October 17, 2024

Odia Express

Here, There and Everywhere

ଗୋଟେ ବାପା ଓ ଝିଅର ସଂମ୍ପର୍କର କାହାଣୀ , ଜାଣିଲେ ଆପଣଙ୍କ ଆଖିରୁ ଆସିଯିବ ଲୁହ…

1 min read

ଆଜି ପୁନମ୍ ଲଭ୍ ମ୍ୟାରେଜ୍ କରି ନିଜ ବାପାଙ୍କ ପାଖକୁ ଆସିଲା , ଓ ନିଜ ବାପାକୁ କହିବାକୁ ଲାଗିଲା ମୁଁ ନିଜ ପସନ୍ଦର ପୁଅକୁ ବିବାହ କରିନେଇଛି , ତା ବାପା ବହୁତ ରାଗରେ ଥିଲେ , ସେ ବହୁତ ବିଚାରବାଦି ବ୍ୟକ୍ତି ଥିଲେ,  ସେ ଖାଲି ନିଜ ଝିଅକୁ ଏତିକି ନୁହେଁ ଘରୁ ବାହାରିଯାଅ , ଝିଅ  କହିଲା ଏବେ ମୋର ସ୍ୱାମୀ ପାଖରେ କିଛି କାମ ନାହିଁ , ମୋତେ ରହିବାକୁ ଦିଅନ୍ତୁ , ଆମେ ଚାଲିଯିବୁ ତାର ବାପା ଗୋଟେ କଥା ଶୁଣିଲେ ନାହିଁ , ଓ ଘରୁ ବାହାର କରିଦେଲେ ।କିଛି ବର୍ଷ କଟିଗଲା ଏବେ ପୁନମ୍  ବାପା ଆଉ ରହିଲେ ନାହିଁ  ଓ ଦୁର୍ଭାଗ୍ୟବଶତଃ ଯେଉଁ ପୁଅ ପୁନମ୍ ବିବାହ କରିଥିଲା , ସେ ତାକୁ ଧୋକା ଦେଇକରି ପଳେଇ ଗଲା,  ପୁନମ୍ ର ଗୋଟେ ଝିଅ ଓ ଏକ ପୁଅ ଥିଲା , ପୁନମ୍ ନିଜର ଏକ ରେଷ୍ଟୁରାଣ୍ଟ ଚଲାଉଥିଲେ,  ଯେଉଁଥିରେ ଜୀବନଯାପନ ହେଉଥିଲା,  ପୁନମ୍ କୁ ଯେବେ ଖବର ପାଇଲେ କି ତାଙ୍କ ବାପା ଆଉ ଦୁନିଆଁରେ ନାହାନ୍ତି ତେବେ ସେ ଭାବିଲେ କି ଭଲ ହେଲା ମୋତେ ଘରୁ ତଡିଦେଇଥିଲେ,

ମୋର ସ୍ୱାମୀ ଛାଡିଯିବାପରେ ମୋତେ ଘରକୁ ଡକାଇଲେ ନାହିଁ , ତେବେ ମୁଁ ତାଙ୍କର ଅନ୍ତିମ ଯାତ୍ରାରେ ଯିବିନି , ତାଙ୍କର ଦାଦା କହିଲେ ପୁନମ୍ ଯାଇପଳେଇ ଆସ, ଯିବା ଲୋକ ଚାଲିଗଲା ତେବେ ତାଙ୍କ ସହ କି ଶତ୍ରୁତା , ପୁନମ୍ ପୁର୍ବରୁ ନା କରିଦେଇଥିଲା , ଓ ତାପରେ ସେ ଭାବିଲା ଚାଲ ବୁଲି ଆସିବି , ଯିଏ ମୋତେ ପ୍ରତାରଣା କରିଥିଲେ , ସେ ମରିବାପରେ କିପରି ଭଲରେ ରହିପାରିବେ , ପୁନମ୍ ଯେବେ ନିଜ ବାପାଙ୍କ ଘରକୁ ଆସିଳା ଏବେ ସବୁ ଅନ୍ତିମ ଯାତ୍ରାର ପ୍ରସ୍ତୁତି କରୁଥିଲେ,  କିନ୍ତୁ ପୁନମ୍ ମରିବାରେ କେହି ଦୁଃଖି ନଥିଲେ , ଖାଲି ସେ ନିଜ ତା ଦାଦା କହିବା ଦ୍ୱାରା ସେ ଆସିଥିଲା

