସଂହିତା ଆଇପିସି ଧାରା ୩୦୨ ଦ୍ୱାରା ମାମଲା ଦର୍ଜ କରାଯାଈଛି ।
ପୋଲିସ୍ ମୁତାବିକ ଏହି ଦୁହେଁ ମନୋଜ କୁମାର ଓ ତାଙ୍କ ପୁଅ ସହ ଶତ୍ରୁତା ଥିଲା , ଓ ଦୁହେଁ ମନୋଜ ତଥା ତାଙ୍କ ପୁଅକୁ ମାରିଥିଲେ ଏହାପରେ ମନୋଜ ନିଜ ରାଇଫଲ୍ ନେଇକରି ଘରକୁ ଯାଇଥିଲା ଓ ଅମେରିକ ତଥା ସିମରନଜିତ୍ ଙ୍କୁ ଗୁଳି ମାରିଦେଲେ , ଯେଉଁଥିରେ ଦୁହେଁ ମଉକାରେ ମୃତ୍ୟୁ ହୋଇଯାଇଥିଲା ।