ସବୁ ଦିନ ଟ୍ରେନ୍ ରେ ଯାତ୍ରା କରୁଥିଲେ ସ୍ୱାମୀ –ସ୍ତ୍ରୀ , ଅଚାନକ ଦୁହେଁ ଆସିବା କରିଦେଲେ ବନ୍ଦ , ଏକ ମାସ ପରେ ଯେବେ ସ୍ୱାମୀ ଫେରିଲେ ତେବେ ତାଙ୍କୁ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କ ବିଷୟରେ ପଚାରିଲେ…
ସ୍ୱାମୀ ଓ ସ୍ତ୍ରୀ ସବୁଦିନ ଟ୍ରେନ୍ ରେ ଯାତ୍ରା କରୁଥିଲେ , ତାଙ୍କ ସହ ଆଉ ଜଣେ ଯୁବକ ବି ସେହି ଟ୍ରେନ୍ ରେ ଯାତ୍ରା କରୁଥିଲେ , ଓ ସେ ସବୁଦିନ ସେହି ସ୍ୱାମୀ ସ୍ତ୍ରୀଙ୍କୁ ଦେଖୁଥିଲା, ସ୍ୱାମୀ ସ୍ତ୍ରୀ ଟ୍ରେନ୍ ରେ ବସି ବହୁତ କଥାବାର୍ତ୍ତ୍ କରୁଥିଲେ , ସ୍ତ୍ରୀ କଥା କହୁ କହୁ ସ୍ୱେଟର ବୁଣୁଥିଲେ , ଦୁହେଁଙ୍କ ଯୋଡି ପରଫେକ୍ଟ ଲାଗୁଥିଲା , କିନ୍ତୁ ଦିନେ ସ୍ୱାମୀ ସ୍ତ୍ରୀ ଟ୍ରେନ୍ ରେ ଆସିଲେ ନାହିଁ , ସେ ଯୁବକକୁ ଟିକିଏ ଅଜବ ଲାଗିଲା , ଗୋଟେ ମାସ ପର୍ଯ୍ୟନ୍ତ ସେଇ ସ୍ୱମୀ ସ୍ତ୍ରୀ ସେହି ଟ୍ରେନ୍ ରେ ଆଉ ଯାତ୍ରା କଲେ ନାହିଁ, ସେ ଯୁବକକୁ ଲାଗିଲା କି ସେ ସ୍ୱାମୀ ସ୍ତ୍ରୀ ଉଭୟ ଅଲଗା କେଉଁଠି ରହିବାକୁ ଲାଗିଲେଣି ।
ତାପରେ ଦିନେ ଯୁବକ ଟ୍ରେନରେ ସ୍ୱାମୀଙ୍କୁ ଯାତ୍ରା କରୁଥିବାର ଦେଖିଲା , ତାହା ସହ ତାର ସ୍ତ୍ରୀ ନଥିଲା, ସ୍ୱାମୀର ଚେହେରା ମଉଳିଯାଇଥିଲା, ଯୁବକ ଯାଇକରି ପଚାରିଲା , ଆପନଙ୍କ ସ୍ତ୍ରୀ ଆପଣଙ୍କ ସହ କଣ ଆସିନାହାନ୍ତି , ସ୍ୱାମୀ ଜଣଙ୍କ କିଛି ବି ଉତ୍ତରଦେଲେ ନାହିଁ , ଯୁବକ ପଚାରିଲେ ଏତେ ଦିନ କେଉଁଠି ଥିଲେ, କଣ ବାହାରକୁ ଯାଇଥିଲେ ଏହାପରେ ବି ସେ ବ୍ୟକ୍ତି ଜଣଙ୍କ କିଛି ଉତ୍ତର ଦେଲେ ନହିଁ , ଯୁବକ ଆଉଥରେ ପଚାରିବାକୁ ଉଦ୍ୟମ କଲା ବେଳକୁ ସେ ବ୍ୟକ୍ତି ଜଣଙ୍କ କହିଲେ କି ସେ ଏବେ ଆଉ ଦୁନିଆଁରେ ନାହାନ୍ତି , ତାଙ୍କୁ କ୍ୟାନ୍ସର ଥିଲା, ଏହି କଥା ଶୁଣିକରି ଯୁବକ ସ୍ତବ୍ଧ ହୋଇଗଲା, ତାପରେ ସେ ପୁରା ଘଟଣା ଜାଣିବାକୁ ଇଚ୍ଛାପ୍ରକାଶ କଲା ।
ସେ ବ୍ୟକ୍ତି ଜଣଙ୍କ କହିଲେ କି ତାଙ୍କର ସ୍ତ୍ରୀଙ୍କୁ ଶେଷ ପର୍ଯ୍ୟାୟର କ୍ୟାନ୍ସର ଥିଲା , ଏହି କଥା ତାଙ୍କୁ ଜଣା ଥିଲା , ଏହି କାରଣରୁ ସେ ଜିଦ୍ କରୁଥିଲା କି ଆମେ ଅଧିକାରୁ ଅଧିକା ସମୟ ବିତାଇବୁ , ଏଇ କାରଣରୁ ଯେବେ ମୁଁ ଅଫିସ୍ ରେ ଯାଉଥିଲେ ତେବେ ମୋର ସାଥିରେ ଆସୁଥିଲା , ଓ ମୋର ଅଫିସ୍ ପାଖର ଷ୍ଟେସନରେ ଓହ୍ଲାଇ ଯାଉଥିଲେ, ଯାହାପରେ ସେ ଅଫିସ୍ ଚାଲି ଯାଉଥିଲେ, ଓ ସେ ଘରକୁ ଫେରି ଆସୁଥିଲା, ଗତ ମାସରେ ତାର ମୃତ୍ୟୁ ହୋଇଗଲା, ଏହାପରେ ସେ ତୟ ଷ୍ଟେସନରେ ସ୍ୱାମୀ ବାହାରି ଆସିଲା , ତେବେ ଯୁବକର ଧ୍ୟାନ ସେହି ଷ୍ଟେବର ଉପରେ ପଡିଲା , ସେ ଦେଖିଲା କି ସେଠାରେ ସେହି ଷ୍ୱେଟର ଅଛି ଯାହା ତାର ସ୍ତ୍ରୀ ଟ୍ରେନରେ ବୁଣୁଥିଲେ , ତାର ବାଜୁ ବି ଏବେ ବି ଅଧୁରା ଥିଲା, ଯାହା ବୋଧେ ତାର ସ୍ତ୍ରୀ ବୁଣିପାରୁନଥିଲା, ସେହି ସ୍ୱେଟର ବୋଧେ ତାଙ୍କ ପ୍ରେମର ଶେଷ ସନ୍ତକ ଥିଲା ।
ନୀତିଶିକ୍ଷା – ବ୍ୟସ୍ତ ଜୀବନ ଭିତରେ ମଣିଷ ନିଜ ସ୍ତ୍ରୀ ପାଇଁ ସମୟ ବାହାର କରି ପାରନ୍ତି ନାହିଁ |କିନ୍ତୁ ଲୋକ ଏହାକୁ ଭୁଲି ଯାଇଥାନ୍ତି ଯେ ଯେତେ ଜରୁରୀ କାମ ଅଟେ ତାଠୁ ଅଧିକ ଜରୁରୀ ପରିବାର ଅଟେ |ସେଥିପାଇଁ ଦିଜଣକ ସହ ତାଳମେଳ ରଖିବା ଦରକାର | କାମ ସହ ପରିବାର କୁ ମଧ୍ୟ ସମୟ ଦେବା ନିହାତି ଦରକାର