November 22, 2024

Odia Express

Here, There and Everywhere

ଇଣ୍ଟରଭ୍ୟୁରେ ଝିଅକୁ ଏଭଳି ପ୍ରଶ୍ନ ପଚାରାଗଲା – କେଉଁ ଜାଗାରେ ଝିଅମାନଙ୍କର ସବୁଠାରୁ ମୋଡା ମୋଡା ଚୁଟି ହୋଇଥାଏ ? ଉତ୍ତର ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ

1 min read

ଆଜିର ସମୟରେ ଲୋକେ ଚାକିରି ପାଇବାପାଇଁ ବହୁତ ପରିଶ୍ରମ କରିଥାନ୍ତି , ବିନା ଇଣ୍ଟରଭ୍ୟୁରେ କେହି ବି ଚାକିରି ପାଆନ୍ତି ନାହିଁ , କିଛି ଇଣ୍ଟରଭ୍ୟୁ ବହୁତ ସହଜ ହୋଇଥାଏ । ଓ କିଛି ବହୁତ ହିଁ କଠିନ ହୋଇଥାଏ , ଏମିତିରେ ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ ପଚାରାଯାଏ ଯାହା ମଣିଷର ମୂଣ୍ତ କାମ କରେ ନାହିଁ ମନୋସ୍ଥିତି ଜାଣିବାପାଇଁ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି କିଛି ଏପରି ପ୍ରଶ୍ନ କରିଥାଏ ଯାହା ଆପଣ କେଉଁଠି ପଢିନଥିବେ , ଏହି ପରି ପ୍ରଶ୍ନ ଆପଣଙ୍କ ଆଇକ୍ୟୁ ଟେଷ୍ଟ କରିବାପାଈଁ ପଚାରାଯାଇଥାଏ , ଆଜି ଆମେ ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ଏପରି ପ୍ରଶ୍ନ ବିଷୟରେ କହିବୁ

ପ୍ରଥମ ପ୍ରଶ୍ନ : କିପରି ଏକ ବ୍ୟକ୍ତି ୮ ଦିନ ବିନା ଶୋଇ ରହିପାରିବ ? ଉତ୍ତର : ବ୍ୟକ୍ତି ରାତିରେ ଶୋଇଥାଏ , ଓ ତାକୁ ଦିନରେ ଶୋଇବା କଣ ଦରକାର ।

ଦ୍ୱିତୀୟ ପ୍ରଶ୍ନ : ଯଦି ଏକ ଟେବୁଲ୍ ର ଗିନାରେ ୫ ଟି କଦଳି ଅଛି , ତେବେ ୬ ଟି ଲୋକଙ୍କୁ ବରାବର ମାତ୍ରାରେ ବାଣ୍ଟିବେ , କିପରି ବାଣ୍ଟିବେ , ଉତ୍ତର : ୫ ଟି କଦଳି ଗିନାରେ ଅଛି, କିନ୍ତୁ ୬ ଟି କଦଳି ଅଛି । ତେବେ ଆପଣ ୬ ଜଣ ଲୋକଙ୍କୁ ବରାବର୍ ୬ ଟି କଦଳି  ବାଣ୍ଟୀ ପାରିବେ ।

ତୃତୀୟ ପ୍ରଶ୍ନ : ଆପଣ ଗୋଟିଏ ହାତରେ ହାତିକୁ କିପରି ଉଠାଇବେ ? ଉତ୍ତର : ଗୋଟେ କେହି ହାତୀ ନଥାଏ ଯାହାର ହାତ ଥିବ ।

ଚତୁର୍ଥ ପ୍ରଶ୍ନ : ଝିଅ ମାନଙ୍କର ସବୁଠାରୁ ମୋଡା ମୋଡା ବାଲ କେଉଁଠି ଥାଏ , ଉତ୍ତର : ଏହି ପ୍ରଶ୍ନର ଉତ୍ତରରେ ବହୁତ ଲୋକେ ଅଶ୍ଳିଳ କଥା ଦେଇଛନ୍ତି , କିନ୍ତୁ ଝିଅଟି ଜବାବ୍ ରେ ଦେଲା କି ଆଫ୍ରିକା , ଆଫ୍ରିକାନ୍ ମୁଳର ଅଧିକାଂଶ ମହିଳାଙ୍କ ବାଳ ମୋଡା ମୋଡା ହୋଇଥାଏ ।

ପଞ୍ଚମ ପ୍ରଶ୍ନ: ତାହା କେଉଁ ଜିନିଷ ଅଟେ ଯାହା ବହୁତ ଖରାପ କିନ୍ତୁ ତଥାପି ଲୋକମାନେ ତାହା ପିଇବାକୁ କୁହନ୍ତି?

ଏବେ ଏହାର ଉତ୍ତର ମ-ଦ ନୁହେଁ , ଏହାର ଉତ୍ତର କିଛି ଭିନ୍ନ ଅଟେ। ଆପଣ ନିଶ୍ଚିତ ଦେଇପାରିବେ ଅଳ୍ପ ଚିନ୍ତା କରନ୍ତୁ । ଉତ୍ତର: ଏହାର ସଠିକ ଉତ୍ତର ଅଟେ “କ୍ରୋଧ” ଯାହାକି ବହୁତ ଖରାପ କିନ୍ତୁ ଯେବେ ଏହା ଆସେ ସେତେବେଳେ ସମସ୍ତେ ଏହାକୁ ପିଇଯିବାକୁ କୁହନ୍ତି।

ଆଶା କରୁଛୁ ଆପଣମାନଙ୍କୁ ଆମର ଆଜିର ବୁଦ୍ଧି ପରୀକ୍ଷଣ ପରୀକ୍ଷା ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *