November 22, 2024

Odia Express

Here, There and Everywhere

୨୦୦୮ IPL ଆରମ୍ଭରୁ ଖେଳୁଛନ୍ତି ଏହି ୫ ଜଣ ଭାରତୀୟ ବଡ ଖେଳାଳୀ – ଏବେ ଆଇପିଏଲ୍ ୨୦୨୦ ରେ ଚେନ୍ନାଇ ସୁପର କିଙ୍ଗସ ଦଳରେ ହେଲେ ଏକାଠି – ଦେଖନ୍ତୁ କିଏ ସେ ମହାନ ଖେଳାଳି..

ଆଇପିଏଲ୍ ର ଆରମ୍ଭ ୨୦୦୮ ରେ ହୋଇଥିଲା , ସେହି ସମୟରୁ ଖେଳୁଥିବା ବହୁତ ଖେଳାଳୀ ଏବେ କ୍ରିକେଟ୍ ରୁ ସନ୍ୟାସ ନେଇ ସାରିଛନ୍ତି , କିଛି ଖେଳାଳୀ ଟୀମ୍ ରେ ମହଜୁତ୍ ଅଛନ୍ତି , କିନ୍ତୁ ଆଇପିଏଲ୍ ଏକ ଟିମ୍ ଏପରି ଅଛି ଯେଉଁଥିରେ ୫ ଜଣ ଖେଳାଳୀ ଏବେ ବି ଖେଳୁଥିବାର ନଜର ଆସିଛନ୍ତି , ଯେବେ ଟିମ୍ ରେ ଅନୁଭବୀ ଖେଳାଳୀଙ୍କର କଥା ହୋଇଥାଏ ତେବେ ଚେନ୍ନାଇ ସୁପର୍ କିଙ୍ଗ୍ ଟିମ୍ ନାଁ ପ୍ରଥମରୁ ଆସେ , ଏହି ଟିମ୍ ରେ ଏମିତି ଖେଳାଳୀ ଅଛନ୍ତି , ଯିଏକି କମ୍ ସେ କମ୍ ୧୦ ବର୍ଷରୁ ଖେଳୁଥିବାର ନଜର ଆସିଛନ୍ତି , ଯାହାପରେ ଏବେ ଏହି ସିଜିନ୍ ରେ ସେ ଜଣେ ମୁଖ୍ୟ ଖେଳାଳୀ ଭାବେ ନଜର ଆସିଛନ୍ତି , ଆଜି ଆମେ ଚେନ୍ନାଇ ସୁପରକିଙ୍ଗ୍ ର ସେହି ପାଞ୍ଚଜଣ ଖେଳାଳୀଙ୍କର ବିଷୟରେ କହିବୁ , ଯିଏକି ଏବେ ବି ସେହି ଟିମ୍ ରେ ନିଜର ଆଧିପତ୍ୟ ସ୍ଥାପନ କରିଛନ୍ତି , ଯେଉଁଥରେ କିଛି ଖେଳାଳୀଙ୍କର ଏବେ କ୍ରିକେଟ୍ କ୍ୟାରିୟର ଶେଷ ପର୍ଯ୍ୟାୟରେ ଅଛି ।

୫) ପିୟୁଶ୍ ଚାୱଲା : ଲେଗ୍ ବ୍ରେକ୍ କରୁଥିବା ପିୟୁଶ ଚାୱଲା ପ୍ରଥମ ଇନିଂଙ୍ଗ୍ ରେ କିଙ୍ଗ୍ ଇଲେଭେନ୍ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ , ଯେଉଁଠି ସେ ଭଲ ପ୍ରଦର୍ଶନ କରିଥିଲେ,  ତାହାପରେ ସେ ଗତ ସିଜିନ୍ ରେ କୋଲକାତା ନାଇଟ୍ ରାଇଡର୍ସଙ୍କ ଟିମ୍ ରେ ଥିଲେ , ଯାହାପରେ ଏବେ ଚେନ୍ନାଇ ଟିମ୍ କୁ ଆସିଛନ୍ତି , ପିୟୁଶ ଚାୱଲା ଆଇପିଏଲ୍ ରେ ଏବେ ୧୫୭ ଟି ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ସେ ୨୭,୧୫ ଓସତରେ ୧୫୦ ୱିକେଟ୍ ହାସିଲ୍ କରିଛନ୍ତି , ଏହି ମଧ୍ୟରେ ତଙ୍କର ଇକୋନୋମି ରେଟ୍ ୭,୮୨ ରହିଛି , ଯେବେ କି ଷ୍ଟ୍ରାଇକ୍ ରେଟ୍ ୨୦,୮୨ ଅଛି , ଚାୱଲା ଚେନ୍ନାଇ ସୁପର୍ କିଙ୍ଗ୍ ଟିମ୍ ର ଏବେ ଖେଳାଳୀ ଅଛନ୍ତି , ଯେଉଁଥିରେ ସେ ଆଉଥରେ ନିଜ ଝଲକ ଦେଖାଇବାକୁ ଚାହିଁବେ  , ଏବେ ମ୍ୟାଚରେ ୱିନର୍ ଖେଳାଳୀ ହେବାର କ୍ଷମତା ମହଜୁତ୍ ଅଛି , ଏହି ଖେଳାଳୀଙ୍କ ପାଇଁ ଟିମ୍ ରେ ବହୁତ ପ୍ରଶ୍ନ ଉଠିଛି ।

