ମଜାଦାର୍ ଜୋକ୍ସ : ମହିଳା ଟ୍ରାଭେଲ୍ ଏଜେଣ୍ଟକୁ କହିଲା , ମୋତେ ହନିମୁନ୍ ପାଇଁ କେଉଁ ଭଲ ଶସ୍ତା ପ୍ଲାନ୍ କୁହ , ଟ୍ରାଭେଲ୍ ଏଜେଣ୍ଟ କହିଲେ…..
ଆଜିର ସମୟରେ ଆମର ଜୀବନରେ ଏମିତି ବହୁତ ସାରା ସମସ୍ୟା ଅଛି ଯାହାକୁ ଆମେ ସମସ୍ତେ ନିତ୍ୟଦିନରେ ସାମ୍ନା କରିଥାଉ , ଯେପରି କିଏ କାହାର କ୍ୟାରିୟର ବିଷୟରେ ଚିନ୍ତିତ ରୁହେ ତ କିଏ ଚାକିରିକୁ ନେଇ ସେମିତି କେହି ବି ନିଜ ସଂମ୍ପର୍କକୁ ନେଇ ସନ୍ତୁଷ୍ଟ ନାହାନ୍ତି , ସେମିତି ନିଜ ଭବିଷ୍ୟକୁ ନେଇ ଚିନ୍ତା କରାଯାଉଛି , ଏହି ଚିନ୍ତା ଭରା ଜୀବନରେ ସବୂଠାରୁ ଅଧିକା ଦରକାର ହୋଇଥାଏ ହସ , ଯାହାକି ଆମକୁ ଜୀବନ ବଞ୍ଚିବାକୁ ହେଲେ ହସିବା ବହୁତ ଜରୁରୀ ହୋଇଥାଏ । କାରଣ ହସିବା ଦ୍ୱାରା ଆମର ଶରୀର ଏନର୍ଜି ଆସିଯାଏ , ଯାହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ , ତେବେ ସବୁବେଳେ ଖୁସି ରହିବା ଉଚିତ୍ ,
୧) ଡାକ୍ତର : ବୋହୋସ୍ ରୋଗୀକୁ ଦେଖି , ଇଏ ତ ମରିଗଲା , ରୋଗୀ ହୋସ୍ ରେ ଆସି ମୁଁ ସାର୍ ବଞ୍ଚିଛି , ରୋଗୀର ସ୍ତ୍ରୀ : ରୋଗୀ ସ୍ୱାମୀଙ୍କୁ କିଛି ତ ଭାବିକରି କୁହ , ଏତେ ବଡ ଡାକ୍ତର ସେ ମିଛ କିପରି କହିବେ ।
୨) ଏକ ମେଡିକାଲ୍ ରେ ଏକ ଛୁଆ ଜନ୍ମ ହେଲା ନର୍ସ କୁ କହିଲା, ଭୋକ ଲାଗିଛି ଜଳଖିଆରେ କଣ ଅଛି ? ନର୍ସ କହିଲେ ଲିଟ୍ଟି ଚୋଖା, ଛୁଆ : ଇ କା ଆଉଥରେ ବିହାରରେ ଆସିଯାଇଛି ରେ ।
୩) ଝିଅ : ବାଦଲ ଗରଜିଲେ ତୋର କଥା ମନେ ପଡେ ଶ୍ରାବଣ ଆସିଲେ ତୋର କଥା ମନେ ପଡେ , ବର୍ଷାର ବୁନ୍ଦା ପଡିଲେ ତୋର କଥା ମନେ ପଡେ , ପୁଅ କହେ କି : ଜଣା ଅଛି ତୋର ଛତା ମୋର ପାଖରେ ଅଛି , ଫେରାଇଦେବି ଚିନ୍ତା କରେନି ।
୪) ଥରେ ଗୋଟେ ପ୍ରେମୀ ଯୋଡା ପରସ୍ପର୍ ବିବାହ କରିନିଅନ୍ତି , ତେବେ ବିବାହର ବହୁତ ବର୍ଷ ପରେ ଦିନେ ଅଚାନକ ନିଜ ସ୍ୱାମୀକୁ ସ୍ତ୍ରୀ ପଚାରେ କି ଶୁଣ ମ , କଣ ତୁମେ ଆଜି ସେତିକି ଭଲ ପାଉଛ , ଯେତେ ବାହାଘର ପୁର୍ବରୁ କରୁଥିଲ ? ସ୍ୱାମୀ : ହଁ ଜାନୁ ! ସ୍ତ୍ରୀ : ତେବେ ଯେପରି ବାହାଘର ପୁର୍ବରୁ ମୋତେ ସବୁଦିନ ଗିଫ୍ଟ ଆଣିଦେଉଥିଲ ଏବେ କଣ ପାଇଂ ଆଣୁନ , ସ୍ୱାମୀ : କେବେ ତୁମେ କେଉଟକୁ ମାଛ ଧରିବାପରେ ଦାନା ପକାଇବାର ଦେଖିଛ କି ?
