June 20, 2025

Odia Express

Here, There and Everywhere

ମଜାଦାର୍ ଜୋକ୍ସ- ବିବାହର ପ୍ରଥମ ରାତିରେ ସ୍ତ୍ରୀ ସ୍ୱାମିଙ୍କୁ କୁହେ କି ମୋତେ ଡର ଲାଗୁଛି ତାପରେ ତାପରେ ସ୍ୱାମୀ କହିଲେ ଏଭଳି କଥା ଶୁଣିଲେ ହସି ହସି ଗଡିବେ ଆପଣ…

1 min read

ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁରେ କାହାକୁ କନ୍ଦେଇବାରେ ବହୁତ ସହଜ ଅଟେ,  ଓ ସେମିତି ହସାଇବା କେତେ ମୁସକିଲ୍ ହୋଇଥାଏ, ଏଥିପାଇଁ ସବୁବେଳେ ଏହା ଚେଷ୍ଟା କରନ୍ତୁ କି ଦିନସାରା ଥଆ ପଣ ଦୂର କରିବାପରେ , ଯେବେ ଆପଣ ଘରକୁ ଆସନ୍ତୁ , ତେବେ ଆରାମରେ ସମୟ ଅତିବାହିତ କରନ୍ତୁ , ଓ ଖୁବ୍ ସାରା ହସନ୍ତୁ ଓ ଅନ୍ୟଙ୍କ ମୁହଁରେ ହସ ଫୁଟାନ୍ତୁ ।

୧) ସୁନ୍ଦରୀ ଝିଅ ଅଧିକା ପଢନ୍ତି ନାହିଁ , ସେ ଜାଣିଥାନ୍ତି କି ଦୁନିଆଁର୍ କେଉଁ କୋଣରେ ତାଙ୍କର ଗଧ , ତାଙ୍କ ପାଇଂ ଡାକ୍ତର କିମ୍ବା ଇଞ୍ଜିନିୟର୍ ତିଆରି ହୋଇରହିଥିବ ।

୨) ସ୍ତ୍ରିକୁ ଚାପୁଡା  ମାରିକରି ସ୍ୱାଈ କହିଲା , ମଣିଷ ତାହାକୁ ମାରିଥାଏ , ଯାହାକୁ ସେ ଭଲ ପାଏ , ତାପରେ ସ୍ତ୍ରି ୪ ଟି ଚାପୁଡା , ୬ଟି ଗୋଇଁଠା, ୮ ଟି ବାଡିରେ ପ୍ରହାର, ମାରିକଇର୍ ଧୋଇଲେ , ଓ କହିଲେ ଜଣ ବୁଝିଲ,  ମୁଂ କଣ ତୁମକୁ ପ୍ରେମ କରେ ନାହିଁ ।

୩) ଗୋଟେ ଝିଅ ନିଜ ଶଶୁରଘର ମାକୁ କଲ୍ କଲେ , ଝିଅ : ମା କାଲି ମୋର ତ୍ନାଙ୍କ ସହ ଝଗଡା ହୋଇଗଲା,  ମା କିଛି କଥା ନାହିଁ ଝିଅ , ସ୍ୱାମୀ ସ୍ତ୍ରି ମଧ୍ୟରେ ଝଗଡା ହୋଇଥାଏ,  ଝିଅ : ହଁ ସେଇଟା ତ ସବୁ ଠିକ୍ ଅଛି  କିନ୍ତୁ ଏହି ଶବର କଣ କରିବି ,

୪) ଦୁନିଆଁରେ ଦୁଇଟି ନେଟୱର୍କ ବହୁତ ଫାଷ୍ଟ ଅଛି , ୧) ଇ-ମେଲ୍ , ଆଉ ଗୋଟେ ହେଲା ଫିମେଲ୍ , ଗୋଟେ ମିନିଟ୍ ରେ ଗୋଟିଏ କଥା ଆଉ ଗୋଟିଏ ଜାଗାରେ ପହଞ୍ଚାଇଦିଏ ।

