October 17, 2024

Odia Express

Here, There and Everywhere

ଏହା ହେଲା ଆଜିର ମଜାଦାର୍ ଜୋକ୍ସ – ଝିଅ ବାବାଜୀଙ୍କ କହିଲେ ବାବାଜୀ ଆମକୁ ଏପରି ପୁଅ ଦରକାର ଯିଏ କିଛି ଖାଉ ନଥିବା ପିୟୁନଥିବ କି କିଛି ଖରାପ ଗୁଣ ନଥିବ – ତେବେ ବାବାଜୀ ଏଭଳି ଜବାବ ଦେଲେ ଯେ ଆପଣ ହସି ହସି ଗଡିବେ…

ଚିନ୍ତା ଶବ୍ଦ ଆମର ଜୀବନରେ ଏକ ମହତ୍ତ୍ୱପୁର୍ଣ୍ଣ ଭୁମିକା ନେଇଥାଏ , ଏହା କହିବା ସୁରକ୍ଷିତ କି କିଛି ହାସିଲ୍ କରିବାପାଇଁ ଚିନ୍ତା କିମ୍ବା ଚିନ୍ତା କରିବା ନିଶ୍ଚିତ ରୁପରେ ଆପଣଙ୍କ ଲକ୍ଷ୍ୟ ଆଡକୁ ନେଇଯାଏ , କିନ୍ତୁ ଯଦି ଆପଣ ନିଜ ଜୀବନରେ ଭାବନାତ୍ମକ ଚିନ୍ତା ଅନୁଭବ କରୁଛନ୍ତି , ତେବେ ଏହା ଏକ ସୁସ୍ଥ୍ୟ ସଙ୍କେତ ନୁହେଁ , ବହୁତ ଅଧିକା ଚିନ୍ତା ମାନସିକ ସମସ୍ୟାର ମୁଳ କାରଣ ହୋଇପାରେ ।ଜୀବନରେ ଯଦି କିଛି ଦରକାର ତେବେ ଏହା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କି ଆପଣଙ୍କ ଚେହେରାରେ ହସ ଥାଉ ଯାହା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ , ସେଥିପାଇଁ ଚେଷ୍ଟା କରନ୍ତୁ କି ଜୀବନରେ ସବୁବେଳେ ଖୁସିରେ ରୁହନ୍ତୁ , ଓ ଅନ୍ୟଙ୍କ ମୁହଁରେ ଖୁସି ଆଣନ୍ତୁ ।

୧) ବସ୍ ଏକ ଜୋକ୍ ଶୁଣାଇଲେ ତେବେ ପୁରା ଟିମ୍ ହସିବାକୁ ଲାଗିଲା , ଖାଲି ଗୋଟେ ଯୁବକ ହସିଲା ନାହିଁ । ବସ୍ ପଚାରିଲେ ତୁମେ ମୋର ଜୋକ୍ସକୁ ବୁଝିପାରିଲ ନାହିଁ କି ? ଯୁବକ : ସାର୍ ମୋର ସିଲେକ୍ସନ୍ ଦ୍ୱିତୀୟ କମ୍ପାନୀରେ ହୋଇଯାଇଛି ।

୨) ପୁଅ : ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି । ଝିଅର୍ ବାପା : କେତେ କମାଇନେଉଛ ? ପୁଅ : ମାସିକ ୨୬ ହଜାର ଟଙ୍କା , ଝିଅର ବାପା : ମୁଁ ମୋର ଝିଅ ପାଇଁ ସବୁ ମାସ ୨୦ ହଜାର ଟଙ୍କା ପକେଟ୍ ଖର୍ଚ୍ଚ ଦେଉଛି , ପୁଅ : ସାର୍ ମୁଁ ତାକୁ ମିଶେଇକି ହିଁ କହୁଛି ।

