ଶରୀରରୁ ଅଦରକାରୀ ବାଳକୁ ନେଇ ଯଦି ଅଛନ୍ତି ଚିନ୍ତିତ ତେବେ ଆଜି ହିଁ ଘରେ ବସି କରନ୍ତୁ ଏହି ସହଜ ଉପାୟ…
1 min readସୁନ୍ଦର ଦେଖାଯିବାକୁ ମହିଳାମାନେ ନାନାଦି ଉପାୟ କରିଥାନ୍ତି , ଯାହା ଦ୍ୱାରା ସେ ସୁନ୍ଦର୍ ଦେଖାଯାଆନ୍ତୁ , ସେମାନେ ନିଜ ଚେହେରାରୁ ଅଦରକାରୀ ବାଳକୁ ହଟାଇବାପାଇଁ ଏହି ସବୁ ଜିନିଷର ବ୍ୟବହାର କରିଥାନ୍ତି , ଯାହା ଦ୍ୱାରା ତାଙ୍କର ସୁନ୍ଦରତାରେ ଦାଗ ଲଗାଉ । ପୁରୁଷଙ୍କ ପରି ମହିଲାଙ୍କ ଥୋଡିରେ କିମ୍ବା ଓଠରେ ବାଳ ଆସିଯାଏ , ଯାହାର କାରଣରୁ ସେମାନେ ଚିନ୍ତାରେ ରୁହନ୍ତି , ଏହାକୁ ହଟାଇବାର୍ ହେଲେ ଆପଣଙ୍କୁ କିଛି ଉପାୟ କରିବାର ଅଛି , ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ।
୧) ହଳଦୀର ଫେସ୍ ପ୍ୟାକ୍ : ହଳଦୀରେ ସବୁ ଗୁଣ ଭରି ରହିଥାଏ , ଏହାକୁ ବ୍ୟବହାର କରିବାପାଇଁ ଆପଣଙ୍କୁ ୧-୨ ଚାମଚ କ୍ଷୀରରେ କିମ୍ବା ପାଣିରେ ମିଶାଈ ଏହାକୁ ପେଷ୍ଟ୍ ବନାଇଦିଅନ୍ତୁ , ଏହାକୁ ନିଜ ଚେହେରାରେ ଲଗାନ୍ତୁ । ସୁଖିଲାପରେ ହାଲକା ହାତରେ ବାହାର୍ କରିଦିଅନ୍ତୁ , ୨) ଟମାଟର୍ ବା ବିଲାତି ବାଇଗଣ : ଟମାଟର ରସକୁ ୨ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଓ ଏହି ମିଶ୍ରଣକୁ ଥୋଡିରେ ଲଗାନ୍ତୁ , ୧୫ ମିନିଟ୍ ଯାଏଁ ଲଗାନ୍ତୁ , ଓ ତାପରେ ଚେହେରାକୁ ହଟାଇଦିଅନ୍ତୁ , ବାଳ ସହଜରେ ହଟିଜିବ , ୩) ଲେମ୍ବୁ ଓ ଚିନି ୨ ଚାମଚ ଚିନିରେ ୨ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଓ ଏହାକୁ ଚେହେରାରେ ୧୫-୨୦ ମିନିଟ୍ ଲଗାନ୍ତୁ , ଏହା ଶୁଖିଲାପରେ ଧୋଇଦିଅନ୍ତୁ , ଏହାକୁ ସପ୍ତାହରେ ୧-୨ ଥର ଉପଯୋଗ କରନ୍ତୁ , ଆପଣଙ୍କୁ ଏହାର ଫରକ ଦେଖିବାକୁ ମିଳିବ ।
୪) ତୁଳସୀ ପତ୍ର ଓ ପିଆଜ : ୧୦-୧୨ ଟି ପତ୍ରକୁ ତୁଳସୀର ପତ୍ରକୁ ପିଆଜ ସହ ମିଶାଇକରି ବାଳରେ ଲଗାନ୍ତୁ , ୧୫-୨୦ ମିନିଟ୍ ସୁଖିବାପରେ ଏହାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ ।
୫) କଞ୍ଚା ଅମୃତଭଣ୍ତା : କଞ୍ଚା ଅମୃତଭଣ୍ତାକୁ ଭଲ ଭାବରେ ହଳଦୀରେ ମିଶାଇଦିଅନ୍ତୁ , ଓ ଏହାକୁ ନିଜ ଥୋଡିରେ କିମ୍ବା ଅଦରକାରୀ ହୋଇଥିବା ବାଳର ସ୍ଥାନରେ ଲାଗାନ୍ତୁ , ଏହା ଦ୍ୱାରା ସବୁ ବାଳ ଉପୁଡିଯିବ ।