February 7, 2025

Odia Express

Here, There and Everywhere

ରାସ୍ତାରେ ଗଲା ବେଳେ ଏଭଳି ସ୍ତ୍ରୀ ଲୋକ ଦେଖା ହୋଇଯାଏ ତେବେ ବୁଝି ଯିବେ କି ଆପଣଙ୍କ ଶୋଇ ଥିବା ଭାଗ୍ୟ ଏବେ ଚମକିବ..

ଆମ ଭାରତୀୟ ସମାଜରେ ଶୁଭ ଓ ଅଶୁଭ କଥା ବହୁତ ଧ୍ୟାନ ଦିଆଯାଏ , କେଉଁ କାମର ଆରମ୍ଭ କରିବା ପାଈଁ ଶୁଭ ମୂହୂର୍ତ୍ତ ବାହାର କରାଯାଏ , ଏହା ସଠିକ୍ ସମୟ , ତାରିଖ ,ଦିନ , ଦିଗ ଇତ୍ୟାଦି ନିର୍ଦ୍ଧାରଣ କରି କରାଯାଏ । ଏହା ଛଡା ଯଦି ଘରୁ କିଏ ବାହାରିଥାଏ ତେବେ ସମୟର ପୂର୍ବରୁ ଘଟିବାକୁ ଥିବା ସବୁ କଥାକୁ ଧ୍ୟାନରେ ରଖାଯାଏ । ଯଦି କେଉଁ ବ୍ୟକ୍ତି ଉପରେ କେଉଁ କାମ ବାହାରିଥାଏ ତେବେ ସେହି ସମୟରେ କିଏ ପଛରୁ ଡାକିଦିଏ ତେବେ ତାହା ଅଶୁଭ ମାନିଥାଉ । ଓ ଭାବିଥାଉ କି ସେହି ଲୋକ ପଚାରିକରି କାମରେ ବାଧା ଉତ୍ପନ୍ନ କରିଛି , ଏହା ଛଡା ଯଦି ଘରୁ ବାହାରୁଥିବା ବେଲେ କେଉଁ ବିଲେଇ ରାସ୍ତା ଅତିକ୍ରମ କରେ ତେବେ ଆମେ ମାନେ ତାକୁ ଅଶୁଭ ବୋଲି ବୁଝିଥାଉ ।

 

ଏବେ ଆମେ ଘରୁ ବାହାରିବା ବେଳେ ଘଟଣାକୁ ପରିଲିକ୍ଷିତ କରି ଜାଣି ପାରିବା କି ତାହା ସଫଳ ହେବ କି ଅସଫଳ ହେବ , ଏମିତିରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଲକ୍ଷଣଗୁଡିକ ବିଷୟରେ ଆଲୋଚନା କରିବୁ , ଯାହା ଭଲ କାର୍ଯ୍ୟ କଲାବେଳେ ଘଟିଥାଏ , ଓ ଶୁଭ ବୋଲି ମାନିଥାନ୍ତି । ଆପଣଙ୍କ ଘରେ କେଉଁ ଶୁଭ କାର୍ଯ୍ୟ ପାଇଁ ବାହାରିଛନ୍ତି ତେବେ ସ୍ତ୍ରୀଲୋକଙ୍କୁ ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଶୁଭ ପ୍ରଦ ହେବ , କାରଣ କନ୍ୟାଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ଆବାସ ହୋଇଥାଏ ।

 

୧) ଯଦି କେଉଁ ଭଲ କାର୍ଯ୍ୟ ପାଇଁ ଆପଣ ବାହାରକୁ ବାହାରିଛନ୍ତି ଓ ରାସ୍ତାରେ କେଉଁ ଗର୍ଭବତୀ ସ୍ତ୍ରୀ ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଦେଲା ଭଳି ହୋଇଥାଏ , ଏମିତି କାର୍ଯ୍ୟରେ ସଂପୂର୍ଣ୍ଣ ଭାବେ ସଫଳ ହେବାର ଆଶା ହୋଇଥାଏ ।

୨) ଯଦି ଆପଣଙ୍କ ଝିଅ ପାଇଁ ବର ଖୋଜୁଛନ୍ତି ଓ ରାସ୍ତାରେ ଚାରୋଟି ଅବିବାହିତ ଝିଅମାନେ କଥାବାର୍ତ୍ତା କରୁଥିବାର ନଜର ଆସିଯିବ ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଅର୍ଥାତ୍ ଏହା ଆପଣଙ୍କ ଝିଅପାଇଁ ବର ନିଶ୍ଚିତ ଭାବେ ମିଳିପାରିବ , ଏଥିରେ ବହୁତ ସାରା ଶୁଭ ଓ ଅଶୁଭ ସଙ୍କେତ ହୋଇଥାଏ , ଯେଉଁଥିରୁ ଅନୁମାନ ଲଗାଯାଇପାରେ କି ଆପଣଙ୍କ କାମ ସଫଳ ହେବାର ସମ୍ଭାବନା କେତେ ପରିମାଣର ଅଛି ।

 

୩) ଶକୁନି ଶାସ୍ତ୍ର ଅନୁସାରେ ଯଦି କେଉଁ କାର୍ଯ୍ୟ ପାଇଁ ଆପଣ ଘରୁ ବାହାରିଛନ୍ତି ଓ ଆପଣଙ୍କୁ ରାସ୍ତାରେ କେଉଁ ସ୍ତ୍ରୀ ଲୋକ ଗରାରେ ପାଣି ନେଇଯାଉଥିବାର ନଜର ଆସେ ତେବେ ଏହା ଆପଣଙ୍କ ପାଇଁ ଶୁଭ ବେଳା ହୋଇପାରେ , ଏହା ଦ୍ୱାରା କାମ କରିବାର ଶୁଭ ବେଳା ବୋଲି ଗଣନା ହୁଏ ।

୪) ଯଦି ଆପଣ କେଉଁ ଶୁଭ କାର୍ଯ୍ୟପାଇଁ ବାହାରକୁ ବାହାରିଛନ୍ତି ଓ ଆପଣଙ୍କୁ କେଉଁ ବ୍ୟକ୍ତି ଗୁଡ ନେଇକରିଯାଉଥିବାର ନଜର ଆସେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ନିଶ୍ଚିତ ଭାବେ ଶୁଭ ଫଳ ଦେବ ।

 

୫) ଯଦି ଆପଣ କେଉଁ ବିବାହିତ ସ୍ତ୍ରୀ ଷୋଳ ସିଙ୍ଗାର କରି ନଜର ଆସିଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ , କାରଣ ସ୍ତ୍ରୀ ମାନେ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ମାନିଥାନ୍ତି , ଓ ଏହା କାର୍ଯ୍ୟରେ ନିଶ୍ଚିତ ଭାବେ ସଫଳତା ଆଣିଥାଏ ।

Leave a Reply

Your email address will not be published. Required fields are marked *