୩) ହରିଆଣାରେ ଏକ ବଗିଚାରେ ଏକ ପ୍ରେମୀ ପ୍ରେମିକା ଯୋଡା ବେଞ୍ଚରେ ବସିଥିଲେ,  ପ୍ରେମିକା କହିଲେ : ତୁମେ ବହୁତ କୁଲ୍ ଲାଗୁଛ , ପ୍ରେମୀ କହିଲା : ତୁମେ ଆଜି ବହୁତ ହର୍ଟ୍ ଦିଶୁଛ । ତେବେ ପଛରେ ଏକ ତାଓ ର ଆବାଜ୍ ଆସିଲା , ମୁଁ ତ କହିବି ଦୁହେଁ ବିବାହ କରିନିଅ , ଛୁଆ ଗୁଣଗୁଣା ଜନ୍ମ ହେବ ।

୪) ସ୍ତ୍ରୀ ମାନେ ନିଜ ଭୁଲ୍ କେବେ ମାନନ୍ତି ନାହିଁ । ବାକି ୧% ଭୁଲ୍ ମାନିକରି ଅଧ ଘଣ୍ଟା ପରେ କହିଦିଅନ୍ତି କି ଭୁଲ୍ ସେମିତି ତୁମର ଥିଲା ।

୫) ଏକ ଆଜ୍ଞାକାରୀ ପୁଅ କଲମରୁ ସେମିତି ପୁରା ଦୁନିଆଁ ସେମିତି ଅଭିମାନ କରୁ ମୋତେ ଚିନ୍ତା ନାହିଁ , ଖାଲି ମୋର ମା ର ବୋହୁ ରାଗିବା ଦରକାର ।

୬) ଥଣ୍ତା ଦିନରେ ସବୁଠାରୁ ବଡ ସମସ୍ୟା : ଅଧା ରାତିରେ ଏହା ଭାବି ଭାବି ସମୟ ସରିଯାଏ କି କମ୍ବଳ ଲମ୍ବା କେଉଁଠୁ ଅଛି ଓ ଚଉଡା କେତେ ଅଛି ।

୭) ଏଲ୍ କେଜିର ଛୁଆ : ତୁ ମୋତେ ବାହା ହେବୁ ? ଝିଅ : ନାହିଁ , ଛୁଆ : କରିନେ ନାଁ । ଝିଅ : ନା ମୁଁ କରିବି ନାହିଂ , ଛୁଆ : କାଲି ମୁଁ ତୋତେ ଚକଲେଟ୍ ଦେବି , ଝିଅ : ଏଥିପାଇଁ ତ କରିବିନି ମୋର ଆଉ କାହା ସହ ବାହାଘର ଠିକ୍ ହୋଇଯାଇଛି ।

୮) ମୋର ସାଙ୍ଗ ତାର ଏକ୍ସ ଗାର୍ଲଫ୍ରେଣ୍ତର ବାହାଘରରେ ଏତେ ଜବରଦସ୍ତ ନାଗିନ୍ ଡ୍ୟାନ୍ସ କଲା କି ଝିଅର ବାପ କହିଲା କି ଏବେ ଇଏ ବାହାଘର କରେଇଦେବ ନା ନାଗମଣି ନେଇକି ମାନିବ ।

୯) ଝିଅ : କଣ କରୁଛ ? ପୁଅ : ବାଦାମ ଖାଉଛି , ଝିଅ : ଓଃ ଏକେଲା ଏକେଲା , ପୁଅ : ଏବେ ୧୦ ଟଙ୍କାର୍ ବାଦାମ ମୁଁ ଭଣ୍ତାରା କରିବି କି ?

୧୦) ଜଣେ ମହିଳା ବାଇକ୍ ରେ ବସିବା ପରେ ସ୍ୱାମୀର ଜଙ୍ଘରେ ହାତ କଣ ପାଇଁ ରଖିଥାଏ ଜଣାଅଛି , କାରଣ ସ୍ୱାମୀ ପକେଟ୍ ରୁ ଗୁଟଖା, ତମାଖୁ ଓ ଚୁନର ଡବା ରାସ୍ତାରେ ନ ପଡିଯାଉ , ପରିଶେଷରେ ପ୍ରେମ ପ୍ରେମ ହିଁ ହୋଇଥାଏ ।

 

Leave a Reply

Your email address will not be published. Required fields are marked *