ଏବେ ପୁନମ୍ ଙ୍କ ବାପା ଅନ୍ତିମ ଯାତ୍ରା ଆରମ୍ଭ ହୋଇଗଲା,  ପୁନମ୍ ଦୁରରେ ଠିଆ ହୋଇଥିଲା,  ଯେପରି ସବୁ କାର୍ଯ୍ୟ ଶେଷ ହୋଇଗଲା , ଆଜିଲ୍ ପୁନମ୍ ଙ୍କ ୧୩ ତମ ଶ୍ରାଦ୍ଧ ଥିଲା,  ତାର ଦାଦା ଆସିଲେ ଓ ପୁନମ୍ ଙ୍କ ହାତରେ ଏକ ଚିଠି ଦେଇକରି ସେ ପୁନମ୍ କୁ କହିଲେ କି ତୋ ବାପା ଏଇଟା ଦେଇଛନ୍ତି , ହୋଇ ପାରିବ ଯଦି ନିଶ୍ଚିତ ଥରେ ପଢିନେବ , ରାତି ହୋଇସାରିଥିଲା,  ଓ ସବୁ ଅତିଥି ଆସିସାରିଥିଲେ,  ପୁନମ୍ ସେହି ଚିଠିକୁ ବାହାର କଲେ ଓ ପଢିବାକୁ ଲାଗିଲା , ସେହି ଚିଠିରେ ସବୁଠାରୁ ପ୍ରଥମେ ଲେଖାଥିଲା କି ମୋର ସୁନ୍ଦର ଝିଅ ମୋତେ ଜଣା ଅହି କି ତୁମେ ମୋତେ ନାରାଜ୍ ଅଛ , କିନ୍ତୁ ନିଜ ବାପାକୁ କ୍ଷମା କରିଦେବ , ତୁମେ ମୋତେ ଘରୁ ବାହାର କରିଦେଲ , ତୁମର ପାଖରେ ରହିବାକୁ ଜାଗା ନଥିଲା , ତୁମେ ବାର ଦୁଆର ବୁଲୁଥିଲ,  ମୁଁ ଉଦାସ ଥିଲି ,ତୁମକୁ କିପରି କହିବି ମନେ ଥିବ ତୁମେ ଯେବେ ୫ ବର୍ଷର ଝିଅ ଥିଲ ତେବେ ତୁମ ମା ଆମକୁ ଛାଡି ଚାଲିଯାଇଥିଲା,

