November 22, 2024

Odia Express

Here, There and Everywhere

ଏହି ମିଲ୍କ ଡାଏରୀରୁ କ୍ଷୀର ପିଇଥାନ୍ତି ଅମ୍ବାନୀଙ୍କ ଠାରୁ ନେଇକରି ବଚ୍ଚନ ପରିବାର ପର୍ଯ୍ୟନ୍ତ , ୧ ଲିଟର କ୍ଷୀରର ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

1 min read

ମହାରାଷ୍ଟ୍ର ପୁଣେର ଉତ୍ତର ପୂର୍ବ ଗାଁରେ ଯାଉଥିବା ରାସ୍ତା ଭାଗ୍ୟ ଲକ୍ଷ୍ମୀ ଡାଏରୀ ମିଲ୍କ ପର୍ଯ୍ୟନ୍ତ ଯାଇଥାଏ , ଯେଉଁଠି ପ୍ରାୟ ୩ ହଜାର ଗାଈ, ଅତ୍ୟାଧୁନିକ ମିଲ୍କ ପାର୍ଲର୍ , ଓ ତାହା ସହ ଫ୍ରେଞ୍ଚ ଟେକନିକ୍ ରେ କ୍ଷୀର ବୋତଲ ବନ୍ଦ କରିବାର ବ୍ୟବସ୍ଥା , ଭାରତରେ ସବୁ ଗାଁରେ ମହଜୁତ୍ ଗୌଶାଳା ଓ ଫଟୋରେ ବିଲକୁଲ୍ ଅଲଗା ଅଟେ , ଯାହାକୁ ଗ୍ରାହକ ସୁଚିରେ ଦେଶର ବଡ ବଡ ଦିଗଜ୍ ସାମିଲ୍ ଅଛନ୍ତି , ଭାଗ୍ୟଲକ୍ଷ୍ମୀ କ୍ଷୀର ଦକ୍ଷିଣ ମୁମ୍ବାଇରେ ରହୁଥିବା ୧୫୦୦ ପରିବାରଙ୍କୁ ଦିଆଯାଏ , ସେମିତି ଜାଣିପାରୁଥିବେ ଏହାର ଦାମ୍ ସେମିତି ହୋଇଥିବ ।ଦେଶର ସବୁଠାରୁ ଦାମି ପରିବାରରୁ ମୁକେଶ ଅମ୍ବାନୀଙ୍କ ପରିବାର ରୁ ନେଇକରି ସଦିର ମହାନାୟକ ଅମିତାଭ ବଚ୍ଚନ, ସଚିନ୍ ତେନ୍ଦୁଲକର୍ , ହ୍ରିତିକ୍ ରୋଶନ୍, ଓ ଅକ୍ଷୟ କୁମାର ପରି ସେଲିବ୍ରେଟିଜ୍ ଏହି ଡାଏରୀରୁ କ୍ଷୀର ପଠାଯାଏ

ଏବେ ଆପଣଙ୍କ ମନରେ ଏହା ବିଚାର ଆସୁଥିବ କି କ୍ଷୀରରଦାମ୍ କେତେ ହେବ ? ଆପଣଙ୍କୁ କହିଦେବୁ କି ଡାଏରୀରେ ଗୋଟେ ଲିଟର୍ କ୍ଷୀରର ଦାମ୍ ୯୦ ଟଙ୍କା ଅଟେ , ପୁରା ୨୬ ଏକରରେ ବ୍ୟାପିଥିବା ପରାଗ ମିଲ୍କ ଫ୍ରୁଡସ୍ ଲିମିଟେଡ୍ ଏଇ ଗୌଶାଳା ନିଜ ପ୍ରାଇଡ୍ ଅଫ୍ କାଉଜ୍ ବ୍ରାଣ୍ତରେ ବିଖ୍ୟାତ କ୍ଷୀର ବିକ୍ରି କରେ । ସବୁଠାରୁ ବଡ ଗୌଶାଳା ଫାର୍ମର ମାଲିକ ଦେବେନ୍ଦ୍ର ଶାହ ନିଜକୁ ଦେଶର ବଡ ଗୌଶାଳା ମାନନ୍ତି , ତାଙ୍କର ମୁତାବିକ ପୂର୍ବରୁ କପଡା ବିଜନେସ୍ କରୁଥିଲେ,  ତାପରେ ଡାଏରୀ କାରୋବାର କରିଲେ ,

ଦେବେନ୍ଦ୍ର ଶାହ ୧୭୫ ଗ୍ରାହକଙ୍କ ସହ ପ୍ରାଇଡ୍ , ଅଫ୍ କାଓ ପ୍ରଡକ୍ଟ ଆରମ୍ଭ କରିଥିଲେ,  ଆଜି ମୁମ୍ବାଇର ଓ ପୁଣେ ରେ ତାଙ୍କର ଡାଏରୀ ୨୨ ହଜାରରୁ ଅଧିକା ଗ୍ରାହକ ଅଛନ୍ତି , ଯେଉଁଥିରେ ବଡ ବଡ କଳାକାର ସାମିଲ୍ ଅଛନ୍ତି , ଉନ୍ନତ ପ୍ରଜାତିର ଗାଇ , ଏକ ଲିଡିଙ୍ଗ୍ ୱେବସାଇଡ୍ ଦ୍ୱାରା ଛପା ହୋଇଥିବା ଖବର ଅନୁସାରେ ଶାହଙ୍କ ଫାର୍ମରେ ପ୍ରାୟ ୪ ହଜାର ଡଜ୍ ହୋଲେଷ୍ଟିନ୍ ପ୍ରଜାତିର ଗାଇ ଅଛନ୍ତି , ଗୋଟେ ଗାଇର ଦାମ୍ ୧,୭୫ ଲକ୍ଷ ଟଙ୍କା ଅଟେ , ଯଦି ଭାରତୀୟ ଦେଶୀ ପ୍ରଜାତିର ଗାଇ ଡଜ୍ ଗାଇର ତୁଳନା କରାଯିବ , ତେବେ ତାଙ୍କର ଦାମ୍ ୮୦-୯୦ ହଜାର ଟଙ୍କା ହୋଇପାରେ , ମାଲୁମ୍ ହେବ କି ୨୬ ଏକରରେ ତିଆରି ହୋଇଥିବା ଏହି ଡାଏରୀ ଫାର୍ମରେ ଶାହ ପ୍ରାୟ ୧୫୦ କୋଟି ଟଙ୍କା ନିବେଶ କରିଛନ୍ତି ,

ସେହି ଡାଏରୀରୁ ସବୁଦିନ ୨୫ ହଜାର ଲିଟର କ୍ଷୀର ପ୍ରଡକ୍ସନ୍ ହୋଇଥାଏ , ଏହା ସହ ଗାଇମାନଙ୍କୁ ଦେଖାଶୁଣା କରିବାକୁ ଭଲ ବ୍ୟବସ୍ଥା ବି କରିଛନ୍ତି , ଯାହା ଲୋକଙ୍କର ମଧ୍ୟରେ ଚର୍ଚ୍ଚା ହେଉଛି  । ଭାଗ୍ୟଲକ୍ଷ୍ମୀ ଗାଇର କଞ୍ଚା ଇଟାରେ ଭରା ଚଟାଣ ରେ ନୁହେଁ ଖାସ୍ କରି ରବର୍ ମ୍ୟାଟ୍ ବିଛା ହୋଇଥିବା ଚଟାଣରେ ଆରାମ କରିଥାନ୍ତି , ଓ କ୍ଷୀର ବାହାର କରିବାପାଇଁ କାନରେ ମଧୁର ସଙ୍ଗୀତ ବାଜିଥାଏ , ସୋୟାବିନ୍ , ଅଲଫା ଘାସ, ମୌସୁମୀର ପରିବା , ଓ ମକାର ଚାରା ଦିଆଯାଏ , ତାହା ସହ ପେଟ ସଫା ରଖିବାପାଇଁ ଆୟୁର୍ବେଦିକ ମେଡିସିନ୍ ଦିଆଯାଏ , ଏହି ଫାର୍ମରେ ଖୁରାକ୍ ପାଇଁ କ୍ଷୀରର ଫ୍ୟାଟ୍ କଣ୍ଟ୍ରୋଲ୍ କମ୍ କରିଦିଆଯାଏ , ଏହା ଛଡା ତାଙ୍କର କାର୍ଯ୍ୟକ୍ରମରେ ପଶୁଙ୍କ ବିକାଶ ପାଇଁ ସାମିଲ୍ ଭାଗ୍ୟଲକ୍ଷ୍ମୀ ଗାଇଙ୍କୁ ଉତ୍ତର ଆମେରିକା ଭଲ ପ୍ରଜାତି ଷଣ୍ଢଙ୍କ ଶଙ୍କରରୁ ବାଛୁରୀ କରାଯାଇଥାଏ ,

ଏହି ବାଛୁରୀ ସ୍ଥାନୀୟ ଚାଷୀଙ୍କୁ ପାଳିବାକୁ ଦିଆଯାଏ ।ଆପଣଙ୍କୁ କହିଦେବୁ କି ଏହି ଫାର୍ମରେ ଗାଇର କ୍ଷୀର ବାହାର କରିବାପାଈଁ ଓ ପ୍ୟାକିଙ୍ଗ୍ ପର୍ଯ୍ୟନ୍ତ ମଣିଷର ହାତ ଲାଗେ ନାହିଁ , ସବୁ କିଛି ଅଟୋମେଟିକ୍ ହୋଇଥାଏ , ଏହା ଛଡା କ୍ଷୀର ବାହାର କରିବାପାଇଁ ପ୍ରଥମେ ଗାଇର ଓଜନ ଓ ତାପମାତ୍ରା ଚେକ୍ କରାଯାଏ , ଥରେ ୫୦ ଟି ଗାଇଙ୍କ କ୍ଷୀର ବାହାର କରାଯାଏ , ଯେଉଁଥିରେ ୭ ମିନିଟ୍ ସମୟ ଲାଗିଥାଏ । ପ୍ରାଇଡ୍ ଅଫ୍ କାଓ ପାଇଁ ସବୁ ଗ୍ରାହକ ଏକ ଲଗିନ୍ ଆଇଡି ହୋଇଥାଏ ,

ଯାହା ଉପରେ ନିଜର ଅର୍ଡର୍ ଚେଞ୍ଜ କିମ୍ବା ରଦ୍ଧ କରିପାରିବେ , ତାହା ସହ ଡେଲିଭରି ଜାଗା ବଦଳାଇବାପାଇଁ ବି ଅପସନ୍ ଅଛି , ୨୦୧୩ ରେ ବଜାରରେ ପ୍ରାୟ ୭୦ ମିଲିୟନ୍ ଡଲାର୍ ମାନେ ୪,୫୪ ଲକ୍ଷ କୋଟି ଟଙ୍କା ଥିଲା , କିନ୍ତୁ ନିବେଶ ରିଲାୟନ୍ସ ସୋସାଇଟ୍ ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଭାରତରେ ଡାଏରୀ ମାର୍କେଟ୍ ୧୪୦ ମିଲିୟନ୍ ଡଲାର୍ ମାନେ ୯ ଲକ୍ଷ ଟଙ୍କା ହୋଇଯିବ । ଡାଏରୀ ମାର୍କେଟ୍ ବହୁତ ଅଧିକା ଚାହିଦା ଅଛି ।

Leave a Reply

Your email address will not be published. Required fields are marked *