June 26, 2025

Odia Express

Here, There and Everywhere

ମାତ୍ର ଦୁଇ ଦିନରେ ଏହାକୁ ନାଭିରେ ଲଗାଇବା ପରେ ଏହି ଝିଅ ଏତେ ଗୋରୀ ହୋଇଗଲେ କି ନିଜେ ବି ହୋଇଗଲେ ଚକିତ..ଆପଣ ମଧ୍ୟ ଜାଣି ରଖନ୍ତୁ..

ସେମିତି ମଣିଷର ଶରୀରରେ ଥିବା ସବୁ ଭାଗ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ଆମ ପେଟ ମଧ୍ୟରେ ଥିବା ନାଭି ବିଷୟରେ ଯାହା ମଧ୍ୟରେ କିଛି ରୋଚକ କଥା ଅଛି , ସେମିତି ନାଭିକୁ ନେଇ ବହୁତ ଭ୍ରମ ଲୋକଙ୍କ ମଧ୍ୟରେ ପ୍ରଚାର କରାଯାଉଛି ଏହା ନୁହେଁ ଶାସ୍ତ୍ରରେ ନାଭିର ସ୍ଥିତିର ବ୍ୟାଖ୍ୟା ମିଳିଥାଏ , ଓ ଖାସକରି ମହିଳାମାନେ ନାଭିକୁ ନେଇ ବହୁତ ବର୍ଣ୍ଣନ କରିଛନ୍ତି , ସେମିତି ନାଭି ଆପଣଙ୍କ ଚେହେରା ପାଇଁ ବହୁତ ଲାଭଦାୟକ ଅଟେ , ଲୋକେ ଚେହେରାରେ ଗ୍ଲୋ ପାଇବାପାଇଁ ଏହାକୁ ଏକ୍ସପେରିମେଣ୍ଟ କରିଛନ୍ତି । କିନ୍ତୁ କିଛି ପରୀକ୍ଷଣ ବି ଖରାପ ପ୍ରଭାବ ପକାଇଥାଏ , ଓ ଆମ ଚେହେରା ସୁନ୍ଦର ଦେଖାଯିବା ପରିବର୍ତ୍ତେ ବହୁତ ଅସୁନ୍ଦର ଦେଖାଯାଏ , ଏମିତିରେ ନାଭି ଥେରାପି ବହୁତ ସୁରକ୍ଷିତ ହୋଇଥାଏ ।

 

ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ଥେରାପି ଜରିଆରେ ଆପଣଙ୍କ ଚେହେରାରେ ଗ୍ଲୋ ଫେରିପାରିବେ , ଏହି ଥେରାପି ଦ୍ୱାରା ଆପଣଙ୍କ ନାଭିର କିଛି ଭାବରେ ବ୍ୟବହାର କରିବାର ଅଛି , ଯାହା କିଛି ଏହିପ୍ରକାରର ଅଟେ । ଏହାକୁ ସବୁଠାରୁ ପ୍ରଥମେ ଘିଅ ସହ ବ୍ୟବହାର କରନ୍ତୁ , କହିଦେବୁ କି ଘିଅ ନାଭିରେ ଲଗାଇଲେ ଶ୍ୟାମଳ ବର୍ଣ୍ଣ ଦୁର ହୋଇଥାଏ , ଏହାପରେ ମହୁ ବ୍ୟବହାର କଲେ ଏହା ଅଧିକା ଫାଇଦା ଦେଇଥାଏ , କିନ୍ତୁ ଏହା ସହ ନାଭିରେ ବ୍ୟବହାର କରାଯାଏ , ମହୁକୁ ନାଭିରେ ଲଗାଇଲେ ବ୍ରଣ ଠିକ୍ ହୋଇଯାଏ , ଓ ଚେହେରାରୁ ଡ୍ରାଇନେସ୍ ଦୂର ହୋଇଯାଏ ।

 

ଏହା ପରେ ଗୋଲାପ ଜଳ କାମରେ ଆସେ ଏହାକୁ ନାଭିରେ ଲଗାଇଲେ ଚେହେରାରୁ ଦାଗ ଦୂର ହୋଇଯାଏ , ଓ ଏହା ଚେହେରାରେ ଗ୍ଲୋ ଆସିଥାଏ , ଏହା ଛଡା ଅଲିଭ୍ ତେଲ ବ୍ୟବହାର ବି କରାଯାଇଥାଏ ନାଭିରେ , ହଁ ଆଜ୍ଞା , ନାଭିରେ ବାଦାମ ତେଲ ଲଗାଇଲେ ରଙ୍ଗ ଗୋରା ହୋଇଥାଏ , ଓ ସାଇନିଙ୍ଗ୍ ବି ହୋଇଥାଏ , ସେମିତି ସୋରିଷ ତେଲ ବ୍ୟବହାର ବାଳ ପାଁ କରାଯାଏ କିନ୍ତୁ ଏହାକୁ ବି ନାଭିରେ ଲଗାଇପାରିବେ । ଏହାକୁ ଲଗାଈଲେ କୋମଳ ହୋଇଯାଏ , ଓ ଏହା ସହ ଏହା ବ୍ରଣରୁ ରକ୍ଷା କରିଥାଏ , ଏବେ ଜାଣିପାରିଥିବେ କି କଣ ପାଇଁ ଏହାକୁ ବ୍ୟବହାର କରାଯାଏ , ଆଜି ହିଁ ଆପଣାନ୍ତୁ ।

Leave a Reply

Your email address will not be published. Required fields are marked *