October 17, 2024

Odia Express

Here, There and Everywhere

ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅଭିମନ୍ୟୁଙ୍କୁ କଣ ପାଇଁ ବଞ୍ଚାଇଲେ ନାହିଁ – କାରଣ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ…

ମହାଭାରତ ବିଷୟବସ୍ତୁ ଉପରେ ସମସ୍ତେ ଜାଣିଥିବେ , କିନ୍ତୁ ତା ସହ ଯୋଡି ହୋଇଥିବା ବହୁତ ଗୁଡିଏ କଥା ଅଛି ଯାହା କେହି ଜାଣିନଥିବେ , କିମ୍ବା ସେହି ରହସ୍ୟ ବିଷୟରେ ଜାଣିନଥିବେ , ଏମିତିରେ ଆଜି ଆମେ ସେହି ରହସ୍ୟ ବିଷୟରେ କହିବାକୁ ଯାଉଛୁ , ଆଜି ଆମେ ଆପଣଙ୍କୁ କହିବୁ କଣ ପାଇଁ ଏତେ ଶକ୍ତି ଶାଳୀ ହେଇ ମଧ୍ୟ ଏତେ ସାରା ଲୀଳାଗୁଡିକ ଭଗବାନ ଶ୍ରୀକୃଷ୍ଣ ନିଜ ଭଉଣୀ ସୁଭଦ୍ରା ଓ ମହାରଥି ଅର୍ଜୁନଙ୍କୁ ରକ୍ଷା କରିନଥିଲେ,  ଓ ସେହି ଯୁଦ୍ଧରେ ମୃତ୍ୟୁ ପ୍ରାପ୍ତ କରିବାକୁ ଦେଇଥିଲେ,  ଏହା ଏତେ ସହଜ ନୁହେଁ ଯେତେ ଏଠାରେ କହିବା ଓ ଶୁଣିବାକୁ ଲାଗିଲା,  ଏହାପଛରେ ଏକ ଲମ୍ବା କାହାଣୀ ଅଛି , ଯାହା ଆମେ ସଂକ୍ଷେପରେ କହିବୁ ।

ଅସଲରେ ସୃଷ୍ଟିର ନିୟମ ଅଛି କି ଯେବେ କେବେ ପୃଥିବୀରେ କିମ୍ବା ସମସ୍ତ ତିନି ଲୋକରେ ସଙ୍କଟର୍ ସ୍ଥିତି ଆସିଥାଏ ତେବେ ଅଧର୍ମ ବଢିବାକୁ ଲାଗେ,  ସେହି ସମୟରେ ଦେବୀ ଦେବତା କେଉଁ ଅବତାରକୁ ନେଇକରି ଧର୍ମର ରକ୍ଷା କରନ୍ତି , ଓ ଅଧର୍ମର ନାଶ କରନ୍ତି , କିଛି ଏପରି ହେଲା ଦ୍ୱାପର ଯୁଗରେ ଯେବେ ପୃଥିବୀରେ ପାପ ବହୁତ ଅଧିକା ବଢିଯାଈଥିଲା , ଓ ସେହି ସମୟରେ ଭଗବାନ ବିଷ୍ଣୂ କୃଷ୍ଣ ଅବତାରରେ ପୃଥିବୀରେ ଜନ୍ମ ନେଇଥିଲା , କୁହାଯାଉଛି କି ଭଗବାନ ଶ୍ରୀକୃଷ୍ଣ ନିଜେ ବିଷ୍ଣୂ ଅବତାରରେ ଥିଲେ,  ତାଙ୍କର ସାହାଯ୍ୟ ପାଇଁ ଅନ୍ୟ ସବୁ ଦେବୀ ଦେବତାଙ୍କ ବ୍ରହ୍ମାଜୀଙ୍କ ତରଫରୁ ଆଦେଶ ମିଳିଥିଲା ନିଜେ କିମ୍ବା ନିଜ ପୁତ୍ରଙ୍କୁ ପୃଥିବୀରେ ଅବତାର ଦେବେ , ଭଗବାନ କୃଷ୍ଣଙ୍କ ତଥା ଧର୍ମର ରକ୍ଷା କରନ୍ତୁ ।

