November 21, 2024

Odia Express

Here, There and Everywhere

ଆଜି ୧ ଫେବୃୟାରୀରୁ ବନ୍ଦ ହେଉଛି ଏହି ATM କାର୍ଡ , ବ୍ୟାଙ୍କ୍ ମାନେ ଜାରି କରିଛନ୍ତି ହାଇ ଆଲର୍ଟ, ଆଜି ହିଁ କରିନିଅନ୍ତୁ ଏହି ଜରୁରୀ କାମ..

୧ ଫେବୃୟାରୀକୁ ଲକ୍ଷାଧିକ ଏଟିଏମ୍ କାର୍ଡ ବନ୍ଦ ହେବାକୁ ଯାଉଛି , ଯେଉଁଥିରେ ଆପଣଙ୍କୁ ପଇସା ବାହାର କରିବାରେ ଅସୁବିଧା ସାମ୍ନା କରିବାକୁ ପଡିପାରେ , ବ୍ୟାଙ୍କ୍ ତରଫରୁ ଏହି ସୁଚନା ଗ୍ରାହକଙ୍କ ପାଇଁ ଦିଆଯାଇଛି , ୩୧ ଜାନୁୟାରି ପରେ ଏଟିଏମ୍ କାର୍ଡ କାମ କରିବା ବନ୍ଦ କରିଦେବ , ଓ ଏଟିଏମ୍ ରୁ ପଇସା ବାହାର କରିପାରିବେ ନାହିଁ,  ବ୍ୟାଙ୍କ୍ ଏପରି ନିଜ ଗ୍ରାହକଙ୍କୁ ଫ୍ରଡ୍ ରୁ ବଞ୍ଚାଇବାପାଇଁ ଏପରି କରୁଛନ୍ତି । ଆପଣଙ୍କୁ କହିଦେବୁ କି ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଗ୍ରାହକଙ୍କୁ ଫ୍ରଡ୍ ରୁ ବଞ୍ଚାଇବାପାଇଁ ଏମିତି କରାଯାଇଛି , ଏହା ଦ୍ୱାରା ୨ ବର୍ଷ ପୁର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ୍ ଆର୍ ବି ଆଇ ବ୍ୟାଙ୍କ୍ ଙ୍କୁ ଏଟିଏମ୍ କାର୍ଡ ବଦଳାଇବାପାଇଁ ଆଦେଶ ଦେଇଛନ୍ତି , ଏହା ପରେ ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ ଏଟିଏମ୍ ବଦଳାଇବା ଆରମ୍ଭ କରିଦେଇଥିଲେ , କିନ୍ତୁ ଏବେ ବହୁତ୍ ଗ୍ରାହକ ଅଛନ୍ତି ଯାହାଙ୍କ ପାଖରେପୁରୁଣା କାର୍ଡ ଅଛି , ଏମିତିରେ ଗ୍ରାହକଙ୍କୁ ୩୧ ଜାନୁୟାରୀ ପରେ ଏହା ବଢିବାର ଅଛି ।

ଭାରତୀୟ ଡାକ ବିଭାଗ ନିଜ ଗ୍ରାହକଙ୍କୁ ଜରୁରୀ ଆଲର୍ଟ ଜାରିକରିଛନ୍ତି , ଯେଉଁଥିରେ ସଞ୍ଚୟ ଖାତା ଖୋଲିଥିବା ଗ୍ରାହକଙ୍କୁ ନିଜ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଓ ୩୧ ଜାନୁୟାରୀ ପର୍ଯ୍ୟନ୍ତ ପୁରୁଣା ଏଟିଏମ୍ କାର୍ଡକୁ ନୁଆ ଇଏମ୍ ବି ଚିପ୍ ଆଧାରିତ କାର୍ଡ ବଦଳାଇବାର କୁହାଯାଇଥିଲା , ଭାରତୀୟ ଡାକ ଅନୁସାରେ ୩୧ ଜାନୁୟାରୀ ପରେ ଏଟିଏମ୍ କାର୍ଡ ବନ୍ଦ ହୋଇପାରେ

ଏମିତିରେ ଯଦି ଆପଣଙ୍କ ପାଖରେ ଭାରତୀୟ ଡାକ ଅନୁସାରେ ୩୧ ଜାନୁୟାରୀ ପରେ ପୁରୁଣା ଏଟିଏମ୍ କାର୍ଡ ବନ୍ଦ ହୋଇପାରେ , ଏମିତିରେ ଯଦି ଆପଣଙ୍କ ପାଖରେ ଭାରତୀୟ ଡାକର ପୁରୁଣା ଏଟିଏମ୍ କାର୍ଡ ଅଛି ତେବେ ପାଖରେ ଥିବା ବ୍ରାଞ୍ଚରେ ଯାଇକରି ଏହାକୁ ବଦଳାଇଦିଅନ୍ତୁ । ଆପଣଙ୍କୁ କହିଦେବୁ କି ବ୍ୟାଙ୍କରେ ଓ ଡାକ ବିଭାଗର ତରଫରୁ ଗ୍ରାହକଙ୍କୁ ଏଟିଏମ୍ କାର୍ଡ ବିନା କେଉଁ ଚାର୍ଜ ନେଇ ଏଟିଏମ୍ କାର୍ଡ ଦିଆଯାଇଛି , ଏହା ଛଡା ଭାରତୀୟ ଡାକ ବ୍ରାଞ୍ଚରୁ ୩୧ ଜାନୁୟାରି ପର୍ଯ୍ୟନ୍ତ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଅନିବାର୍ଯ୍ୟ କରିଛନ୍ତି ।

 

 

Leave a Reply

Your email address will not be published. Required fields are marked *