October 16, 2024

Odia Express

Here, There and Everywhere

ଖାଇବା ପୂର୍ବରୁ ନିଶ୍ଚିତ କରନ୍ତୁ ଏହି ଛୋଟ କାମ , କେବେ ଦାରିଦ୍ର୍ୟ ଛୁଇଁବ ନାହିଁ ଆପଣଙ୍କ ପାଖ..

ବନ୍ଧୁଗଣ ଏହି ସଂସାରରେ ଯେତେ ଲୋକ ଯେଉଁ କାର୍ଯ୍ୟ କରନ୍ତି ତାହା ଖାଦ୍ୟ ନିମନ୍ତେ କରନ୍ତି। ପ୍ରତ୍ୟେକ ବ୍ୟକ୍ତି ପେଟ ପୁରା ଖାଇବା ପାଇଁ ସାରା ଜୀବନ ପରିଶ୍ରମ କରନ୍ତି ଓ ତାପରେ ଦୁଇବେଳା ଖାଦ୍ୟ ସଂଗ୍ରହ କରନ୍ତି। ବନ୍ଧୁଗଣ ଜୀବନର ସମ୍ବନ୍ଧ ଭୋଜନ ସହିତ ଥାଏ କାରଣ ଏହା ବିନା କୌଣସି ବ୍ୟକ୍ତି କିଛି କରିପାରିବ ନାହିଁ । ଭୋଜନର ମାନବ ଜୀବନରେ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି କାରଣ ଭୋଜନ ପ୍ରାପ୍ତ କରିବା ପାଇଁ କୌଣସି ମନୁଷ୍ୟ କିଛି ବି କରିପାରିବ । ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭୋଜନ କରିବାର ସଠିକ ବିଧି ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କୁ କେବେ ମଧ୍ୟ ଅନ୍ନ ପାଇଁ ହଇରାଣ ହେବାକୁ ପଡିବ ନାହିଁ ଓ ଆପଣଙ୍କ ଘର ଧନଧାନ୍ୟରେ ପୁରିଉଠିବ ।

ବନ୍ଧୁଗଣ କୁହାଯାଏ ଯେ ଆସିଥିବା ଭୋଜନର ଥାଳିର କେବେ ମଧ୍ୟ ଅପମାନ କରିବା ଉଚିତ ନୁହେଁ ଓ କେବେ ମଧ୍ୟ ଆସିଥିବା ଭୋଜନ ଥାଳିକୁ ଫେରାଇବା ଉଚିତ ନୁହେଁ କାରଣ ଏହାଦ୍ୱାରା ଅନ୍ନର ଦେବୀଙ୍କର ଅପମାନ ହୋଇଥାଏ ଓ ସେ ସବୁବେଳେ ଅସନ୍ତୁଷ୍ଟ ହୋଇଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ଭୋଜନ କରିବାର ସଠିକ ବିଧି ବିଷୟରେ ଜଣେଇବୁ । ଯେ ପର୍ଯ୍ୟନ୍ତ ଆପଣଙ୍କ ଆଗକୁ ଭୋଜନ ଥାଳି ଆସିବ ତ ଆପଣ ସର୍ବପ୍ରଥମେ ଯିଏ ଆପଣଙ୍କୁ ଭୋଜନ ଉପଲବ୍ଧ କରାଉଛନ୍ତି ସେହି ଭଗବାନଙ୍କୁ ହାତଯୋଡି ପ୍ରଣାମ କରିବା ଉଚିତ ଓ ତାପରେ ଭୋଜନକୁ ଗ୍ରହଣ କରିବା ଉଚିତ । ଏହାଦ୍ୱାରା ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତିର ସଂଚାର ହେବ ଯେବେ ଆପଣଙ୍କ ଦ୍ଵାରା କରାଯାଇଥିବା ଭୋଜନ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବ ଓ ସେହି ଭୋଜନ ଆପଣଙ୍କ ଶରୀର ନିମନ୍ତେ ଲାଭଜନକ ପ୍ରମାଣିତ ହେବ ।

ବନ୍ଧୁଗଣ ଭୋଜନ କରିବା ସମୟ ଯଦି ଆପଣ ଏହି କାର୍ଯ୍ୟ କରିବେ ତେବେ ଆପଣଙ୍କ ଗୃହରେ ଉନ୍ନତି ହେବ ଆପଣଙ୍କ ଗୃହରୁ ଦାରିଦ୍ର୍ୟ ସବୁଦିନ ପାଇଁ ଦୂରେଇ ଯିବ। ଆପଣଙ୍କୁ ଆଉ ଏକ କଥାର ବହୁତ ଧ୍ୟାନ ରଖିବାକୁ ହେବ ଯେ ଆପଣଙ୍କ ସାମ୍ନାରେ ଯେଉଁ ଭୋଜନର ଥାଳି ଆସିବ ତାହାର ଇଜ୍ଜତ ଆପଣଙ୍କୁ କରିବାକୁ ହେବ ଓ ବନ୍ଧୁଗଣ ଜେଇନ ଘରେ ଅନ୍ନର ଅପମାନ ହୋଇଥାଏ ସେହି ଘରାକୁ ସବୁବେଳେ ଦରିଦ୍ରତାର ବାସ ହୋଇଥାଏ ଓ ଅନ୍ନର ଦେବୀ ସବୁବେଳେ ରୁଷ୍ଟ ହୁଅନ୍ତି ।

ବନ୍ଧୁଗଣ କୁହାଯାଇଛି ଯେ ଯେଉଁ ଥାଳି ଆପଣ ଭୋଜନ କରୁଛନ୍ତି ସେହି ଥାଳିରେ ହାତ ଧୋଇବା ଉଚିତ ନୁହେଁ ଓ ନା କେବେ ସେହି ଥାଳିରେ ଭୋଜନ ଖରାପ କରିବା ଉଚିତ । ଏପରି କରିବା ଦ୍ଵାରା ଅନ୍ନର ଅପମାନ  ହୋଇଥାଏ । ବନ୍ଧୁଗଣ ଆଜି ଏହି କଥାର ସୂଚନା ପାଇଁ ଆପଣଙ୍କର କହିବା କଥା କମେଣ୍ଟବକ୍ସରେ ନିଶ୍ଚିତ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *