October 17, 2024

Odia Express

Here, There and Everywhere

ଗାୟକ ସୋନୁ ନିଗମ୍ ଙ୍କ ସ୍ତ୍ରୀ ଦେଖାଯାଆନ୍ତି ବହୁତ ସୁନ୍ଦର , ବଡ ବଡ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ..

ସୋନୁ ନିଗମ୍ ଙ୍କ ଆବାଜ୍ ଏପରି ଅଟେ କି ତାଙ୍କର ସମସ୍ତେ ଦିୱାନା ହୋଇଯାଆନ୍ତି , ଏହି କାରଣରୁ ତାଙ୍କ ଆବାଜ୍ ର ଯାଦୁ ପୁରା ଦୁନିଆଁରେ ଛାଇ ରହିଛି , ଏତିକି ନୁହେଁ ତାଙ୍କର ଆବାଜ୍ କାରଣରୁ ଲକ୍ଷାଧିକ ଝିଅ ଫିଦା ହୋଇଛନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ସୋନୁ କାହାର୍ ଦିୱାନା ହୋଇଛନ୍ତି , ଆପଣଙ୍କୁ କହିଦେବୁ କି ସୋନୁ କେବଳ ଗୋଟେ ହିଁ ଝିଅକୁ ଚାହୁଁଥିଲେ ଯିଏ ଆଜି ତାଙ୍କର ସ୍ତ୍ରୀ ଅଛନ୍ତି , ଆସନ୍ତୁ ଜାଣିବା ତାଙ୍କ ବିଷୟରେ , ଓ ତାଙ୍କର ପ୍ରେମ କାହାଣୀ ବିଷୟରେ , ଦେଖିବା କିପରି ଦେଖାଯାଉଛନ୍ତି ସେ ଓ ତାଙ୍କର ସ୍ତ୍ରି ।

ଆମେ କଥା ହେଉଛେ ବଙ୍ଗାଳୀ ଝିଅ ମଧୁରିମାଙ୍କର , ସୋନୂ ନିଗମ୍ ଓ ମଧୁରିମାଙ୍କ ପ୍ରଥମ ସାକ୍ଷାତ ଏକ ପ୍ରୋଗାମ୍ ରୁ ହୋଇଥିଲା,  ଯେପରି ଦୁହେଁଙ୍କର ଆମନାସାମ୍ନା ହୋଇଥିଲା , ତେବେ ପ୍ରେମ କରିବସିଲେ,  ପ୍ରଥମ ସାକ୍ଷାତ୍ ପରେ ସୋନୁ ନିଗମ୍ ମଧୁରିମା ଦୁହେଁ ଡେଟ୍ କରିବା ଆରମ୍ଭ କରିବସିଲେ,  ଧୀରେ ଧୀରେ ସେ ପାଖାପାଖି ହେବାକୁ ଲାଗିଲେ , ଓ ତାଙ୍କ ପ୍ରେମ ଆଗକୁ ବଢିଚାଲିଲା , ଯେବେ ସେ ଦେଖା କରୁଥିଲେ ତେବେ ସେ ମ୍ୟୁଜିକ୍ ଶୁଣୁଥିଲେ ,

ଏହି ଦୁହେଁ ଜଣେ ଅନ୍ୟ ଜଣଙ୍କୁ ବହୁତଦିନଯାଏଁ ଡେଟ୍ କରିଥିଲେ,  ଯାହାପରେସେମାନେ ବିଚାର କଲେ କି ବିବାହ କରିନେବା ଉଚିତ୍ , ଯାହାପରେ ଦୁହେଁ ବିବାହ କରିନେଲେ , ଓ ବିବାହର ଏହି ଦୁହେଁଙ୍କର ଜୀବନ ଖୁସିରେ ଭରିଗଲା , ୨୦୦୭ ରେ ତାଙ୍କ ପୁଅଙ୍କର ଜନ୍ମ ହେଲା , ହଁ ଆଜ୍ଞା କହିଦେବୁ କି ତାଙ୍କର ପୁଅର ନାଁ ନୁବାନ ଅଟେ,  ଓ ସେ ବି ସୋନୁଙ୍କପରି ଦେଖାଯାଆନ୍ତି , ସେମିତି କହିଦେବୁ କି ମଧୁରିମା ସବୁ ଗୁଣରେ ଭରପୁର୍ ଯାହାକି ଏକ ଆଦର୍ଶ ସ୍ତ୍ରୀ ହେବାପାଇଁ ଓ ସେ ଜଣେ ଭଲ ମା ବି ଅଟନ୍ତି ।

ସେମିତି କହିଦେବୁ କି ସୋନୂ ନିଗମ୍ ମୁଖତଃ ହିନ୍ଦୀ ଓ କନ୍ନଡ ଫିଲ୍ମରେ ଗୀତ ଗାଆନ୍ତି , ଏତିକି ନୁହେଁ ସେ ଅନ୍ୟ ଭାଷାରେ ଗୀତ ଗାଇଛନ୍ତି , ଯେଉଁଥିରେ ମଣିପୁରୀ , ଗଢବାଲି, ଓଡିଆ, ତାମିଲ୍ , ଆସାମୀ,  ପଞ୍ଜାବୀ, ବଙ୍ଗାଳୀ , ମଲାୟଲମ୍, ମରାଠି , ତେଲେଗୁ ଓ ନେପାଳୀ ସାମିଲ୍ ଅଛି , ସୋନୁ ନିଗମ ଚାରି ବର୍ଷ୍ ବୟସରୁ ଗୀତ ଗାଉଛନ୍ତି , ସେ ପ୍ରଥମେ ନିଜ ବାପାଙ୍କ ସହ ମଞ୍ଚ ଉପରେ ରଫି ସାହେବଙ୍କ ଗିତ କ୍ୟା ହୁଆ ତେରା ୱାଦା ଗୀତ ଗାଇଥିଲେ,  ତେବେ ବିବାହର ପାର୍ଟିରେ ସେ ନିଜ ବାପାଙ୍କ ସହ ଗାଇବାକୁ ଲାଗିଲେ , କିଛି ଦିନ ପରେ ବଡ ହେବାପରେ ସେ ସଂଗୀତ ପ୍ରତିଯୋଗିତାରେ ଭାଗନେଲେ ॥

ମଧୁରିମା ଲାଇମ୍ ଲାଇଟ୍ ରୁ ଦୁରରେ ନିଜ ପରିବାରକୁ ସମୟ ଦେଉଛନ୍ତି , ସେ ବଲିଉଡ୍ ପାର୍ଟିରୁ ଦୁରେଇ ରୁହନ୍ତି , ସୋନୁ ତାଙ୍କୁ ଥରେ ତାଙ୍କ ବିଷୟରେ କହିଥିଲେ କି ମଧୁରିମାଙ୍କ ମଧ୍ୟରେ ସବୁ ଗୁଣ ଭରପୁର୍ ଅଛି ,ସେ ଜଣେ ଆଦର୍ଶ ସ୍ତ୍ରି ଅଟନ୍ତି , ସେ ନିଜ କାମକୁ ନେଇ ସବୁବେଳେ ଆଗ୍ରହୀ ରୁହନ୍ତି , ଏହି ସମୟରେ ମଧୁରିମା ଫ୍ୟାମିଲିର ପୁରା ଦାୟିତ୍ୱ ନିଅନ୍ତି ।

Leave a Reply

Your email address will not be published. Required fields are marked *