ଏମିତିରେ ଏହି ଆଦେଶ କୁ ଯେବେ ଚନ୍ଦ୍ରମା ଶୁଣିଲେ ତେବେ ପୁତ୍ର ବର୍ଚ୍ଚା ଙ୍କୁ ବି ପୃଥିବୀରେ ଜନ୍ମ ନେବାର ଅଧିକାର ମିଳିଥାଏ , ଓ ସେ ବ୍ରହ୍ମାଙ୍କ ଆଦ୍ଶରେ ମାନିବାକୁ ମନା କରିଥିଲେ,  ଏମିତି କୁହାଯାଉଛି କି ଚନ୍ଦ୍ରମା କେବେ ଚାହୁଁନଥିଲେ କି ତାଙ୍କ ପୁଅ ପୃଥିବୀରେ ଯାଇକରି ମହାଭାରତ ଯୁଦ୍ଧ ଲଢନ୍ତୁ , କିନ୍ତୁ ସେ ବିବଶ ହୋଇକରି ନିଜ ପୁତ୍ରକୁ ମହାଭାରତ ଯୁଦ୍ଧ ପାଇଁ ପଠାଇବାକୁ ପଡିଲା , ଏହା ପୁର୍ବରୁ ଚନ୍ଦ୍ରମା ସଫା କହିଦେଲେ କି ତାଙ୍କର ପୁତ୍ର ପୃଥିବୀରେ ବର୍ଚ୍ଚା ଅବତାର ନେବେ ନାହିଁ , ଅସଲରେ ଏମିତି କରିବା ପାଇଁ ଚନ୍ଦ୍ରମା ଉପରେ ସବୁ ଦେବତାଙ୍କ ପ୍ରେସର୍ ପକାଇଲେ , ଓ କହିଲେ କି ଧର୍ମର ରକ୍ଷା କରିବା ସବୁ ଦେବତାଙ୍କ କର୍ତ୍ତବ୍ୟ ଅଛି , ଏଥିପାଇଁ କିମ୍ବା ତାଙ୍କର ପୁତ୍ର ନିଜ କର୍ତ୍ତବ୍ୟରେ ବିମୁଖ ହୋଇପାରିବେ ନାହିଁ ।

ଯାହା ପରେ ଅଭିମନ୍ୟୁ ରୁପରେ ଚନ୍ଦ୍ରମାଙ୍କ ପୁତ୍ର ବର୍ଚ୍ଚା ଜନ୍ମ ନେଇଥିଲେ,  ଆପଣଙ୍କୁ ଏହା ବି କହିଦେବୁ କି ବର୍ଚ୍ଚାଙ୍କୁ ପଠାଇବା ସମୟରେ ଚନ୍ଦ୍ରମା ଦେବତାଙ୍କୁ ଏହା ସର୍ତ୍ତ କରିଥିଲେ କି ସେ ନିଜ ପ୍ରାଣ ପ୍ୟାରେ ପୁତ୍ରଙ୍କୁ ପଠାଇବାକୁ ଚାହୁଁନଥିଲେ,  ତାପରେ ଏହି କାମକୁ ପଛରେ ହଟିବା ଉଚିତ୍ ନୁହେଁ ଏଥିପାଇଁ ସେ ମନୁଷ୍ୟ ହେବା ସଠିକ୍ ହେବ , କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ନୁହେଁ , ମୋର ପୁତ୍ର ଅର୍ଜୁନ ହିଁ ପୁତ୍ର ହେବ , ନର ନାରାୟଣ ଅନୁପସ୍ଥିତି ରେ ମୋର ପୁଅ ଚକ୍ରବ୍ୟୁହ ଭେଦନ କରିବ ,

ଏହି ଯୁଦ୍ଧରେ ବଡ ବଡ ମହାରଥୀଙ୍କୁ ଚକିତ କରିଦେବ , ଓ ଏହି ପରି ଦିନ ସାରା ଯୁଦ୍ଧର ସମୟରେ ସାୟଂକାଳରେ ମୋତେ ଦେଖାକରିବ , ଏହି କାରଣରୁ ମହାଭାରତ ଯୁଦ୍ଧ ସମୟରେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ ଭେଦିକରି ଅଭିମନ୍ୟୁ ଦିନ ସାରା ଯୁଦ୍ଧ କରିବାରେ ଉପରାନ୍ତ କୌରବ ହାତରେ ଚକ୍ରବ୍ୟୁହ ଭିତରେ ହିଁ ବିରଗତି ପ୍ରାପ୍ତ ହୋଇଯିବେ , ଚନ୍ଦ୍ରମା ସର୍ତ୍ତ ରଖିଥିଲେ କି ଏଥିପାଇଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବି ଅଭିମନ୍ୟୁ ନିୟତିରେ ହସ୍ତକ୍ଷେପ କରିନଥିଲେ,  ଓ ସେଥିପାଇଁ ତାଙ୍କୁ ବଞ୍ଚାଇଲେ ନାହିଁ ।

Leave a Reply

Your email address will not be published. Required fields are marked *