ତୁମେ କେତେ କାନ୍ଦିଥିଲ , ମୋର ବିନା ଶୋଇପାରୁନଥିଲ,  ଉଠିକରି ରାତିରେ କାନ୍ଦୁଥିଲ  ତେବେ ସେହି ସମୟରେ ମୁଁ ତୁମ ସହ ଚେଇଁ ରହୁଥିଲି , ତୁମେ ସ୍କୁଲ୍ ଯିବାବେଳକୁ ଡରୁଥିଲ , ତେବେ ସେହି ସମୟରେ ସ୍କୁଲ୍ ର ଝରକା ପାଖରେ ମୁଁ ଠିଆ ହୋଇ ରହୁଥିଲି , ଓ ଯେପରି ସ୍କୁଲ୍ ରୁ ବାହାରକୁ ଆସୁଥିଲ , ମୁଁ ତୁମକୁ କୋଳେଇ ନେଉଥିଲି , ସେ କଞ୍ଚା ପକା ଖାଇବା ମନେ ଅଛି , ଯାହା ତୁମକୁ ପସନ୍ଦ ଆସୁନଥିଲା,  ପକାଇଦେଉଥିଲ ତମେ ତୁମପାଇଁ ମୁଂ ଖାଇବା ତିଆରି କରୁଥିଲି , ଯାହା ଦ୍ୱାରା ତୁମେ ଭୋକିଲା ରହିବ ନାହିଁ , ମନେ ଅଛି ତୁମକୁ ଯେବେ ଥରେ ଜ୍ୱର ଆସିଥିଲା,  ତୁମ ପାଖରେ ସାରା ଦିନ ବସି ରହିଥିଲି , କାନ୍ଦୁଥିଲି ଓ ହସୁଥିଲି , ଯାହା ଦ୍ୱାରା ତୁମେ କାନ୍ଦିବନି , ତୁମେ ପ୍ରଥମେ  ହାଇସ୍କୁଲ୍ ପରିକ୍ଷାରେ ରାତିସାରା ପଢୁଥିଲ,  ଓ ମୁଁ ତୁମକୁ ରାତିସାରା ଚାହା କରିଦେଇଥିଲି , ଓ ତୁମର ପ୍ରଥମ ଜିନ୍ସ ଓ ଛୋଟ କପଡା ସେ ଗାଡି,  ସବୁ କଲୋନିଏକ ତରଫରେ ଥିଲା,  କି ଏହା ସବୁ କିଛି ବି ହେବନି  ଝିଅ ମାନେ ଛୋଟକପଡା ପିନ୍ଧିବେ ନାହିଁ , କିନ୍ତୁ ମୁଁ ତୁମ ସହ ଥିଲି ,

କି ତୁମ ଖୁସିରେ କେହି ବି ବାଧା ଦିଅନ୍ତୁ ନାହିଁ  ତୁମେ ସେ ରାତିରେ ଅଧିକା ଡେରିରେ ଆସିବା ଓ ମଝିରେ ମଝିରେ ମଦ ପିଇବା , ଡିସ୍କୋ ଯିବା  ପୁଅମାନଙ୍କ ସହ ବୁଲିବା , ଏହି ସବୁ କଥାକୁ ମୁଁ କେବେ ଧ୍ୟାନ ଦେଇନି , ତୁମେ ଯେଉଁ ବୟସରେ ଥିଲ  ସେହି ସମୟରେ ଏହା ସବୁ ହେଉଥିଲା,  କିନ୍ତୁ ତୁମେ ଦିନେ ଗୋଟେ ପୁଅକୁ ବାହା ହୋଇ ଘରକୁ ଆସିଲ,  ସେ ପୁଅ ଯାହା ବିଷୟରେ ତୁମକୁ କିଛି ବି ଜଣାନଥିଲା,  ମୁଁ ତୁମର ବାପା ଅଟେ, ସେହି ପୁଅ ବିଷୟରେ ସବୁ କିଛି ତଥ୍ୟ ସଂଗ୍ରହ କଲି , ସେ ତୁମକୁ ନା ଜାଣି ଭଲ ପାଇବା ଓ ପଇସାର ଲାଳସାରେ ସେ କେତେ ଝିଅକୁ ଧୋକା ଦେଇଛି , କିନ୍ତୁ ସେହି ସମୟରେ ତୁମେ ପ୍ରେମରେ ଅନ୍ଧ ଥିଲ,  ମୋତେ ପଚାରିଲ ନାହିଂ ସିଧା ବାହାହୋଇ ଆସିଲ , ମୋର କେତେ ଆଶା ଥିଲା କି ତୁମକୁ ମୁଁ ବିବାହ କରାଇବି , କିନ୍ତୁ ମୋର ସବୁ ସ୍ୱପ୍ନ ଓ ଆଶାକୁ ଭାଙ୍ଗିଦେଲ , ଏହି ସବୁ କଥାରେ ବିଲକୁଲ୍ କିଛି ମତଲବ ନାହିଁ, ମୁଁ ତୁମ ପାଇଁ ଏକ ଚିଠି ଏଥିପାଇଁ ଛାଡିଚି , ଯାହା ଦ୍ୱାରା ତୁମକୁ କିଛି କହିପାରିବି , ତୁମ ପାଇଁ ତୁମ ମାର କିଛି ଗହଣା ଓ ତୁମ ବାହାଘର ପାଇଁ କିଛି ଗହଣା କିଣିଥିଲି ତାହା ସବୁ ମୁଁ ରଖିଛି , ୩-୪ ଟା ଘର ଓ କିଛି ଜାଗା ଅଛି ,