୫) ଏକ ଚିନ୍ତିତ ମହିଳା ଅନ୍ୟ ଏକ ମହିଳାକୁ ପଚାରିଲେ : କଣ କହିବି ଭଉଣୀ , ଯେବେ ମୁଁ ବୋହୁ ଥିଲି ତେବେ ଭଲ ଶାଶୁ ପାଇଲି ନାହିଁ , ଏବେ ଶାଶୁ ହେଲି ଭଲ ବୋହୁ ପାଇଲି ନାହିଁ ,
୬) ସାନ୍ତା ଏୟାରଟେଲ୍ ଅଫିସ୍ କୁ ଫୋନ୍ କଲା , ସାନ୍ତା: ମୋର ଫୋନ୍ ର ବିଲ୍ ଅଧିକା ଆସିଛି , ଏତେ ତ ମୁଁ କଥା ବି ହେଇନି, ବାନ୍ତା : ଏୟାରଟେଲ୍ ଅଫିସ୍ ଗ୍ରାହକ ପ୍ରତିନିଧି : ଆଛା ଆପଣଙ୍କ କଣ ପ୍ଲାନ୍ ଅଛି ? ସାନ୍ତା : ଏବେ ତ ମୁଁ ମାର୍କେଟ୍ ଆସିଛି , ସଂନ୍ଧ୍ୟାରେ ମଦ ପିଇବି , ଆପଣ କୁହନ୍ତୁ ,
୭) ପପୁ : ହେ ଭଗବାନ ମୋର ସରକାରୀ ଚାକିରି ଗୋଟେ କରାଇଦିଅ , ଭଗବାନ : କଦଳି , ସେଓ , ନଡିଆ ଆଣିନ , ପପୁ : ଭଗବାନ କେବଳ କର୍ମ କର , ଫଳର ଚିନ୍ତା ଆଉ କରନି ,
୮) ଡାକ୍ତର : ନିଜ ସ୍ତ୍ରୀ ଓ ଛୁଆଙ୍କ ସହ ଆରାମରେ ଶୋଇଥିଲା, ତେବେ ଏକ ଫୋନ୍ ଆସିଲା , ବ୍ୟକ୍ତି : ଡାକ୍ତର ସାହେବ ମୋତେ ଯେଉଁ ମେଡିସିନ୍ ଦେଇଥିଲେ, ତାହା ଦ୍ୱାରା ମୋର ବାନ୍ତି ବନ୍ଦ ହୋଇଗଲା । କିନ୍ତୁ ନିଶ୍ୱାସର ବେଗ ବଢିଯାଇଛି , ଡାକ୍ତର ରାଗରେ : ଚିନ୍ତା କରନି , ସକାଳ ପର୍ଯ୍ୟନ୍ତ ବନ୍ଦ ହୋଇଯିବ ।
୯) ମହିଳା ଜଣଙ୍କ ଟ୍ରାଭେଲ୍ ଏଜେଣ୍ଟକୁ କହିଲେ । ମୋତେ ହନିମୁନ୍ ବିଲକୁଲ୍ ଶସ୍ତା ପ୍ୟାକେଜ୍ କୁହନ୍ତୁ , ଟ୍ରାଭେଲ୍ ଏଜେଣ୍ଟ ମ୍ୟାଡ୍ୟାମ୍ ଙ୍କୁ : ୫୦ ହଜାର ଟଙ୍କାରେ ତିନୋଟି ଦେଶ , ୨୫ ହଜାରରେ ଗୋଟିଏ ଦେଶ , ମହିଳା କହିଲେ କିଛି ତ ଶସ୍ତା କୁହ , ଟ୍ରାଭେଲ୍ ଏଜେଣ୍ଟ : ଗୋଟେ ବିଲକୁଲ୍ ଫ୍ରି ଅଛି , କିନ୍ତୁ ସେଥିରେ ଆପଣଙ୍କ ସ୍ୱାମୀ ଆମର କମ୍ପାନୀରେ ରହିବେ ।