June 26, 2025

Odia Express

Here, There and Everywhere

ଘରକୁ ସ୍ୱର୍ଗ ବନାଇଦିଅନ୍ତି ଏହି ରାଶିର ମହିଳା ମାନେ , ଜାଣନ୍ତୁ କଣ ଆପଣଙ୍କ ଘରର ମହିଳାଙ୍କର ନାଁ ବି ଅଛି କି ସାମିଲ୍ ?

ବନ୍ଧୁଗଣ, ଆପଣମାନେ ଏହି ଲୋକକଥା ତ ନିଶ୍ଚିତ ଶୁଣିଥିବେ କେଉଁ ବ୍ୟକ୍ତିର ସଫଳତା ପଛରେ ଏକ ମହିଳାର ହାତ ଥାଏ , ସେମିତି ଦେଖାଗଲେ ଏହି କଥା ବି ବହୁତ କିଛି ମିଶିଯାଏ , ଆମେ କେଉଁ ମା ଙ୍କ କଥା କହିଲେ କିମ୍ବା ସ୍ତ୍ରୀର କଥା କହିଲେ ଏହି ଦୁହେଁ ଦିନ ରାତି ଘର କାମରେ କିମ୍ବା ଯତ୍ନ ନେବାରେ ବ୍ୟସ୍ତ ରୁହନ୍ତି , ଯାହାକୁ ନେଇ ପୁରୁଷ ବର୍ଗ ଛୁଆଙ୍କ ଟେନସନ୍ ଛାଡି ନିଜ କ୍ୟାରିୟର ଉପରେ ଅଧିକା ଫୋକସ୍ କରିପାରନ୍ତି । ଏହା ଛଡା ଏକ ମହିଳାଙ୍କ ମଧ୍ୟରେ ମହଜୁଦ୍ ଓ ବହୁତ ଗୁଣ ନେଇ ଆଗକୁ କାମ କରିଚାଲନ୍ତି ।

ଆପଣମାନେ ଦେଖିଥିବେ କି ଯେବେ ଘରେ ବିବାହର ମାହୋଲ୍ ହୋଇଥାଏ । ଓ ନୁଆ ବୋହୁ ଆସିଯାଏ , ତେବେ କିଛି ବର୍ଷ ପରେ ଦୁଇଟି ଜିନିଷ ହୋଇଥାଏ , ପ୍ରଥମେ ତ ଘରର ପ୍ରଥମେ ଅଧିକା ଉନ୍ନତି ହୋଇଥାଏ , ଓ ପ୍ରେମ ସ୍ନେହକୁ ନେଇ ସ୍ୱଗ ପରି ହୋଇଯାଏ , କିମ୍ବା ଦ୍ୱିତୀୟ ହୋଇଥାଏ କି ଘରର ପୁରା ବର୍ବାଦି ହୋଇଯାଏ , ଓ ସଂମ୍ପର୍କରେ ଫାଟ ଆସିଯାଏ , ଏବେ ଏହା ପୁରା ଘରର ମହିଳାଙ୍କ ଉପରେ ନିର୍ଭର କରିଥାଏ , ସେମାନେ କିପରି ନିଜ ଘରକୁ ସ୍ୱର୍ଗ ବନାଇଦିଅନ୍ତି , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ଏପରି ମହିଳାଙ୍କ ବିଷୟରେ ଓ ତାଙ୍କ ନାଁ ବିଷୟରେ କହିବୁ ଯାହାଙ୍କର ଘରକୁ ଆସିବାପରେ ଘର ସ୍ୱର୍ଗ ପରି ହୋଇଯାଏ ।

ମେଷ ରାଶି : ଏହି ରାଶିର ମହିଳାମାନେ ବହୁତ ଚାଲାକ୍ ହୋଇଥାନ୍ତି । ଏମାନେ ପୁରା ପରିବାରକୁ ନେଇ ସାଥିରେ ଚାଲନ୍ତି , ଏମାନେ ଦ୍ୱିତୀୟ ବିଚାରର ମାନ ସମ୍ମାନ କରନ୍ତି ,। ଯାହାର କାରଣରୁ ଏମାନଙ୍କ ପରିବାରରେ ଲଢେଇ ଝଗଡା ହୋଇନଥାଏ , ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ । ଏମାନଙ୍କ ମଧ୍ୟରେ ଦୟା ଓ ପ୍ରେମ ଭାବନା କୁଟି କୁଟି ଭରି ରହିଥାଏ । ଏମାନଙ୍କ ଦକ୍ଷତାର କାରଣରୁ ପରିବାର ଲୋକେ ଏମାନଙ୍କୁ ପସନ୍ଦ କରନ୍ତି , ଏମାନଙ୍କ ଘରକୁ ଆସିବା ପରେ ଖୁସିମୟ ପରିବେଶ ହୋଇଯାଏ ।

କର୍କଟ ରାଶି : ଏହି ରାଶିର ମହିଳାମାନେ ବହୁତ ଇନଟେଲିଜେଣ୍ଟ ହୋଇଥାନ୍ତି , ଏମାନେ ପରିବାରର ଉନ୍ନତିରେ ବହୁତ ବଡ ଯୋଗଦାନ ହୋଇଥାଏ , କମ୍ ପଇସାରେ ଘର ଚଳାଇବା ଏମାନଙ୍କୁ ଭଲରେ ଆସିଥାଏ , ଏମାନଙ୍କ ଦିମାଗ କାରଣରୁ ଭବିଷ୍ୟରେ ପରିବାରର୍ ଆର୍ଥିକ ଅବସ୍ଥା ବହୁତ ପରିମାଣରେ ସୁଧୁରି ଯାଏ , ଏହି ରାଶିର ମହିଳାମାନେ ନିଜ ପରିବାରର ସବୁ ସଦସ୍ୟଙ୍କ ବହୁତ ଧ୍ୟାନ ରଖନ୍ତି , ଏହି କାରଣରୁ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି , ଯେଉଁ ଘରେ ଏହି ରାଶିର ମହିଳା ଆସିଥାନ୍ତି , ସେହି ଘରେ କେବେ ଖୁସିର ଅଭାବ ଦେଖାଯାଏ ନାହିଁ ।

ବିଛା ରାଶି : ଏହି ରାଶିର ମହିଲାମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଘରକୁ୍ ଆସିବାପରେ ପରିବାରର ଏକ ବଡ ପରିବର୍ତ୍ତନ ଆସିଯାଏ , ଏହି ମହିଲାମାନେ ସ୍ୱାମୀଙ୍କ ଭାଗ୍ୟ ଏପରି ଚମକାଇଦିଅନ୍ତି ଯାହା ପୁରା ପରିବାର ଏହାର ଫାଈଦା ହୋଇଥାଏ , ଏହି ରାଶିର ମହିଳାମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଓ ଏମାନଙ୍କୁ ଲଢେଇ ଝଗଡା କରିବା ବିଲକୁଲ୍ ପସନ୍ଦ ଲାଗିନଥାଏ , ଏମାନେ ଯେଉଁ ବଡ ନିର୍ଣ୍ଣୟ ନେଇଥାନ୍ତି , ତାହା ପୁରା ପରିବାରର ସମର୍ଥନ ଥାଏ ।

ନୋଟ୍ : କହିଦେବୁ କି ଏହି ରାଶିର ୭୫ ପ୍ରତିଶତ ମହିଲାଙ୍କ ଉପରେ ଏହା ଲାଗୁ ହୋଇଥାଏ ।

Leave a Reply

Your email address will not be published. Required fields are marked *