October 17, 2024

Odia Express

Here, There and Everywhere

ଗ-ର୍ଭବତୀ ମହିଳାମାନେ କଣ ପାଇଁ ବାନ୍ତି କରନ୍ତି , ଜବାବ ଜାଣିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ …

1 min read

ଆପଣ ଲୋକ ଆଖପାଖ ମାହୋଲରେ ଗର୍ଭବତୀ ମହିଳାଙ୍କୁ ନିଶ୍ଚିତ ଦେଖିଥିବେ , ଯେବେ କେଉଁ ମହିଳା ଗର୍ଭବତୀ ହୋଇଥାଏ ତେବେ ତାର ପେଟ ଫୁଲିଥାଏ । ଓ ବହୁତଥର ସେମାନେ ବାନ୍ତି ବି କରିବାକୁ ଲାଗନ୍ତି , ଫିଲ୍ମରେ ଆପଣ ଦେଖିଥିବେ କି ଯେବେ କେଉଁ ମହିଲା ଗର୍ଭବତୀ ହୋଇଥାଏ ତେବେ ସେ ବାନ୍ତିର ଦୃଶ୍ୟ କରିଥାନ୍ତି , କିନ୍ତୁ ଆପଣ କେବେ ଭାବିଛନ୍ତି କଣ ପାଇଁ ସେମାନେ ବାନ୍ତି କରନ୍ତି । କେବଳ ପ୍ରେଗନାଣ୍ଟ ମହିଳା ନୁହେଁ ଦୁନିଆଁରେ ଏମିତି ବହୁତ ଜିନିଷ ଅଛି ଯାହା ବିଷୟରେ ଆମେ ଜାଣିନଥାଉ , ଆଜି ଆମେ ଆପଣଙ୍କୁ ପ୍ରେଗନେଣ୍ଟ ମହିଳାଙ୍କ ସହ ଯୋଡି ହୋଇଥିବା କିଛି ପ୍ରଶ୍ନର ଉତ୍ତର ଦେବୁ ଯାହାକୁ ଦେଖିଲେ ମୁଣ୍ତ କାମ କରିବା ବନ୍ଦ କରିଦେବ , ଆସନ୍ତୁ ପ୍ରଶ୍ନଗୁଡିକ ଉପରେ ନଜର ପକାଇବା ।

ପ୍ରଶ୍ନ : ଭାରତରେ କେଉଁ ରାଜ୍ୟରେ ଅଧିକା ଧନୀକ ଅଟେ ।

ଉତ୍ତର : ପଞ୍ଜାବ ରାଜ୍ୟ କାରଣ ସେମାନେ ଖେଳକୁଦରେ ଆଗରେ ରହିବା ସହ ପଇସା କମାଇବାରେ ଆଗୁଆ ରୁହନ୍ତି , ଏହି କାରଣରୁ ସେମାନେ ଏହି ପ୍ରାନ୍ତରୁ ଯାଇ ଅଧିକାଂଶ ବିଦେଶରୁ ପଇସା କମାଇଆଣନ୍ତି ।

କଣ ଭାଙ୍ଗିଲେ ଆବାଜ୍ ଆସେ ନାହିଁ ?

ଉତ୍ତର : ବିଶ୍ୱାସ : ଏହି ପ୍ରଶ୍ନ ଟିକିଏ ଟ୍ରିକିବାଲା ଥିଲା ଯାହାକୁ କେବଳ ବୁଦ୍ଧିମାନ ଲୋକ ଦେଇପାରିଥାନ୍ତେ , ଆପଣ ଜାଣିଛନ୍ତି କି ଯେବେ କେଉଁ ଲୋକ ଉପରେ ଭରସା ଛାଡିଯାଏ ତେବେ ତାକୁ କେତେ ଦୁଃଖ ହୋଇଥାଏ , ସେଥିପାଇଁ ତାହା ଥରେ ଭାଙ୍ଗିଲେ ଆଉ ଯୋଡି ହୁଏ ନାହିଁ କି ଆବାଜ୍ ଆସେ ନାହିଁ ॥

ଏମିତି କେଉଁ ପ୍ରାଣୀ ଅଛି ଯାହାର ଦିମାଗ ତାର ଶରୀର ଠାରୁ ବଡ ହୋଇଥାଏ ?

ପିମ୍ପୁଡି : ସେ ଏପରି ଏକ ଜୀବ ଅଟେ ଯାହା ଦେଖିବାକୁ ବହୁତ ଛୋଟ୍ ଅଟେ କିନ୍ତୁ ତାର ଦିମାଗ ଓ ଶରୀର ଠାରୁ ବଡ ହୋଇଥାଏ , ବୋଧେ ବଡ ମସ୍ତିଷ୍କ ହେବା ଯୋଗୁଁ ସେମାନେ ପରସ୍ପର ମଧ୍ୟରେ ମିଶିକରି ରହିବାକୁ ପସନ୍ଦ କରନ୍ତି , ଓ ଏକାଠି ହୋଇ ବଡ ବଡ ଜୀବକୁ ଶିକାର କରିଦିଅନ୍ତି ।

ପ୍ରେଗନାଣ୍ଟ୍ ମହିଳାମାନେ ବାନ୍ତି କଣ ପାଇଁ କରନ୍ତି ?

ଉତ୍ତର :ସାଧାରଣତଃ କେଉଁ ଗର୍ଭବତୀ ମହିଳା ତିନୋଟି କାରଣରୁ ବାନ୍ତି କରିଥାଏ । ୧) HGG ହାର୍ମୋନ୍ ର ଇନଫେକ୍ସନ୍ ୨) ପ୍ରାତଃ କାଳରେ ମାତଳୀ ରୋଗ ଓ ପେଟ ହେଉଥିବା ଶାରରୀକ ପୀଡା ।

Leave a Reply

Your email address will not be published. Required fields are marked *