ଯଦି ବେଡରୁମ୍ ରେ ଲେମ୍ବୁ କାଟିକରି ରଖିଦେବେ ତେବେ ସକାଳୁ ଏହି ଲାଭ ଦେଖିକରି ଆପଣଙ୍କ ଆଖି ଖୋଲା ହୋଇ ରହିଯିବ..
ଗୋଟେ ସୁସ୍ଥ୍ୟ ଶରୀର ପାଇଁ ଦରକାର ସୁସ୍ଥ୍ୟ୍ ଆହାର ତାହା ସହ ଦରକାର ହୋଇଥାଏ ଭଲ ନିଦ , ଏହା ଆମେ ସମସ୍ତେ ଜାଣିଛେ କି ଆମ ସମସ୍ତଙ୍କ ଦିନ ଚର୍ଚ୍ଚାରେ ସବୁଠାରୁ ବଡ ଭାଗ ହୋଇଥାଏ କିନ୍ତୁ ବହୁତଥର ଦେଖାଯାଏ କି କେଉଁ କାରଣରୁ ଆମର ଦିନ ପୁରା ହୋଇପାରେ ନାହିଁ , ଏହି କାରଣରୁ ନକରାତ୍ମକ ଉର୍ଜା ବି ହୋଇଥାଏ ଯାହା ଆମର ନିଦକୁ ନଷ୍ଟ କରିଦିଏ , ଏହି ନକରାତ୍ମକ ଉର୍ଜା ଆମର ଚାରିପଟୁ ହୋଇଥାଏ , ଯାହା ଆମ ଦିମାଗ ଉପରେ ମାନସିକ ଚିନ୍ତା ପକାଇଥାଏ , ଏହି ନକରାତ୍ମକ ଉର୍ଜା ଆମେ କିପରି ଦୁର କରିପାରିବା ତାହାପାଇଁ ଲେମ୍ବୁର ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଆଖ ପାଖର ସବୁ ନକରାତ୍ମକ ଉର୍ଜାକୁ ବାହାର କରିଦେବ ।
ଏହା ଆମେ ସମସ୍ତେ ଜାଣିଛେ କି ଲେମ୍ବୁର ବହୁତ ସାରା ଫାଇଦା ହୋଇଥାଏ ଯାହା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ , ଏଥିପାଇଁ ଲେମ୍ବୁରେ ସହଜରେ ସମସ୍ତଙ୍କ ଘରେ ମିଳିଯିବ , ଯେଉଁଠି ଗୋଟେ ପଟେ ଲେମ୍ବୁରୁ ଆପଣ ଏନର୍ଜେଟିକ୍ ବି ଅନୁଭବ କରିବେ , ସେମିତି ଅନ୍ୟପଟେ ଲେମ୍ବୁ କାଟିକରି ଘରେ ରଖିଲେ ଘରେ ବାସ୍ନା ଆସିଥାଏ । କୁହାଯାଏ କି ବେଡରୁମ୍ ରେ ଲେମ୍ବୁ ରଖିଲେ ଆସ୍ତମା ଓ କାଶ ଥଣ୍ତା ସମସ୍ୟା ସହ ଯୋଡି ହୋଇଥିବା ଲୋକଙ୍କୁ ନିଶ୍ୱାସ ନେବାରେ ସହଜ ଅନୁଭବ ହୁଏ , ଯେଉଁ ଲୋକଙ୍କର ସକାଳୁ ଉଠିବାପରେ ବ୍ଲଡ୍ ପ୍ରେସରର ଅସୁବିଧା ଅଛି ସେମାନେ ଏହି ପ୍ରକିୟାକୁ ବ୍ୟବହାର କରିପାରିବେ ,
କମ୍ ରକ୍ତଚାପ ଥିବା ରୋଗୀଙ୍କୁ ରାତିରେ ଶୋଇବା ସମୟରେ ନିଜ ବିଛଣାରେ ଲେମ୍ବୁର ଏକ ଖଣ୍ତ ରଖିଲେ ସକାଳୁ ଫ୍ରେସ୍ ଅନୁଭବ ହେବ , ଲେମ୍ବୁର ଗୁଣ ଉପରେ ଯେଉଁ ରିସର୍ଚ୍ଚ ହୋଇଛି ସେଥିରୁ ଜଣାଯାଇଛି କି ଲେମ୍ବୁ ବାସ୍ନା ଶରୀରରେ ସେରୋଟିନ୍ ର ଲେବୁଲ୍ ବଢାଇବାରେ ସାହାଯ୍ୟ କରେ , ଯାହା ଦ୍ୱାରା ବ୍ଲଡ୍ ପ୍ରେସର୍ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ , ଯଦି ଆପଣଙ୍କ ଘରେ ମାଛି ସହ ଅନ୍ୟ ପୋକ ଜୋକ ଅଛନ୍ତି , ତେବେ ସବୁବେଳେ ଲେମ୍ବୁର ଏକ ଖଣ୍ତ୍ କାଟିକରି ରଖନ୍ତୁ , ଲେମ୍ବୁର ବାସ୍ନାରେ ସେହି ପୋକଜୋକ ଘରୁ ପଳାନ୍ତି , ରାତିରେ ଶୋଇବା ପୂର୍ବରୁ କିଛି ସମୟ ପର୍ଯ୍ୟନ୍ତ ଲେମ୍ବୁର ଖଣ୍ତ କାଟୀକରି ବିଛଣାରେ ରଖିଦିଅନ୍ତୁ , ଓ ଲାଇଟ୍ ବନ୍ଦ କରିଦିଅନ୍ତୁ ,
ଲେମ୍ବୁର ବାସ୍ନାରେ ଓ ଅନ୍ଧାର୍ କାରଣରୁ ପୋକଜୋକ ଓ ମାଛି ସବୁ ପଳେଇବେ , ଓ ଆରାମରେ ଆପଣ ଶୋଇପାରିବେ , ଲେମ୍ବୁ ନା କେବଳ ଆମର ସ୍ୱାସ୍ଥ୍ୟ ପାଇଁ ଦରକାରି ହୋଇଥାଏ ବରଂ ଏହା ଆମର ବାଳ ପାଇଁ ବହୁତ ଲାଭଦାୟକ ହୋଇଥାଏ , ଏହା ତ ଆମେ ସମସ୍ତେ ଜାଣିଛେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଲେମ୍ବୁର କିଛି ସାଧାରଣ ପ୍ରକିୟା ଦ୍ୱାରା ଧନ ପ୍ରାପ୍ତିର ରାସ୍ତା ଖୋଲିଯାଏ , ବୋଧେ ଏହା ଜାଣିନାହାନ୍ତି କି ଲେମ୍ବୁର ବହୁତ ଉପାୟ ଅଛି ଯାହା ପରମ୍ପରାଗତ ବହୁତ ପୁର୍ବରୁ କରାଯାଇଆସୁଅଛି ।