June 26, 2025

Odia Express

Here, There and Everywhere

ଯଦି ଆପଣଙ୍କୁ ଲାଗିଛି କାହାର କୁ- ଦୃଷ୍ଟି ତେବେ ଚିହ୍ନନ୍ତୁ ଏହି ଲକ୍ଷଣ ମାଧ୍ୟମରେ – ମିନିଟିଏ ରୁ କମ୍ ସମୟରେ ମିଲିବ ମୁକ୍ତି…

ନଜର ଲାଗିବା ବହୁତ ବଡ ଦୋଷ ବୋଲି ଜଣାଯାଏ , ଯେବେ କେଉଁ ବ୍ୟକ୍ତି କାହାର ଉନ୍ନତି କିମ୍ବା ଭାଗ୍ୟକୁ ଦେଖିକରି ଇର୍ଷା କରିବାକୁ ଲାଗେ ଓ ସେ କିଛି ଭୁଲ୍ କହିଦିଏ ତେବେ ତାହା ନଜର ଲାଗିବା ବା କୁ ଦୃଷ୍ଟି କହିପାରିବା , ଖରାପ ନଜର ମଣିଷକୁ ରୋଗୀ ସମାନ କରିଦିଏ , ଏହା ଦ୍ୱାରା ସେ ତାର ଜୀବନରେ ନାନାଦି ଅସୁବିଧାକୁ ନେଇ ଗତି କରିଥାଏ , ଖରାପ ନଜର କାରଣରୁ ଅନେକ ବାଧା ଓ ଅସୁବିଧା ମଣିଷକୁ ଘେରେଇନିଏ, କେବେ କେବେ ଏହି ଖରାପ ନଜର କାରଣରୁ ସେହି ବ୍ୟକ୍ତିର ଜୀବନରେ ଦୁଷ୍ଟ ଆତ୍ମା, ଭୁତ ପିଶାଚ, ଆଦି ଯୋଡି ହୋଈଯାଆନ୍ତି , ।

ଲକ୍ଷଣ : ଅଚାନକ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ବାଦବିବାଦ ହେବା, କାମୁକତା ଅଧିକା ବୃଦ୍ଧି ହେବା, ଜନନାଂଙ୍ଗରେ ଅଧିକା କୁଣ୍ଢାଇ ହେବା , ବାଥରୁମ୍ ରେ ଅଧିକା ସମୟ୍ ରହିବା, ବାଳ ଖୋଲା କରିବାର୍ ଅଭ୍ୟାସ ହୋଇଯିବା , କେଉଁ ଅଙ୍ଗ ଲଗାତାର ଥରି ଉଠିବା , ନିଜର ସୁରକ୍ଷା କରୁଥିବା ଲୋକଙ୍କୁ କଠୋର କଥା କହିବା , ଲଢେଇ ଝଗଡା କରିବାର ଅଭ୍ୟାସ ବଢିଯିବା , ଭୋଜନରେ ଅଧିକା ଖଟା ପ୍ରୟୋଗ କରିବା , ଘରେ ମହିଳାଙ୍କ ପରସ୍ପର ମଧ୍ୟରେ ପର ଆପଣା ଭାବ ଆଣିବା ,

ନିଜ ସନ୍ତାନଙ୍କ ଦାୟିତ୍ୱ ନ ନେବା , ନଖକୁ ଚୋବାଇବା , ଦୋକାନୀ ଚାଲୁଥିବା ସମୟରେ ବିନା କାରଣରେ ଦୋକାନକୁ ବନ୍ଦ କରିଦେବା , କେଉଁ ଭଲ କାମ କରୁଥିବାସମୟରେ ଅଚାନକ କେଉଁ ବାଧା ଉତ୍ପନ୍ନ ହେବା । କାହର ଟେଲିଫୋନ୍ ଆସିଲେ ତାହା ଅଚାନକ ଭାବେ ପାଖକୁ ଗଲେ ବନ୍ଦ ହୋଇଯିବା । ଉପାୟ ମାନ : ନଜର ଲାଗିଥିବା ବ୍ୟକ୍ତି ମୁଣ୍ତରେ କ୍ଷୀରରେ ତିନିଥର ବୁଲାଇ କୁକୁରକୁ ପିଆଇଦିଅନ୍ତୁ , ଯଦି ଏମିତି କରନ୍ତି ତେବ୍ ଏଥିରେ ନଜର ହଟିଜାଏ , ନଜର ଲାଗିଥିବା ବ୍ୟକ୍ତି ସବୁ ଦିନ ହନୁମାନଜୀଙ୍କ ଆରଧନା କରିବା ଉଚିତ୍ ।

ନଜର ଲାଗିଥିବା ବ୍ୟକ୍ତି ନିଜ ଉପରେ ନଜର ଛଡାଇବାପାଇଁ ଘରର କେଉଁ ବୟସ୍କ ବ୍ୟକ୍ତିଙ୍କ ଠାରୁ ଜୋତା ନେଇକରି ତାହାର ମୁଣ୍ତରେ ସାତ ଥର ବୁଲାଇ ତାର ତଲ ପାର୍ଶ୍ୟରେ ଛେପ ଲଗାଇ ମାଟିରେ ପକାଇଦେବା ସମୟରେ ଓଁ ରାଂ ରହାବେ ନମଃ ଜପ କରିବା ଉଚିତ୍ । ଯେଉଁ ବ୍ୟକ୍ତିଙ୍କ ନଜର ଲାଗି ରହିଥାଏ ସେମାନେ କେବେ ବି ଧଳା ମିଠା ଖାଇକରି ବାହାରକୁ ଯିବା ଉଚିତ୍ ନୁହେଁ ,

ଯଦି କିଏ ମଜବୁରୀରେ ଏମିତି କରିଲେ ତେବେ ତୁଳସୀର ପାଞ୍ଚଟି ପତ୍ରକୁ ନେଇକରି ସେବନ କରନ୍ତୁ , ଓ ସେହି ସମୟରେ ମନରେ ବିଷ୍ଣୁ , ଜପ କରୁଥାନ୍ତୁ , ଲେମ୍ବୁ ମୁଣ୍ତରେ ବୁଲାଇ ଚାରି ଖଣ୍ତ କାଟିକରି ଅଗଣା ର ଚାରିଦିଗରେ ପକାଇଦେଇଥାନ୍ତୁ , ଯଦି କାହାକୁ ନଜର ଲାଗିଥିବ ତେବେ ଏହି ଉପାୟ ଦ୍ୱାରା ନଜର ଦୋଷରୁ ମୁକ୍ତି ମିଳିବ , ଛୁଆଙ୍କୁ ମୋତି ଚାନ୍ଦୀରେ ଲକେଟ୍ ଏବଂ ନଜର ବନ୍ଧ କଳା ଧଳା ମୋତି କିମ୍ବା ବ୍ରେସଲେଟ୍ କିମ୍ବା କରଧନୀ ଧାରଣ କରାନ୍ତୁ ।

Leave a Reply

Your email address will not be published. Required fields are marked *