୫) ଫେସବୁକ୍ ରେ ସବୁଠାରୁ ଅଧିକା ମିଛ କୁହାଯାଉଥିବା ଶବ୍ଦ , ନାଇସ୍ ପିକ୍

୬) ୩ ଇଞ୍ଜିନିୟର୍ ଗୋଟେ ତେଢା ମେଡା ପାଇପ୍ ରେ ତାର ପକାଇଆ ପାଇଁ ଚେଷ୍ଟା କରୁଥିଲେ,  ଏକ ଗାଁ ଲୋକେ ୫ ଦିନରୁ ଏହା ସବୁ ଦେଖୁଥିଲା,  ୫ମ ଦିନ କହିଲା ମୁଁ କଣକରିବି ସାହେବ୍ , ସେ କହିଲେ , ଆମେ ୫ ଦିନ ଚେଷ୍ଟା କରୁଛୁ , ଆମ ଦ୍ୱାରା ତ ହେଲା ନାହିଁ , ତୁ କିପରି ବାହାର କରିବୁ , ଚାଲ୍ ତୁ ବି ଚେଷ୍ଟା କରିନେ , ଗାଁ ଲୋକ କହିଲା , ଠିକ୍ ଅଛି  ,ଗାଁ ଲୋକ କ୍ଷେତରେ ଗଲା , ଏକ ମୁଷା ଆଣିଲା , ତାର ପୁଞ୍ଚକୁ ତାରରେ ବାନ୍ଧିକରି ଚୁହା ପାଇପ୍ ରେ ପକାଇଲେ,  ମୁଷା ଅନ୍ୟ ପଟେ ବାହାରକୁ ବାହାରିଗଲା, ତେବେ ବର୍ଷକପରେ ଜଣା ପଡିଲା କି ଡିଗ୍ରୀର କିଛ୍ହି ଭ୍ୟାଲୁ ନାହିଁ

୭) ଭିଣେଇ ଓ ଶାଳୀ ସୁନସାନ୍ ଜଙ୍ଗଲକୁ ଯାଉଥିଲେ,  ଶାଳୀ : ଭିଣେଇ ଆପଣ ମୋତେ ମଉକାର ଫାଇଦା ଉଠାଉନାହାନ୍ତି ତ,  ଜବରଦସ୍ତି କରିବନି ତ , ଭିଣେଇ : ଦେଖୁନକି ମୋର ଗୋଟେ ହାତରେ ଛେଳିର୍ ଅଣ୍ତା ଅଛି , ଓ ଅଲଗା ହାତରେ କୁକୁଡା ରସି ଓ ବାଲଟି ଅଛି,  ମୁଁ କିପରି କିଚି ଅରିପାରିବି  ଶାଳି କଣ କରିପାରିବ ନାହୀଁ , ଯଦି ଆପଣ ଥଣ୍ତା ଗାତରେ ରସିରୁ ଛେଳିକୁ ବାନ୍ଧିଦେବ , ତେବେ ଆପଣ ସବୁ କିଚି କରିପାରିବ , ମୋତେ ସତରେ ବହୁତ ଡର ଲାଗୁଛି ।

୮) ଏବେ ବିବାହର ସାତଟି ବଚନ ଜାଗାରେ ଆଠଟି ହେବା ଜରୁରି , ଅଷ୍ଟମ ବଚନ ହାର୍ଟ୍ସ ଆପ୍ ରେ ଓ ଫେସବୁ ସମୟର ଆଗରୁ ନିଜ ସ୍ୱାମୀଙ୍କୁ ଅଧିକା ସମୟ ଦେବି  ।

୯) ବାବା ଫ୍ୟାସନ୍ ଟିଭି ଦେଖୁଥିଲେ,  ଜଣେ ବ୍ୟକ୍ତି ଦେଖିନେଲା , ଓ କହିଲା ବାପା ଆପଣ ବି , ବାବା : ଭଗବାନଙ୍କ ରାଣ  ଏହି କନ୍ୟାଙ୍କୁ ମୁଂ ଘୃଣା ଦୃଷ୍ଟିରେ ଦେଖୁଛି ,

୧୦) ବିବାହର ପ୍ରଥମ ରାତି ସ୍ୱାମୀ ମୋର କାନ୍ଧରେ ଆସିଯାଅ , ବିବାହର ପ୍ରଥମ ରାତିରେ ସ୍ତୀ ସ୍ୱାମିକୁ ମୋତେ ବହୁତ ଡର ଲାଗୁଛି, ତେବେ ଶାଶୁ କବାଟ ବାଡେଇଲେ,  ଶାଶୁ : କବାଟ ଖୋଲ ଝିଅ , ସ୍ତ୍ରି : ଏବେ ଖୋଲ ନାହିଂ , ମୁଁ ପଲଙ୍କ ତଳେ ଲୁଚି ଜାଉଛି , ସ୍ୱାମୀ : କଣ ପାଇଁ ଲୁଚିବ , ମା ତ ସିଏ , ସ୍ତ୍ରି : ଓହ ମୋତେ ଲାଗିଲା କି ପୋଲିସ ଆସିଗଲା

Leave a Reply

Your email address will not be published. Required fields are marked *