୪) ରବିନ୍ଦ୍ର ଜାଡେଜା : ସ୍ପିନ୍ ଅଲରାଉଣ୍ତତ ରବିନ୍ଦ୍ର ଜାଡେଜା ଆଜି ଭାରତୀୟ ଟିମ୍ ର ପ୍ରମୁଖ ଖେଳାଳୀ ଅଛନ୍ତି , ଆଇପିଏଲ୍ ୨୦୦୮ ରେ ଜାଡେଜା ରାଜସ୍ଥାନ ରୋୟାଲ୍ସ ପାଇଁ ଯୁବା ଖେଳାଳୀ ଭାବେ ଖେଲିଥିଲେ,  ଯେଉଁଠି ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ, ଯାହାପରେ ସେ କୋଚି ଟିମ୍ ପାଇଁ ଖେଳୁଥିବାର ନଜର ଆସିଥିଲେ , ରବିନ୍ଦ୍ର ଜାଡେଜାଙ୍କ ଆଇପିଏଲ୍ ରେ ଏବେ ପର୍ଯ୍ୟନ୍ତ ୧୭୦ ଟି ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ସେ ୨୪,୦୯ ଓସତରୁ ୧୯୨୭ ରନ୍ କରିଛନ୍ତି , ବୋଲିଙ୍ଗ୍ ରେ ସେ ୨୯,୧୯ ଓସତରୁ ୧୦୮ ଟି ୱିକେଟ୍ ହାସିଲ୍ କରିଛନ୍ତି , ଯେଉଁମଧ୍ୟରେ ଜାଡେଜାଙ୍କ ଉକୋନୋମି ରେଟ୍ ୭,୫୮ ଅଛି , ଫିଲଡର୍ ବି ରବିନ୍ଦ୍ର ଜାଡେଜା ଟିମ୍ ପାଇଁ ଭଲ ଦାୟିତ୍ୱ ନିଭାଇଛନ୍ତି , ଜାଡେଜା ବହୁତ ସିଜିନ୍ ପାଇଁ ଚେନ୍ନାଇ ସୁପରକିଙ୍ଗ୍ ରେ ଅଛନ୍ତି , ସେ ଏହିଥର ନିଜ ଟିମ୍ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଈବେ ।

ହରଭଜନ ସିଂ : ଦିଗଜ୍ ଅଫ୍ ସ୍ପିନ ହରଭଜନ ସିଂ ଏହି ଟିମ୍ ରେ ଅଛନ୍ତି , ଆଇପିଏଲ୍ ପ୍ରଥମ ସିଜିନ୍ ରୁ ୧୦ ଟି ସିଜିନ୍ ପର୍ଯ୍ୟନ୍ତ ସେ ମୁମ୍ବାଇ ଇଣ୍ତିଆନ୍ସ ପାଇଁ ଖେଳିଥିଲେ,  ଯାହା ପାଇଁ କିଛି ମ୍ୟାଚରେ ସେ ଅଧିନାୟକତ୍ୱ ବି ସମ୍ଭାଳିଥିଲେ, କିନ୍ତୁ ଆଇପିଏଲ୍ ୨୦୧୮ ପରେ ଚେନ୍ନାଇ ସୁପରକିଙ୍ଗ୍ ଟିମ୍ ରେ ସେ ଥିଲେ , ହରଭଜନ ସିଂ ଏବେ ପର୍ଯ୍ୟନ୍ତ ଆଇପିଏଲ୍ ରେ ୧୬୦ ଟି ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ସେ ୨୬,୪୫ ଓସତରୁ ୧୫୦ ୱିକେଟ୍ ନେଇଛନ୍ତି , ଏଇ ମଧ୍ୟରେ ଇକୋନୋମି ରେଟ୍ ତାଙ୍କର ୭,୦୫ ଅଛି , ହରଭଜନ ସିଂଙ୍କ ଷ୍ଟ୍ରାଇକ୍ ରେଟ୍ ୨୨,୪୯ ଅଛି , ଅଫ୍ ସ୍ପିନର୍ ହରଭଜନ ଗତ ଦୁଇ ସିଜିନ୍ ରୁ ଅଧିକା ମ୍ୟାଚ୍ ଖେଳିପାରିନାହାନ୍ତି , କିନ୍ତୁ ଏହି ଦୁହେଁ ସିଜିନ୍ ରେ ଭଲ ପ୍ରଦର୍ଶନ କରିଛନ୍ତି , ଯାହାର କାରାଣରୁ ଏହି ସିଜିନ୍ ରେ ସେ ମ୍ୟାଚ୍ ୱିନର୍ ଖେଳାଳୀ ଭାବେ ଜଣାଇବାକୁ ଚାହିଁବେ ।

