November 22, 2024

Odia Express

Here, There and Everywhere

ଚେହେରା ଏତେ ଗୋରା କରିଦେବ ଇନୋ ର ଏହି ଉପାୟ – ବ୍ୟବହାର କରିଲେ ଆପଣ ହୋଈଯିବେ ଚକିତ…

ସମସ୍ତଙ୍କୁ ଚମକଦାର୍ ଚେହେରା ପାଇବାକୁ ଇଚ୍ଛା ରହିଥାଏ , ସେ ପୁଅ ହେଉ କିମ୍ବା ଝିଅ , ସମସ୍ତେ ନିଜ ଚେହେରାକୁ ଚିକ୍କଣ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସମସ୍ତେ ଚାହଁନ୍ତି କି ନିଜ ଚେହେରାକୁ ସମ୍ବେଦନଶୀଳ ରହିବାପାଇଁ , ଖାସ୍ କରି ଝିଅମାନେ ନିଜ ଚେହେରାକୁ ଅଧିକା ଚିନ୍ତା କରନ୍ତି , ଦିନ ସାରା ଚେହେରାରେ ସେମାନେ ନାନାଦି ଫେସପ୍ୟାକ୍ ନେଇ ବୁଲିଥାନ୍ତି , କିନ୍ତୁ ତାଙ୍କୁ ଲଗାଇବା ଏତେ ସହଜ ହୋଇନଥାଏ , ଚମକୁଥିବା ଚେହେରା ଆପଣଙ୍କ ବ୍ୟକ୍ତିତ୍ୱ କୁ ନିଖାର ଦେଇଥାଏ । କିନ୍ତୁ ଜରୁରୀ ନୁହେଁ କି ସମସ୍ତଙ୍କ ଏହି ଇଚ୍ଛା ପୁରା ହେଉ , କିନ୍ତୁ ଆଜି କାଲିର ବଦଳୁଥିବା ମୌସୁମ ପ୍ରଦୁଷଣ, କର୍ମବ୍ୟସ୍ତ ଜୀବନ ମଧ୍ୟରେ ଏହା ସଫା ଜଣାପଡିଯାଏ , ଚିନ୍ତା , ଅନିୟମିତ ଖାଦ୍ୟପେୟ , କର୍ମବ୍ୟସ୍ତ ଜୀବନ ଆଜିକାଲି ଚେହେର୍କୁ ଗ୍ଲୋ କମାଇଦେଇଥାଏ , ଶରୀରରେ ଅନ୍ୟ ଅଙ୍ଗର ତୁଳନାରେ ସବୁ ବ୍ୟକ୍ତି ନିଜ ଚେହେରାରେ ଅଧିକା ଦାୟିତ୍ୱ ନେଇଥାଏ , କାରଣ ତାହାର ଚେହେରା ସଫା ଓ ସୁନ୍ଦର ଦେଖାଯାଉ , କିନ୍ତୁ ଏହାପରେ ବି ଆମର ଚେହେରାରେ ଚମକ ଆସିପାରେ ନାହିଁ

ବହୁତ ଲୋକଙ୍କର ଚେହେରାରେ ବୟସ ଦାଗ, ଓ ବ୍ରଣଆଦି ଦେଖିବାକୁ ମିଳିଯାଏ , ଏହାରୁ ମୁକ୍ତି ପାଇବା ବହୁତ ମୁସକିଲ୍ ଅଟେ , ସେମିତି ଆପଣ ନିଜ ଚେହେରାକୁ ଗୋରା କରିବାକୁ ହେଲେ ବହୁତ ପ୍ରକାରର ନୁସଖା ବ୍ୟବହାର କରିଥିବେ , କିନ୍ତୁ ଆଜି ଯେଉଁ ପ୍ରକିୟା କହିବାକୁ ଯାଊଛୁ , ତାହା ଥରେ ଆପଣାଇଦେଖିନିଅନ୍ତୁ , କହିଦେବୁ କି ଏହାକୁ ଯେତେ ବନାଇବେ ତାହା ବହୁତ ସହଜ ହେବ , ଖାସ୍ କରି ଏହି ପ୍ରକିୟା କରିବାକୁ ହେଲେ ବହୁତ ସହଜରେ ଘରେ ମିଳିଯୀବ , ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ କିପରି ଏହି ପ୍ରକିୟାକୁ ବନାଇବେ ।

ଏହି ଉପାୟକୁ କରିବାକୁ ହେଲେ ଗୋଟେ ଲେମ୍ବୁ ଓ ଏକ ଇନୋ ପ୍ୟାକେଟ୍ ର ଦରକାର ପଡିବ , ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ , ଓ ଏହା ଆମର ସ୍କ୍ରିନ୍ ର ମୃତ କୋଷିକାକୁ ଶେଷ କରିଦିଏ , ଅଧା ଲେମ୍ବୁ , ନେଇକରି ତାହାର ରସ ବାହାର କରିଦିଅନ୍ତୁ , ଓ ଏହାପରେ ଇନୋ ପକାଇ ସେଥିରେ ଲେମ୍ବୁର ରସ ମିଶାଇଦିଅନ୍ତୁ , ଏହାପରେ ହାତକୁ ଟିକିଏ ରଗଡନ୍ତୁ , ଆପଣଙ୍କୁ ଏହା ଗୋଟେ ମିନିଟ୍ ଯାଏଁ ରଗଡିବାର ଅଛି , ନିଜ ଆଖିକୁ ଛାଡି ଏହି ଉପାୟକୁ ପ୍ରୟୋଗ କରନ୍ତୁ , ଧ୍ୟାନ ରଖନ୍ତୁ କି ଏହି ଉପାୟ ୧୫ ଦିନରେ ଥରେ କରିବାର ଅଛି ଓ ଏହାକୁ ମାସକୁ ୨ରୁ ଅଧିକା ଥର କରିବେ ନାହିଁ ।ତେବେ ଏଠାରେ ଆମେ କହିରଖୁଛୁ ଏହା ଆମେ ଅନ୍ୟ ଜାଗାରୁ ସଂଗ୍ରହ କରିଛୁ | ଓଡ଼ିଆ ଏକ୍ସପ୍ରେସ୍ରେ ଏଥିରେ କୌଣସି ପ୍ରକାର ସାମିଲ ନାହିଁ | ଏହା ବ୍ୟବହାର କରିବା ଆଗରୁ ଆପଣ ଡାକ୍ତର ଙ୍କ ପରାମର୍ଶ ନେଇ କରିବା ଆପଣଙ୍କ ପାଇଁ ଭଲ

Leave a Reply

Your email address will not be published. Required fields are marked *