June 26, 2025

Odia Express

Here, There and Everywhere

କଣ ପାଇଁ ଅଭିନେତ୍ରୀ ଜୁହି ଚାୱଲା ବହୁ ବର୍ଷ ଯାଏଁ ନିଜ ବିବାହର କଥା ଲୁଚାଇ ରଖିଥିଲେ – ଆଜି ହିଁ ଜାଣିନିଅନ୍ତୁ…

୯୦ ଦଶକର ଫିଲ୍ମରେ ଧୁମ୍ ମଚାଇଥିବା ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଜୁହି ଚାୱଲାଙ୍କ ନାଁ ଶୁଣିଲେ ଲୋକେ ତାଙ୍କ ଦିୱାନା ହୋଇଯାଆନ୍ତି , ଆଜି ତାଙ୍କର୍ ଅଭିନୟ ଓ ସୁନ୍ଦରତାପାଇଁ ଲକ୍ଷାଧିକ ଫ୍ୟାନ୍ସ ପାଗଳ ହୋଇଛନ୍ତି , ଜୁହି ଚାୱଲା ୧୯୯୫ ରେ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ,  କିନ୍ତୁ ସେ ଏହି କଥାକୁ ବହୁତ ବର୍ଷ ଯାଏଁ ଲୁଚାଇ ରଖିଥିଲେ,  ଓ ଏହି କଥାକୁ ଲୋକ୍ ସେତେବେଳେ ଜାଣିପାରିଲେ ଯେବେ ସେ ଗର୍ଭବତୀ ହେଲେ , ତାଙ୍କର ଓଜନ ସହ ପେଟ ବାହାରକୁ ଜଣାପଡିଲା , ତେବେ ଆସନ୍ତୁ ଆଜି ଆମେ ଜୁହି ଚାୱଲାଙ୍କ ସହ ସଂମ୍ପର୍କିତ ଖବର୍ ଉପରେ ନଜର ପକାଇବା ।

ସେମିତି ମିଡିଆ ସୁତ୍ରରୁ ଜଣାଗଲେ ଜୁହି ଚାୱଲା ନିଜ ବିବାହକୁ ଏଥିପାଇଁ ଗୋପନୀୟ ରଖିଥିଲେ ଯଦ୍ୱାରା ତାଙ୍କର୍ ଫିଲ୍ମ କ୍ୟାରିୟର ଉପରେ ଏହାର ପ୍ରଭାବ ନ ପଡୁ , କାରଣ ଯେବେ ବି ଜୟ ମେହେଟାଙ୍କ ବିବାହ କଲେ ତେବେ ତାଙ୍କ ଫିଲ୍ମ କ୍ୟାରିୟରର ପ୍ରାରମ୍ଭିକ ସମୟ ଥିଲା,  ବଲିଉଡ୍ ରୁ ଲମ୍ବା ସମୟରୁ ପ୍ରଚଳିତ ଅଛି କି ବିବାହ ପରେ ହିରୋଇନ୍ ଙ୍କ କାମ ମିଳିନଥଏ , ବିବାହ ପରେ ଜୁହି ଖୁଲାସା କଲେ କି ଜେବେ ସେ ଜୟ ମେହେଟ୍ଟାଙ୍କ ଛୁଆର ମା ହେବାକୁ ଯାଉଥିଲେ,  ବିବାହ ପୁର୍ବରୁ ଜୁହି ଚାୱଲାଙ୍କ ସ୍ୱାମୀ ଜୟ ମେହେଟ୍ଟା ତାଙ୍କ ଆଫେୟାର୍ ଖବର ମିଡିଆରେ ଚର୍ଚ୍ଚିତ ହେଉଥିଲା,  କିନ୍ତୁ ଦୁହେଁ କେବେ ନା କେବେ ଏହି କଥାକୁ ନେଇକରି ଖୁଲାସା କରିନଥିଲେ,  ଓ ବିବାହ ପରେ ଜୁହି ନିଜ ସ୍ୱାମୀ ଜୟଙ୍କୁ କେବଳ ଏକ ନିଜ ଭଲ ସାଙ୍ଗ ବୋଲି ମାନୁଥିଲେ ।

କହିଦେବୁ କି ଜୁହି ତାଙ୍କ ସ୍ୱାମୀ ଜୟ ମେହେଟ୍ଟାଙ୍କୁ ସାକ୍ଷାତ ଫିଲ୍ମ କାରୋବାର ସମୟରେ ହୋଇଥିଲା , ଫିଲ୍ମର ଡାଇରେକ୍ଟର୍ ରାକେଶ ରୋଶନ୍ ଓ ବିଜନେସ୍ ମ୍ୟାନ୍ ଜୟ ମେହେଟ୍ଟାଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା,  ରାକେଶ ଜୁହିଙ୍କୁ ଓ ଜୟଙ୍କୁ ସାକ୍ଷାତ କରାଇଥିଲେ,  ଏହାପରେ ତାଙ୍କର ସାକ୍ଷାତ ହୋଇଥିଲା,  ସେହି ସମୟରେ ଦୁହେଁ ଦୁହିଁଙ୍କ ପ୍ରତି ଏତେ ଖାସ୍ କଥା ହୋଇନଥିଲେ କି ସଂମ୍ପର୍କରେ ନଥିଲେ , କିନ୍ତୁ ଯେବେ ଜୁହିଙ୍କୁ ଜଣାପଡିଲା କି ଜୟଙ୍କ ସ୍ତ୍ରୀ ଏକ ବିମାନ ଦୂର୍ଘଟଣାରେ ମୃତ୍ୟୁ ବରଣ୍ କରିସାରିଛନ୍ତି ତେବେ ତାଙ୍କର ବ୍ୟବହାର ଜୟଙ୍କ ପ୍ରତି ବଦଳିଗଲା,  ଓ ଦୁହେଁଙ୍କର ମଧ୍ୟରେ ପ୍ରେମର ସଂମ୍ପର୍କ ବଢିବାକୁ ଲାଗିଲା ।

Leave a Reply

Your email address will not be published. Required fields are marked *