ମୁଁ ତୁମ ପାଇଁ ଓ ତୁମ ଛୁଆଙ୍କ ନାଁରେ ସବୁ କରିଦେଇଛି , କିଛି ବ୍ୟାଙ୍କ୍ ରେ ପଇସା ଅଛି ଯାହା ତୁମେ ବ୍ୟାଙ୍କ୍ ଯାଇକରି ତାହାକୁ ବାହାର କରିଦେବ , ଓ ଶେଷରେ ଏହା ହିଁ କହିବି କି ମୋର ଝିଅ କାଳେ ତୁମେ ମୋତେ ଟିକିଏ ବିଶ୍ୱାସ ରଖିଥାନ୍ତ । ମୁଁ ତୁମର ଶତ୍ରୁ ନଥିଲି , ତୁମର ବାପା ଥିଲି ,  ସେଇ ବାପା ଯିଏକି ମା ମରିଯିବାପରେ ବି ତୁମ ପାଇଁ ଦ୍ୱିତୀୟ ବିବାହ କରିଲି ନାହିଁ,  ଲୋକଙ୍କର ବହୁତ ତାନା ଶୁଣିଲି , ଗାଳି ବି ଶୁଣିଲି , କେତେ ସଂମ୍ପର୍କ ଭାଙ୍ଗିଲି  କିନ୍ତୁ ତୁମକୁ ଦ୍ୱିତୀୟ ମାର କଷ୍ଟ ନହେଉ ସେଥିପାଇଁ ନିଜ ମନକୁ ମାରିଦେଲି , ଶେଷରେ ଖାଲି ଏତିକି କହିବି ମୋର ଝିଅ ଯେଉଁଦିନ ତୁମ ବାହାଘର ଯୋଡାରେ ଆସିଥିଲ ନା ତୁମର ବାପା ପ୍ରଥମଥର ଭାଙ୍ଗିପଡିଥିଲା , ତୁମ ମା ମରିଯିବାପରେ ସେତିକି କାନ୍ଦିନଥିଲି ଯେତେ ସେହି ଦିନ କାନ୍ଦିଥିଲି , ଏଥିପାଇଁ ନୁହେଁକି ସମାଜ, ଜାତି , ପରିବାର , ସଂମ୍ପର୍କୀୟ କଣ କହିବେ  ବରଂ ଏଥିପାଇଁ କି ଯିଏ ମୋର ଛୋଟ ଝିଅ ପରିଶ୍ରା ଯିବାପାଇଁ ସାରା ରାତି ମୋତେ ଉଠାଉଥିଲା,  କିନ୍ତୁ ସେ ଏକ ବିବାହ କରିବାର ବଡ ଫଇସଲା ନେଇଗଲା,  ଓ ମୋତେ କହିବାକୁ ଠିକ୍ ଭାବିଲା ନାହିଁ ,