ସୁରେଶ ରାଇନା : ସୁରେଶ ରାଇନା ପୁର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ ଟିମ୍ ରେ ଅଛନ୍ତି , ସେ ଭଲ ବୋଲିଙ୍ଗ୍ ସହ ଭଲ ବ୍ୟାଟିଙ୍ଗ୍ ବି କରିଛନ୍ତି , ସେ ଆଇପିଏଲ୍ ରେ ୧୯୩ ଟି ମ୍ୟାଚ୍ ଖେଳିଛନ୍ତି  ଯେଉଁଥିରେ ୩୩,୩୪ ଓସତରୁ ୫୩୬୮ ରନ୍ ବନାଇଛନ୍ତି , ଯେଉଁଥିରେ ୩୮ ଅର୍ଦ୍ଧଶତକ ଓ ଏକ ଶତକ ସାମିଲ୍ ଅଛି,  ରାଇନାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୭,୧୧ ରହିଛି , ବୋଲିଙ୍ଗ୍ ରେ ୪୪,୭୨ ଓସତରୁ ୨୫ ଟି ୱିକେଟ୍ ନେଇଛନ୍ତି । ରାଇନା ଆଘାତ ଲାଗିବାରୁ କ୍ରିକେଟ୍ ରୁ ଦୁରେଇ ଯାଈଛନ୍ତି , କିନ୍ତୁ ଜଲଦି ହିଁ ସେ ମଇଦାନକୁ ଫେରିବେ , ଯାହା ପରେ ଆଇପିଏଲ୍ ୨୦୨୦ ରେ ଚେନ୍ନାଇ ସୁପର କିଙ୍ଗ୍ ଟିମ୍ ପାଇଁ ଖେଳିବାର ଅଛି ।

ମହେନ୍ଦ୍ର ସିଂ ଧୋନୀ : ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ର ପ୍ରଥମ ସିଜିନ୍ ରୁ ଖେଳିବା ଆରମ୍ଭ କରିଦେଇଥିଲେ  ପ୍ରଥମ ସିଜିନ୍ ରୁ ସେ ଚେନ୍ନାଇ ସୁପର କିଙ୍ଗ୍ ରେ ଅଛନ୍ତି , ସେ ନିଜ ବ୍ୟାଟିଙ୍ଗ୍ ଓ ବୋଲିଙ୍ଗ୍ ର କମାଲ ଦେଖାଇ ଆଇପିଏଲ୍ ରେ ସଫଳତା ହାସିଲ୍ କରିଛନ୍ତି , ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ରେ ୧୯୦ ଟି ମ୍ୟାଚ୍ ଖେଳିଥିଲେ, , ଯେଉଁଥିରେ ୪୨,୨୧ ଓସତରୁ ୪୪୩୨ ରନ୍ କରିଛନ୍ତି , ଯେଉଁଥିରେ ୨୩ ଟି ଅର୍ଦ୍ଧଶତକ ଓ ଏହି ମଧ୍ୟରେ ଧୋନୀଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୭,୮୫ ଅଛି,  ଯେଉଁଥିରେ ସେ ୬୫ ନଟ୍ ଆଉଟ୍ ନାବାଦ୍ ଅଛନ୍ତି , ଧୋନୀ ଚେନ୍ନାଇ ଟିମ୍ କୁ ସବୁ ସିଜିନ୍ ରେ ଟପ୍ ୪ ରେ ପହଞ୍ଚାଇଚନ୍ତି , ଏବେ ପର୍ଯ୍ୟନ୍ତ ଖେଳିଥିବା ୧୦ ଟି ସିଜିନ୍ ରୁ ୮ ଥର ସେ ଆଇପିଏଲ୍ ଫାଇନାଲ୍ ଖେଳିଛନ୍ତି,  ଯେବେ କି ୩ ଥର ଚ୍ୟାମ୍ପିୟନ୍ ହୋଇଛନ୍ତି , ଧୋନୀ ଏହି ସିଜିନ୍ ରେ ସଫଳତା ଦୋହରାଇବାକୁ ଚାହିଁବେ ।

 

 

Leave a Reply

Your email address will not be published. Required fields are marked *