June 24, 2025

Odia Express

Here, There and Everywhere

ଏହି ରାଶିର ଜାତକ ହୋଇଥାନ୍ତି ଭାଗ୍ୟଶାଳୀ, ଏମାନଙ୍କୁ ମିଳିଥାଏ ସବୁଠାରୁ ସୁନ୍ଦରୀ ସ୍ତ୍ରୀ…

ପ୍ରତ୍ୟେକ ଅବିବାହିତ ପୁରୁଷଙ୍କ ମନରେ ସବୁଠାରୁ ବଡ ଇଚ୍ଛା ଏହା ଥାଏ ଯେ ତାଙ୍କୁ ଏକ ଭଲ ଏବଂ ସୁନ୍ଦରୀ ସ୍ତ୍ରୀ ମିଳୁ। ଜରୁରୀ ନୁହେଁ ଯେ ସବୁ ପୁରୁଷଙ୍କର ଏହି ଇଚ୍ଛା ପୂର୍ଣ୍ଣ ହେବ କାରଣ ଏଥିପାଇଁ ଭାଗ୍ୟର ସହାୟତା ବହୁତ ଜରୁରୀ ହୋଇଥାଏ। ଆସନ୍ତୁ ଆଜି ମଏ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ ଜଣେଇବୁ ଯେଉଁମାନଙ୍କର ରାସୀ ଅନୁସାରେ ତାଙ୍କର ଭାଗ୍ୟ ମଧ୍ୟ ଭଲ ସହାୟତା କରିଥାଏ। ସର୍ବପ୍ରଥମେ ଆମେ କଥା କହିବୁ ତୁଳା ରାଶିର ଲୋକଙ୍କର ଯେଉଁମାନେ ଭାବପ୍ରବଣ ହେବ ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏହି କାରଣ ଅଟେ ଯେ ଏହି ରାଶି ବାଲା ଲୋକଙ୍କ ପାର୍ଟନରଙ୍କ ସହିତ ଗଭୀର ସମ୍ବନ୍ଧ ରହିଥାଏ। ଏହାଛଡା ବାକି ଆଠଟି ରାଶିର ଲୋକଙ୍କୁ ମଧ୍ୟ ଭଲ ପତ୍ନୀ ପ୍ରାପ୍ତ ହୋଇଥାନ୍ତି, କିନ୍ତୁ ସେମାନଙ୍କୁ କିଛି ଅଧିକ ପରିଶ୍ରମ କରିବାକୁ ଓ ଭଲ କାମ କରିବାକୁ ହୋଇଥାଏ ।

କନ୍ୟା ରାଶିର ଜାତକଙ୍କ କଥା କହିବୁ ତ କୁହାଯାଏ ଯେ ଏହି ଲୋକମାନେ ବହୁତ ସୁନ୍ଦର ହୋଇଥାନ୍ତି , ଏଥିପାଇଁ ଏମାନଙ୍କର ଯେତେ ମଧ୍ୟ ପ୍ରଶଂସା କରାଯାଏ ତାହା କମ ହେବ । ଏହି ରାଶିର ଲୋକ ନିଜର କଥାବାର୍ତ୍ତା କାରଣରୁ କୌଣସି ବି ଝିଅଙ୍କୁ ହାସିଲ କରିପାରିବେ । ଜଣେଇଦେବୁ ଯେ ଯଦି ଆପଣ କନ୍ୟାରାଶିର ଅଟନ୍ତି ଓ ଏହି ସବୁ କଥାରୁ ଦୂରରେ ଅଛନ୍ତି ତେବେ ଏହା ଜଣେଇଦେବୁ ଯେ ଏହି କଥାକୁ ପରୀକ୍ଷା କରି ଦେଖିପାରନ୍ତି ।

ଉଲ୍ଲେଖଯୋଗ୍ୟଯେ କର୍କଟ ରାଶିର ପୁଅ ବହୁତ ଦୂରଦର୍ଶୀ ହୋଇଥାନ୍ତି ଏହାଛଡା ଏମାନଙ୍କ ଭବିଷ୍ୟକୁ ନେଇ ବହୁତ ଚିନ୍ତା ଓ ବୁଝିବା ଶକ୍ତି ଥାଏ ଓ ଏହା ସହିତ ତାଙ୍କର ବ୍ୟକ୍ତିତ୍ବର ଏଭଳି ଜାଦୁ ଥାଏ ଯେ ଝିଅମାନେ ପ୍ରଥମ ନଜରରେ ଆକର୍ଷିତ ହୋଇଯାନ୍ତି । ବୋଧହୁଏ ଏହି କାରଣରୁ ଏହି ରାଶିବାଲା ଲୋକଙ୍କର ଅଧିକ ପ୍ରେମବିବାହ ହୋଇଥାଏ ଓ ଏମାନଙ୍କ ପତ୍ନୀ ବହୁତ ସୁନ୍ଦରୀ ହୋଇଥାନ୍ତି ।

ମକର ରାଶିବାଲା ଜାତକର ଲୋକଙ୍କ କଥା କହିବୁ ତ ଆପଣଙ୍କୁ ଜଣେଇଦେବୁ କି ମକର ରାଶିର ଲୋକ ବହୁତ ରୋମାଣ୍ଟିକହୋଇଥାନ୍ତି ଓ ଏମାନେ ନିଜ ପାର୍ଟନରଙ୍କୁ ଚକିତ କରିବା ସହିତ ଆହୁରି ଅନ୍ୟ କେତେକ ଜିନିଷ ଦିଅନ୍ତି ଯାହାଦ୍ଵାରା ସେ ଏମାନଙ୍କ ତରଫକୁ ଆକର୍ଷିତ ହୋଇଥାନ୍ତି । ପ୍ରକୃତରେ ଏହି ରାଶି ବାଲା ଲୋକ ବହୁତ ସୁନ୍ଦର ଓ ରୋମାଣ୍ଟିକ ବ୍ୟକ୍ତିତ୍ବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *