October 16, 2024

Odia Express

Here, There and Everywhere

IPL ଯେଉଁଠି ଭାଇ ଖେଳୁଥିଲା ମ୍ୟାଚ୍ , ସେଠାରେ ଅନ୍ୟ ପଟେ ଭଉଣୀ ଚିୟରଲିଡର୍ ହୋଇକରି କରୁଥିଲେ ଡ୍ୟାନ୍ସ, ନାଁ ଜାଣିଲେ ଚକିତ ହୋଇଯିବେ ଆପଣ….

ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ତେବେ କ୍ରିକେଟ୍ ରେ ଲକ୍ଷାଧିକ ନୁହେଁ କୋଟିଏ ଫ୍ୟାନ୍ସ ଅଛନ୍ତି , ଯେଉଁମାନେ କି କ୍ରିକେଟ୍ କୁ ନିଜର ବେଷ୍ଟ ଖେଳ ବୋଲି ମାନିଛନ୍ତି , ଓ ଏହାର ସବୁ ଖବରକୁ ଆଗ ଜାଣିବାକୁ ଆଗ୍ରହ କରନ୍ତି , କ୍ରିକେଟ୍ ଫ୍ୟାନ୍ସଙ୍କ ପାଗଳାମି ଏବେ ଏମିତି ହୋଇଛି କି ସେମାନେ ବହୁତ ଖୁସି ହୋଇଯାଉଛନ୍ତି , ଏହି କାରଣରୁ ଖେଳର ପ୍ରତିଷ୍ଠା ଦିନକୁ ଦିନ ବଢିବାରେ ଲାଗିଛି , ଓ ଲୋକେ ଏହାକୁ ନିଜର ପସନ୍ଦର ଖବର ମାନିବାକୁ ଲାଗିଛନ୍ତି , ଆଜି ଆମେ ଆପଣଙ୍କୁ କିଛି ଏପରି କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇପାରନ୍ତି , ଏହି କଥା ପୁରା ସତ ଅଟେ , ଆସନ୍ତୁ ଜାଣିବା ସେହି ବିଷୟରେ ।

କ୍ରିକେଟ୍ ର ଫ୍ୟାନ୍ସଙ୍କ ମଧ୍ୟରେ ଏମିତି ଜଣେ ଚିୟରଲିଡର୍ ହୋଇ ବସିଥିଲେ,  ଯେପରି ଆମେ ଯାଣିଛେ କିଛି ଦିନ ପୁର୍ବରୁ ଆଇପିଏଲ୍ ମ୍ୟାଚ୍ ଶେଷ ହୋଇଥିଲା,  ଏହି ସମୟରେ ଆଇପିଏଲ୍ ଏପରି ଏକ ମଞ୍ଚ ହୋଇଥିଲା ଯେଉଁଠି ସବୁ ଦେଶର ଖେଳାଳୀ ମିଶିକରି ପ୍ରଦର୍ଶନ କରୁଥିଲେ,  ଆଇପିଏଲ୍ ମ୍ୟାଚ୍ ସମୟରେ ବଡ ବଡ ତାରକା ଆସୁଥିଲେ , ଆଇପିଏଲ୍ ମ୍ୟାଚ୍ ର ଏକ ଖାସିୟତ୍ ଅଟେ କି ଚିୟରଲିଡର୍ସଙ୍କ ଡ୍ୟାନ୍ସ ସମସ୍ତଙ୍କୁ ପସନ୍ଦ ଆସେ ।

ସବୁ ଚଉକା ଓ ଛକାରେ ତାଙ୍କର ଡ୍ୟାନ୍ସ ଦେଖିବାକୁ ମିଳେ , ଯାହାକୁ ଦେଖି ଦର୍ଶକ ରୋମାଞ୍ଚିତ୍ ହୋଇଯାଆନ୍ତି । କିଛି ଦର୍ଶକ ଚିୟରଲିଡର୍ସଙ୍କ ଡ୍ୟାନ୍ସ ଦେଖିବାକୁ ଆସନ୍ତି , ଓ ଚିୟରଲିଡର୍ସ ବି ସୁନ୍ଦର ହୋଇଥାନ୍ତି । ଆପଣ କେବେ ଭାବିଛନ୍ତି କି କ୍ରିକେଟ୍ ରେ କ୍ରିକେଟିୟରଙ୍କ ଭଊଣୀ ଚିୟରଲିଡର୍ସ ହୋଇପାରିବେ ? କିମ୍ବା ସେ ମ୍ୟାଚ ମଧ୍ୟରେ ଚିୟରଲିଡର୍ ହୋଇ ନାଚିପାରିବେ , ଏହି କଥା ଶୁଣିକରି ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ ।

ଆମେ କହିଦେବୁ କି ଆମେ ଯେଉଁ ଚିୟରଲିଡର୍ସଙ୍କ କଥା କହିବୁ ସେ କୋଲକାତା ନାଇଟ୍ ରାଇଡର୍ସଙ୍କ କୋଚ୍ ଓ ଦକ୍ଷିଣ ଆଫ୍ରିକାର ପୁର୍ବ ଦିଗଜ୍ ଜ୍ୟାକ୍ କାଲିସଙ୍କ ଭଉଣୀ ଅଟନ୍ତି , ତାଙ୍କର ନାଁ ଜେନିନ୍ କ୍ୟାଲିସ୍ ଅଟେ,  ଆପଣଙ୍କୁ କହିଦେବୁ କି ଜେନିନ୍ ଜ୍ୟାକ୍ସଙ୍କ ଠାରୁ ୫ ବର୍ଷ ସାନ ଅଟନ୍ତି ଓ ସେ ପେଶାରେ ଜଣେ ଫିଜିଓଥେରାପିଷ୍ଟ ଅଟନ୍ତି ।

ଆମେ ଆପଣଙ୍କୁ କହିଦେବୁ କି ଜ୍ୟାକ୍ସ କ୍ୟାଲିସ୍ ଭଉଣୀ ଜେନିନ୍ କ୍ୟାଲିସ୍ ୨୦୦୯ ର ଆଇପିଏଲ୍ ମ୍ୟାଚ୍ ସମୟରେ ଜଣେ ଚିୟରଲିଡର୍ ହୋଇ ଡ୍ୟାନ୍ସ କରିଥିଲେ, ତାଙ୍କ ସହ ବସିଥିବା ସବୁ ଲୋକ ବହୁତ ଖୁସି ଜଣା ପଡୁଥିଲେ , ମିଡିଆରେ ଯେବେ ଜେନିନ୍ ଙ୍କ କଥା କହିଲେ ତେବେ ଜେନିନ୍ କହିଲେ କି ସେ ସଉକପାଇଁ ଏହା ସବୁ କରନ୍ତି । ଓ ତାହା କରିବାକୁ ବହୁତ ଆନନ୍ଦ ଲାଗେ । ଜେନିନ୍ କହିଲେ କି ତାଙ୍କୁ କୌଣସି ଫରକ ପଡେ ନାହିଁ ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି , ଜେନିନ୍ କହିଲେ କି ତାଙ୍କର ପ୍ରଫେସନ୍ ଅଛି ତ କେଉଁ କଥାରେ ଲାଜ , ତାଙ୍କର ଭାଇ ସେମିତି ସେ ମ୍ୟାଚ୍ ଖେଳୁଥାଉ କିନ୍ତୁ ସେ ନିଜ କାମ କରୁଛନ୍ତି , ଓ ଆମେ ଦୁହେଁ ଜଣେ ଅନ୍ୟ ଏକ ପ୍ରଫେସନ୍ ରେ ଦଖଲ ଦେବାକୁ ଚାହୁଁନାହୁଁ ।

 

 

Leave a Reply

Your email address will not be published. Required fields are marked *