କଫିରେ ଘିଅ ମିଶାଈ ପିଇଲେ ହୋଇଥାଏ ଗଜବର ଫାଈଦା , ଜାଣିଲେ ଚକିତ୍ ହୋଇଯିବେ ଆପଣ…
ଯଦି ଆପଣ ସକାଳର ଆରମ୍ଭ କରିବାପାଇଁ ଦିନର୍ ସାରା ଥକାପଣକୁ ଦୁର କରିବାପାଇଁ କଫି ଉପରେ ନିର୍ଭର କରୁଛନ୍ତି ତେବେ କଫି ଛାଡିପାରିବା ବହୁତ ହିଁ ମୁସକିଲ୍ ଅଟେ, କାରଣ କଫିରେ କେଫିନ୍ ହୋଇଥାଏ , ଆପଣ ନିଜ କଫିକୁ ହେଲଦି ବନାଇପାରିବେ , ଯାହା ସ୍ୱାସ୍ଥ୍ୟପାଇଁ ବହୁତ ଭଲ ହେବ , ଆପଣ କଫିରେ ଏକ ଚାମଚ ଘିଅ ମିଶାଇକରି ପିଅନ୍ତୁ , ଏହା ଶରୀରରେ ଫାଇଦା ଦେବ , ଆସନ୍ତୁ ଜାଣିବା କଣ ଅଛି ଏହାର୍ ଫାଈଦା ।କଫି ଅନ୍ତକୁ ରଖିଥାଏ ସୁସ୍ଥ୍ୟ : କିଛି ଲୋକ କଫିକୁ ହଜମ କରିପାରନ୍ତି ନାହିଁ , ଖାଲି ପେଟରେ କଫି ପିଇଲେ କହିଦେବୁ କି କଫିରେ ଘିଅ ମିଶାଇ ପିଇଲେ ସବୁସମସ୍ୟା ଦୂର ହୋଇଯାଏ , ଘିଅ ପେଟରେ ଜ୍ୱଳନ ଓ ଏସିଡିଟି ଦୁର କରିଥାଏ , ଓ ତାହା ସହ କେଫିନ୍ ପ୍ରଭାବ କମ୍ କରିଥା , କ୍ୟାଲସିୟମ୍ ମାତ୍ରା ବଢାଇଦିଏ , ଘିଅର ଓମେଗା ୩ ଏସ୍ ହୋଇଥାଏ , ଯାହା ଅନ୍ତକୁ ସୁସ୍ଥ୍ୟ ରଖିଥାଏ ।
ମୋଟାପା କମ୍ କରିବାରେ ହୋଇଥାଏ ସହାୟକ : ଆଜି କାଳି ବହୁତ ଲୋକ ଚିନ୍ତିତ ରୁହନ୍ତି କି ଯାହାକି କାମ କରିବାକୁ ନାନାଦି ମେଡିସିନ୍ ନିଅନ୍ତି, ଯାହାରକିଛି ପ୍ରଭାବ ହୁଏ ନାହିଁ , ତାହା ସହ ମେଡିସିନ୍ କ୍ଷତିକାରକ ହୋଇଥାଏ , ଯଦି ଆପଣଙ୍କ ଘରେ ଓଜନ୍ କମ୍ କରିବାକୁ ଚାହୁଁଛନ୍ତି , ତେବେ କଫିରେ ଘିଅ ମିଶାଈ ଖାଆନ୍ତୁ , ଏହା ପାଚନ କ୍ରିୟାକୁ ଧିମା କରିଦେବ , ଯାହା ଦ୍ୱାରା ଭୋକ ଲାଗିବ ନାହିଁ ।
ଜଳଖିଆ ପାଇଁ ଅଟେ ଏକ ସହଜ ବିକଳ୍ପ : ସକାଳୁ ଜଳଖିଆ ରେ କଫିରେ ମାଖନ ମିଶାଈ ପିଇଲେ କ୍ୟାଲୋରି ଅପୁର୍ତ୍ତି ହୋଇଥାଏ , ଓ ଫ୍ୟାଟ୍ ଅଲଗା ହୋଇଥାଏ , ଫ୍ୟାଟ୍ ରୁ ଉର୍ଜା ଉତ୍ପନ୍ନ ହୋଇଥାଏ , କଫିରେ ଭୋକ କମ୍ ଲାଗିବ , ମୁଡ୍ ବନାଇଥାଏ କଫି : ଯଦି ଭଲ ମୁଡ୍ କରିବାକୁ ଚାହୁଁଛନ୍ତି ତେବେ କଫିରେ ଘିଅ ମିଶାଇ ପିଅନ୍ତୁ , ଘିଅରେ ଯାହା ଫାଈଟ୍ ମିଳିଥାଏ , ତାହା ମସ୍ତିଷ୍କ ପାଇଁ ଭଲ ହୋଇଥାଏ ।