October 15, 2025

Odia Express

Here, There and Everywhere

ଯଦି ଆପଣ ଖାଉଛନ୍ତି କୁକୁଡା ଗୋଡ, ତେବେ ନିଶ୍ଚିତ ପଢନ୍ତୁ ଏହି ଖବର, 99%ଲୋକେ ଜାଣନ୍ତି ନାହିଁ ଏକଥା…

1 min read

ଆମର ହିନ୍ଦୁସ୍ଥାନ ଏପରି ଦେଶ ଅଟେ ଯେଉଁଠାରେ ଶାକାହାରୀ ଲୋକଙ୍କର ବହୁତ ସଂଖ୍ୟା ମିଳିଥାଏ ଓ ଶାକାହାରୀ ଲୋକେ ପ୍ରାୟତଃ ଆମିଷକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ଅନୁଯାୟୀ ସମସ୍ତଙ୍କୁ ପଶୁ ମାନଙ୍କ ଉପରେ ଅତ୍ୟାଚାର କରିବା ଛାଡି ସମସ୍ତ ଲୋକଙ୍କୁ ଶାକାହାରୀ ହେବା ଉଚିତ । କିନ୍ତୁ ଏବେ ଅଧିକତର ଲୋକେ ମାଂସାହାରୀ ହୋଇଗଲେଣି ଏକତାକୁ ମିଥ୍ୟା ପ୍ରମାଣ କରିହେବ ନାହିଁ ଓ ଅଧିକତର ଲୋକ କୁକୁଡାର ଅଧିକ ସେବନ କରିଥାନ୍ତି ଓ ଲୋକମାନଙ୍କୁ ଏହା ବହୁତ ପସନ୍ଦ ଅଟେ । ଆଜିର ସମୟରେ ଅନେକ ଲୋକ ମାଂସାହାରୀ ଖାଇବାର ସୌକିନ ଅଟନ୍ତି ।

କିଛି ତ ଏହାକୁ ଫେସନ ସହ ଯୋଡି ଦେଖିଥାନ୍ତି ଓ ଅନେକ ଲୋକ ଏହାକୁ ଅଭ୍ୟାସ କାରଣରୁ ଖାଆନ୍ତି । ମୁଖ୍ୟତଃ ଏହାର ସେବନ ଦ୍ଵାରା ମହିଳା ଓ ପୁରୁଷଙ୍କ ଠାରେ ଫରଟିଲିଟିର ସମସ୍ଯା ହୋଇଯାଏ ଯେଉଁ କାରଣରୁ ସେମାନଙ୍କୁ ମାଆ-ବାପା ହେବାରେ ବହୁତ ଅସୁବିଧା ହୋଇଥାଏ। ଏହାସହ ଏହାକୁ ଖାଇଲେ ଅନେକ ଲାଭ ମଧ୍ୟ କୁହାଯାଏ ଯେ ଏଥିରେ ପୋଷକତତ୍ଵ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ। ମାଛ, ମଟନ ତ ଠିକ ଅଛି କିନ୍ତୁ କୁକୁଡା ଖାଇଲେ ଶରୀରକୁ ଅନେକ ରୋଗ ଲାଗିବାର ଭୟ ରହିଛି ।

ଶେଷରେ ଏହାତ ନିଜର ପସନ୍ଦ ହୋଇଥାଏ କିନ୍ତୁ ବହୁତ କମ ଲୋକ ଏହା ଜାଣନ୍ତି ଯେ କୁକୁଡାର ଗୋଡ ଖାଇବାର ଲାଭ ଚିକେନ ଖାଇବା ଠାରୁ ମଧ୍ୟ ଅନେକ ଅଧି ଅଟେ। ଏହାର ଗୋଡ ଖାଇବାର ଲାଭ ଅଛି କାରଣ ସ୍କିନଲେସ ଗୋଡରେ ପ୍ରୋଟିନର ମାତ୍ରା ବହୁତ ଅଧିକ ହୋଇଥାଏ କିନ୍ତୁ ଚର୍ବି ବହୁତ କମ ଥାଏ ତ ଏମିତିରେ ଆପଣଙ୍କୁ ଶକ୍ତି ତ ମିଳିଥାଏ ଓ ତାସହ ଆପଣଙ୍କ ମାଂସପେଶୀକୁ ଶକ୍ତିଶାଳୀ କରିବାରେ ଓ ବଡି ତିଆରି କରିବାରେ ଏହା ବହୁତ ଅଧିକ ସାହାଯ୍ୟ କରିଥାଏ ।