ଝିଅ ଏବେ ତୁମେ ଜଣେ ମା ହୋଇସାରିଛ, ଛୁଆଙ୍କର ଖୁସି କଣ ହୋଇଥାଏ,  ତାହା ଯେବେ ହୃଦୟ ଭାଙ୍ଗିଯାଏ ତାହା ସେତେବେଳେ ଜଣାପଡେ , ତୁମେ ଏବେ ଅନୁଭବ କରୁଥିବ କିନ୍ତୁ ଇଶ୍ୱରକୁ ପ୍ରାର୍ଥନା କରିବି କି ତୁମେ କଷ୍ଟରେ ରୁହ ନାହିଁ , ଏକ ଖରାପ ବାପା ବୁଝିକରି ମୋତେ କ୍ଷମା କରିଦେବ , ତୁମର ବାପା ଭଲ ନଥିଲେ , ଯାହା ତୁମକୁ ଏତେ କଷ୍ଟ ଦେଲେ,  ଏହା ଲେଖି ଚିଠି ଶେଷ କରୁଛି , ହେଲେ ମୋତେ କ୍ଷମା କରିଦେବ , ସେହି ଚିଠିରେ ଏକ ଡ୍ରଇଂଙ୍ଗ୍ ଲାଗିଥିଲା,  ଯାହା ନିଜେ କେବେ ପୁନମ୍ ଛୁଆବେଳରେ ବନାଇଥିଲେ,  ଓ ସେଥିରେ ଲେଖା ହୋଇଥିଲା କି ଆଇ ଲଭ୍ ୟୁ ବାପା , ଏତିକିରେତାର ଦାଦା ଆସିଗଲେ,  ପୁନମ୍ ତାଙ୍କୁ କାନ୍ଦି କାନ୍ଦି ସବୁ କହିଲେ  ଗୋଟେ କଥା ତାର ଦାଦା ବି କହିଲେ କି ତୁମେ ଯେଉଁ ରେଷ୍ଟୁରାଣ୍ଟ ଓ ଘର କିଣିବା ପାଇଁ ପଇସା ମୁଁ ଦେଇନଥିଲି , ତାହା ମୁଁ ଦେଇନାହିଁ , ପଇସା ତୁମର ବାପା ମୋତେ ଦେଇଥିଲେ,

କାରଣ ନିଜ ଛୁଆଙ୍କ ପାଇଁ କେତେ ଖରାପ ହେଉ ନା ପଛରେ ମା ବାପା କେବେ ଖରାପ ନ ହୁଅନ୍ତୁ , ମା ବାପା ମରିଯିବାପରେ ବି ନିଜ ଛୁଆଙ୍କୁ ଆଶିର୍ବାଦ କରିଥାନ୍ତି । ବନ୍ଧୁଗଣ, ପୁନମ୍ ଙ୍କ ବାପାଙ୍କୁ କେବେ ଶାନ୍ତି ମିଳିବ କି ନାହିଁ ଏହା ମୋତେ ଜଣା ନାହିଁ , କିନ୍ତୁ ସେହି ଚିଠିକୁ ପଢିବାପରେ ପୁନମ୍ କୁ ଜୀବନସାରା କେବେ ଶାନ୍ତି ମିଳିବ ନାହିଁ , ଶେଷରେ ବନ୍ଧୁମାନେ ଏତିକି କହିବି ଲଭ୍ ମ୍ୟାରେଜ୍ କରିବା କେଉଁ ଭୁଲ୍ କଥା ନୁହେଁ , ଯଦି ତୁମେ ତୁମ ମା ବାପାଙ୍କୁ ଏଥିରେ ସାମିଲ୍ କରିଦେବ , ତେବେ ଭଲ ରହିବ, କାରଣ ପଥର ପାଣିରୁ ବାହାରିଯାଏ , ସେ ମା ବାପା ହୁଅନ୍ତୁ ନା କାହିଁକି , କେବେ ମାନିବେ ନାହୀଁ , ବନ୍ଧୁ ସବୁ ବାପାଙ୍କର୍ ଗୋଟେ ହିଁ ଇଛା ଥାଏ , ଓ ସେ ନିଜ ହାତରେ ଝିଅକୁ ବିଦା କରିବେ , ହୋଇପାରିବ ଯଦି ତାଙ୍କର ଏହି ସ୍ୱପ୍ନକୁ କେବେ ଭାଙ୍ଗିବାକୁ ଦିଅନ୍ତୁ ନାହିଁ , ଓ ନିଜକୁ ସବୁବେଳେ ମା ବାପାଙ୍କର ଆଦର କରନ୍ତୁ ।

Leave a Reply

Your email address will not be published. Required fields are marked *