October 17, 2024

Odia Express

Here, There and Everywhere

ଏହି ଫଟୋରେ ବାଛନ୍ତୁ ସବୁଠାରୁ ସୁନ୍ଦରୀ ଝିଅ , ନିଜ ପସନ୍ଦର ହିସାବରେ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ..

 

କଣ ଆପଣ ଜାଣିଛନ୍ତି କି ଆମର ମହଜୁଦା ମାନସିକତା ଓ ଆମର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ , ଏମିତିରେ କେବେ କେବେ ପର୍ସନାଲିଟି ଟେଷ୍ଟ ଜବାବ୍ ଦେଇକରି ନିଜ ମହଜୁଦ୍ ମାନସିକ ସ୍ଥିତିକୁ ଧ୍ୟାନ ରେ ରଖିକରି ଜବାବ୍ ଦେବା ଉଚିତ୍ , ଆପଣଙ୍କ ପସନ୍ଦ ଓ ନାପସନ୍ଦ , ଚାଲି , ଓ କହିବାର ତରିକା ଓ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ବହୁତ ଏମିତି କଥା ଅଛି , ଆଜି ଆମେ ଆପଣଙ୍କୁ ପର୍ସନାଲିଟି ଟେଷ୍ଟ ନେଇକରି ଆସିଛୁ , ଯାହାକି ଏହି ଫଟୋରେ ଝିଅଗୁଡୀକ ମଧ୍ୟରୁ ଗୋଟିଏ ଝିଅକୁ ବାଛିବାର ଅଛି ଯାହା ଆପଣଙ୍କ ହିସାବରେ ସବୁଠାରୁ ଆକର୍ଷକ ହୋଇଥିବ ।

ପ୍ରଥମ ଝିଅ : ଯଦି ଆପଣ ପ୍ରଥମ ଝିଅ ବାଛିଛନ୍ତି ତେବେ ଏହାର ମତଲବ ଆପଣ ବହୁତ ଶାନ୍ତ କିଷମର ବ୍ୟକ୍ତିତ୍ୱ ଅଟନ୍ତି , ଆପଣଙ୍କ ଆତ୍ମବିଶ୍ୱାସରେ ଭରିରହିଛି , ଯାହାର କାରଣରୁ ଆପଣଙ୍କ ଜୀବନରେ ନାନାଦି ଅସୁବିଧା କଠିନତା ରୁ ଡରନ୍ତି ନାହିଁ ତାହାର ସାମ୍ନା କରନ୍ତି , ଏହା ଛଡା ଆପଣଙ୍କ ଜୀବନର ଲକ୍ଷ୍ୟ କୁ ନେଇକରି ବହୁତ ସଫା ରୁହନ୍ତି , ଆପଣଙ୍କ ପୁରା ଧୈର୍ଯ୍ୟର ସହ ନିଜ ଲକ୍ଷ୍ୟର ପ୍ରାପ୍ତି କରିପାରିବେ ।

ଦ୍ୱିତୀୟ ଝିଅ : ଯଦି ଆପଣ ଦ୍ୱିତୀୟ ଝିଅ ବାଛିଛନ୍ତି ତେବେ ଆପଣ ସାମାଜିକ ବ୍ୟକ୍ତି ଅଟନିତ୍ , ଆଜି ବି ଆପଣଙ୍କ ମଧ୍ୟରେ ଛୁଆବେଳର ନଟଖଟିଆ ସ୍ୱଭାବ ଭରିରହିଛି , କେବେ କେବେ ଆପଣ ଏପରି ହରକତ୍ କରନ୍ତି , ଯାହା ଆପଣ ନିଜ ଜୀବନରେ ସକରାତ୍ମକ ବନାଇରଖିଥାଏ , ଜୀବନରେ ଆସୁଥିବା ସବୁ ଖରାପ ଘଟଣାକୁ ଆପଣ ଜଲଦି ଭୁଲିବାକୁ ବିଶ୍ୱାସ ରଖନ୍ତି

ତୃତୀୟ ଝିଅ : ଯଦି ଆପଣ ତୃତିୟ ଝିଅକୁ ବାଛିଛନ୍ତି ତେବେ ଆପଣ ଲାଜକୁଆ ପ୍ରକୃତିର ବ୍ୟକ୍ତି ଅଟନ୍ତି , ଆପଣ ଲୋକଙ୍କ ସହ ବେଶି ମିଶାମିଶି କରନ୍ତି ନାହିଁ , କାହା ସହ  ସହଜରେ ବନ୍ଧୁତା ବି କରନ୍ତି ନାହିଁ । କିନ୍ତୁ ଯାହାକୁ ବନ୍ଧୁ କରିଦେଲେ ତାହା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି , ଏଥିପାଇଁ ନିଜ ଆରାମ କଥା ଚିନ୍ତା ନକରି ଆଗକୁ ବଢିଚାଲନ୍ତି ।

ଚତୁର୍ଥ ଝିଅ : ଯଦି ଆପଣ ଚତୁର୍ଥ ଝିଅ ବାଛିଛନ୍ତି ତେବେ ଏହାର ମତଲବ ଏହା କି ଆପଣ ବହୁତ ହୋସିଆର୍ ପ୍ରବୃତିର ଅଟନ୍ତି , ଆପଣଙ୍କୁ ଜଲଦି ହିଁ କେଉଁ କଥାକୁ ମାନନ୍ତି ନାହିଁ , ଆପଣଙ୍କୁ କେହି ବି ବୋକା ବନାଇପାରିବନାହିଁ , ଆପଣ ନିଜ ଜୀବନରେ ବହୁତ କିଛି ପାଇବାକୁ ଚାହଁନ୍ତି ଏଥିପାଇଁ ନିଜ ଜୀବନରେ ଆସୁଥିବା କଠିନତାକୁ ଦୃଢତାର ସହ ସାମ୍ନା କରନ୍ତି , ଓ କେବେ ଭୟଭୀତ ହୁଅନ୍ତି ନାହିଁ ।

ପଞ୍ଚମ ଝିଅ – ଯଦି ଆପଣ ପଞ୍ଚମ ଝିଅ ବାଛିଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ସ୍ଵହବ ର ଅଟନ୍ତି | ଆପଣଙ୍କ ମନ ସବୁବେଳେ ସଫା ଓ ଭଲ ହୃଦୟର ବ୍ୟକ୍ତି ଆପଣ ଅଟନ୍ତି | ଜୀବନରେ ସବୁବେଳେ ଅନ୍ୟ ମନକୁ ସାହାଯ୍ୟ କରିବା ପାଇଁ ଆପଣ ସଦା ସର୍ବଦା ଚେଷ୍ଟା କରିଥାନ୍ତି

Leave a Reply

Your email address will not be published. Required fields are marked *