କୁକୁଡାଗୋଡର ସବୁଠାରୁ ବଡ ଲାଭ ତ ଏହା ଯେ ଏହା ଆପଣଙ୍କ ରକ୍ତଚାପକୁ ଖୁବ ଭଲରୂପେ ନିୟନ୍ତ୍ରଣ କୁ ନେଇଆସେ ଯାହାକି କାହା ପାଇଁ ଭଲ ହେବ ଓ କାରଣ ଏଥିରେ ଫ୍ୟାଟ କମ ଥାଏ ଓ ପ୍ରୋଟିନ ମଧ୍ୟ ସିଧା ପଚନଶୀଳ ଅଟେ ଟ ପଚନ ମଧ୍ୟ ବହୁତ ଭଲ ହୋଇଥାଏ ଓ ଏହାଛଡା ଏହା ଆପଣଙ୍କୁ ଅନାବଶ୍ୟକ କୋଲେଜନ ମାତ୍ରାକୁ ଭଲ କରିଦେଇଥାଏ ଏହାଦ୍ବାରା ହୋଇଥାଏ ଏହା ଯେ ଆପଣଙ୍କ ତ୍ଵଚା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଯୁବକ ରହିଥାଏ ଓ ଆପଣ ବହୁତ ଅଧିକ ତାଜା ଅନୁଭବ କରନ୍ତି ଓ ଏହା ଆପଣଙ୍କ ପାଇଁ ଲାଭଜନକ ହୋଇଥାଏ ।

ଚିକେନ ଲେଗ ପିସ ଖାଇବାର ଲାଭ – ଚିକେନରେ ସବୁଠାରୁ ଅଧିକ କୁକୁଡା ଗୋଡ ଲାଭଜନକ ହୋଇଥାଏ । ଗୋଟିଏ କୁକୁଡାର ଗୋଡରେ ଗୋଟିଏ ଗ୍ଳାସ କ୍ଷୀର ବରାବର କ୍ୟାଲସିୟମର ମାତ୍ରା ମିଳିଥାଏ । ଯାହା ଶାରୀରିକ ଦୁର୍ବଳତାକୁ ଦୂର କରିବା ନିମନ୍ତେ ଓ ତାସହ ଅସ୍ଥି ଓ ମାଂସପେଶୀ ଙ୍କୁ ଦୃଢ କରିବାରେ ବହୁତ ଲାଭଦାୟକ ହୋଇଥାଏ ।

ଚିକେନ ଲେଗ ପିସ ଖାଇଲେ ଗଠିଆ ରୋଗର ରୋଗୀ ମାନଙ୍କୁ ବହୁତ ଲାଭ ହୋଇଥାଏ । ଏହାର ନିୟମିତ ସେବନ କରିବା ଦ୍ଵାରା ଗଠିଆ ରୋଗ ମୂଳରୁ ଶେଷ ହୋଇଜାଏ ।

ଚିକେନ ଲେଗ ପିସ ଓଜନ ବୃଦ୍ଧି କରିବାରେ ବହୁତ ଉପଯୋଗୀ ହୋଇଥାଏ । ଯଦି ଆପଣଙ୍କ ଓଜନ କମ ଅଟେ ଓ ଆପଣ ଓଜନ ବୃଦ୍ଧି କରିବାକୁ ଇଚ୍ଛୁକ, ତେବେ ଆପଣଙ୍କୁ ଚିକେନ ଲେଗ ପିସର ସେବନ କରିବା ଉଚିତ । ଚିକେନ ଲେଗ ପିସର ସେବନ କରିବା ଦ୍ଵାରା ଆଣ୍ଠୁ ଓ ଜଏଣ୍ଟ କଷ୍ଟରେ ମଧ୍ୟ ଆରାମ ମିଳିଥାଏ ।

ଏହା ଭିତରେ ଉପସ୍ଥିତ ତତ୍ଵ ଆପଣଙ୍କ ଭିତରର ମାଂସପେଶୀକୁ ତ ଶକ୍ତିଶାଳୀ କରେ ତାସହ ବୃଦ୍ଧତ୍ଵ ବିଳମ୍ବରେ ଆସେ ଓ ଚେହେରାରେ ବ୍ରଣ ଭଳି ସମୟ ମଧ୍ୟ ଶେଷ ହେବାରେ ଲାଗେ, କିଛି ଜିନିଷ ଅଛି ଯାହା ଏହାର ପକ୍ଷରେ ଅଛି ଓ ଆପଣ ଚାହିଁଲେ ଏହାର ସେବନ କରି ଲାଭ ପାଇପାରନ୍ତି ।

Leave a Reply

Your email address will not be published. Required fields are marked *